Home General ସହୀଦ  ପରିବାରଙ୍କୁ ସହାୟତା ରାଶି ବୃଦ୍ଧି

ସହୀଦ  ପରିବାରଙ୍କୁ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର : ଯୁଦ୍ଧ ତଥା  ଉଗ୍ର ବାଦ ର ମୁକାବିଲା ସମୟରେ   ବୀରଗତି  ପ୍ରାପ୍ତ ହେଉଥିବା  ସହୀଦ ଓଡ଼ିଆ ଯବାନ  ମାନଙ୍କ ନିକଟତମ  ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ  ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ  ମୁଖ୍ୟମନ୍ତ୍ରୀଶ୍ରୀ ନବୀନ  ପଟନାୟକ ନିର୍ଦେଶ ଦେଇଛନ୍ତି.

ସୂଚନା  ଯୋଗ୍ୟ ଯେ ସମାରିକ ତଥା ଅର୍ଦ୍ଧ ସମାରିକ  ବାହିନୀ ରେ ରହି  ଦେଶ  ପାଇଁ ପ୍ରଣାବଳୀ  ଦେଉଥିବା  ଯବାନ ଓ ଅଫିସର  ମାନଙ୍କ ପରିବାର ର କଲ୍ୟାଣ ପାଇଁ  ରାଜ୍ୟ ସରକାର   କାର୍ଗିଲ ଯୁଦ୍ଧ ସମୟରୁ ସହୀଦ  ପରିବାର   କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ  କରିଛନ୍ତି. ପ୍ରାଥମିକ  ଭାବ ରେ ଏହି ସହାୟତା  ରାଶି ଏକ ଲକ୍ଷ ଟଙ୍କା ଥିବା  ବେଳେ ୨୦୧୦ ଓ ୨୦୧୨ ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା .