୪୦ଲକ୍ଷ ଟପିଯିବ ମାମଲା ସଂଖ୍ୟା

0

ଭୁବନେଶ୍ୱର : ସରକାରୀ କଳର ଦୁର୍ବଳତା, ନକରାତ୍ମକ ମନୋଭାବ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ଅଭିଯୋଗ ଫଏସଲାରେ ଅହେତୁକ ବିଳମ୍ବ ଯୋଗଁ ବର୍ଷ ବର୍ଷ ଧରି ଓଡିଶାରେ ମାମଲା ସଂଖ୍ୟା ବଢିଚାଲିଛି । ଏବେ ବିଭିନ୍ନ ଆଇନ୍‍ ଅଦାଲତରେ ଓଡିଶାର ମାମଲା ସଂଖ୍ୟା ୨୦ଲକ୍ଷକୁ ଟପି ସାରିଲାଣି । ଏହି ଧାରା ଅବ୍ୟାହତ ରହିଲେ ୨୦୩୬ ବେଳକୁ ଓଡିଶା ଉପରେ ମାମଲା ବୋଝ ସଂଖ୍ୟା ପାଖାପାଖି ୪୦ଲକ୍ଷରେ ପହଞ୍ଚିଯିବ ବୋଲି ଆଇନ୍‍ ବିଶାରଦମାନେ ଆଶଙ୍କା କରୁଛନ୍ତି । ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଅଧିକ...

ଇଭି କିଣୁ ନାହାନ୍ତି ସରକାରୀ ବିଭାଗ

0

ଭୁବନେଶ୍ୱର : ରାଜ୍ୟ ସରକାର ଲୋକମାନଙ୍କୁ ବୈଦ୍ୟୁତିକ ଯାନ (ଇଭି) ଖରିଦ କରି ପରିବେଶ ସୁରକ୍ଷାପାଇଁ ପ୍ରବର୍ତ୍ତାଉଥିବାବେଳେ ସରକାରୀ ବିଭାଗଗୁଡିକ କିନ୍ତୁ ଏହି ପରିବେଶ ଅନୁକୂଳ ଯାନ କିଣୁ ନାହାନ୍ତି । ଏଥିପାଇଁ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଉନଥିବାବେଳେ ନୂଆ ସରକାର ବି ହାତବାନ୍ଧି ବସିଛନ୍ତି । ଇଭି ଯାନଗୁଡିକ ପରିବେଶ ଅନୁକୂଳ ହେଉଥିବାରୁ ସାଧାରଣ ଲୋକେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଯାନ କିଣିବେ ସେଥିପାଇଁ ରାଜ୍ୟ ସରକାର ରିହାତି ପ୍ରଦାନ କରୁଛନ୍ତି । ଏଥିପାଇଁ ଦୁଇ ଚକିଆଯାନ ପାଇଁ...

Guruji Performs Chhath

0

Gurugram: Chhath Puja, one of the most revered festivals for devotees from Uttar Pradesh and Bihar, is being celebrated with devotion and grandeur at Sai Ka Aangan in Gurgaon. This four-day festival dedicated to the Sun God includes various rituals observed by fasting devotees who seek blessings for health, prosperity, and well-being.At the request of devotees, Guruji Chandra Bhanu...

Odisha’s Robust Outreach In WTM

0

London: Odisha Tourism's delegation at the World Travel Market (WTM) in London continued its robust outreach on Day Two, focusing to expand reach in the international tourism market. Deputy Chief Minister met Consulate General of India at Edinburgh, Odia Diaspora and prospective tourism investors Scotland and had insightful discussions on ways to promote Odisha Tourism in Scotland and scope of...

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର କାର୍ଯ୍ୟର ଉଲ୍ଲେଖନୀୟ ଅଗ୍ରଗତି

0

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଏକ ପ୍ରମୁଖ ପଦକ୍ଷେପରେ, ଝାରମୁଣ୍ଡା ଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ 16.270  କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସହ ରେଳ ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣ ସଫଳତାର ସହିତ ସମାପ୍ତ ହୋଇଛି । ଏହି ସଫଳତା ବହୁ ପ୍ରତୀକ୍ଷିତ ରେଳ ଲାଇନ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଯାହା ଓଡିଶାର ଉପାନ୍ତ ତଥା ଅଣବିକଶିତ ଅଞ୍ଚଳରେ ଟ୍ରେନ ସଂଯୋଗକୁ ଯଥେଷ୍ଟ...

ଆଶା ଦିଦିଙ୍କ ଭୂମିକାକୁ ପ୍ରଶଂସା

0

ସମ୍ବଲପୁର : ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ  ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲ ଠାରେ "ଆୟୁଷ୍ମାନ ଆରୋଗ୍ୟ ମନ୍ଦିର" ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି...

Shekhawat Lauds Odisha Tourism

0

London: Union Tourism Minister Gajendra Singh Shekhawat has appreciated efforts of Odisha Tourism in presenting the Eastern State of India in a big way in World Tourism Mart (WTM). Shri Shekhawat was responding to the warm welcome organized by Team Odisha Tourism led by Deputy Chief Minister Pravati Parida. Union Minister Shri Shekhawat and DG India Tourism Mugdha Sinha was greeted...

୫୮ପ୍ରତିଶତ ବାତ୍ୟା ଭାରତ ଉପକୂଳ ମୁହାଁ

0

ଭୁବନେଶ୍ୱର : ବଙ୍ଗୋପସାଗରରୁ ଉତ୍ପତି ହେଉଥିବା ଅଧିକାଂଶ ସାମୁଦ୍ରିକ ବାତ୍ୟା ଭାରତର ତଟୀୟ ଅଂଚଳକୁ ପ୍ରଭାବିତ କରିଥାଏ ଏବଂ ବିଶେଷ କରି ଓଡ଼ିଶାରେ ଏହା ଦ୍ୱାରା ବହୁମାତ୍ରାରେ ଧନଜୀବନର କ୍ଷତି ହୋଇଥାଏ । ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ୧୮୯୧ ରୁ ୧୯୯୪ ମସିହା ମଧ୍ୟରେ ବଙ୍ଗୋପ ସାଗରରୁ ଉତ୍ପତି ହୋଇଥିବା ବାତ୍ୟା ଗୁଡ଼ିକ ମଧ୍ୟରୁ ୫୮ ପ୍ରତିଶତ ଭାରତୀୟ ଉପକୂଳରେ ଧ୍ୱଂସଲୀଳା ରଚିଥିବା ବେଳେ ୧୫.୫ ପ୍ରତିଶତ ବଙ୍ଗଳାଦେଶକୁ ଆକ୍ରାନ୍ତ କରିଥିଲା । ଏହାର ୭.୫ ପ୍ରତିଶତ ମିଆଁମାର ଆଡ଼କୁ ଗତି କରିଥିବା ବେଳେ...

LI For Murder Convicts

0

Berhampur: The district and sessions court of Ganjam district today awarded life imprisonment to 11 persons for killing of a 31-year old history-sheeter about 11 years ago. The court pronounced the verdict after recording the statements of 26 witnesses and some other relative documents in connection to the murder of Shanti Mishra of Berhampur on January 29, 2013, after. The accused...

Skating Gains Popularity

0

Bhubaneswar: The 11th Odisha State Roller Skating Championship 2024 which was held at the Iconic Kalinga Stadium on 2-3 November witnessed an exhilarating display of the talents, determination as well as sportsmanship of participants across the state. The event was organized by the Skating Association of Odisha (SAO). Skaters from different districts e.g. Sambalpur, Cuttack, Jharsuguda, Khorda, Dhenkanal, Puri, Ganjam,...