Home Education ସୋଆକୁ ଜାତୀୟ ସ୍ୱଚ୍ଛତା ପୁରସ୍କାର

ସୋଆକୁ ଜାତୀୟ ସ୍ୱଚ୍ଛତା ପୁରସ୍କାର

ଭୁବନେଶ୍ୱର : ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ପୁରସ୍କାର ପାଇଁ ଚୟନ କରାଯାଇଛି ।

ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧୀ ନ୍ୟାସନାଲ୍ କାଉନସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଏ ।

“ସ୍ୱଚ୍ଛତା କ୍ଷେତ୍ରରେ ଆପଣଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି । ଏ ନେଇ ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ” ମନ୍ତ୍ରଣାଳୟ ପକ୍ଷରୁ ସୋଆକୁ ମିଳିଥିବା ପତ୍ର ମାଧ୍ୟମରେ କୁହାଯାଇଛି ।
ଆମେ ଆପଣଙ୍କୁ ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌’ ମାନ୍ୟତା ପ୍ରଦାନ କରୁଛୁ ବୋଲି ଏଥିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here