ମୋଟର ଯାନ ଆଇନ ପଢାଇଲେ କମିସନର
ଭୁବନେଶ୍ୱର :ମୋଟର ଯାନ ଆଇନ ସଂପର୍କରେ ବିସ୍ତୃତ ଭାବରେ ବୁଝିଛନ୍ତି ନୂଆ କରି ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିବା ସାତ ଟ୍ରେନି ଆଇପିଏସ ଅଧିକାରୀ । ସେମାନଙ୍କ ପ୍ରଶିକ୍ଷଣର ଅଂଶ ଭାବରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବହନ କମିସନର ତଥା ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭାରତୀୟ ପୁଲିସ ସେବାରେ ନୂଆ କରି ପାଦ ଥାପିଥିବା ଯୁବପିଢ଼ିଙ୍କୁ ପରିବହନ...
ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ୍ ଆଘାତରେ ୩ଟି ହାତୀ ମୃତ୍ୟୁ ଘଟଣାରେ କ୍ଷୋଭ ପ୍ରକାଶ କରି ରାଜ୍ୟ ସରକାର ୩ ଜଣ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିସ କରିଛନ୍ତି। ସମ୍ବଲପୁର ନକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବୁରାମାଳ ନିକଟ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଗୋଟିଏ ବାଛୁରୀ ସମେତ ୩ଟି ଜଙ୍ଗଲୀ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲୀ ହାତୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବେଗ ପ୍ରକାଶ କରିବା ପରେ ଜଙ୍ଗଲ, ପରିବେଶ...
ସୋଆ ଉପସଭାପତିଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ ଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍ସ୍ପିରେସ୍ନାଲ୍ ଲିଡରସିପ୍’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ...
SOA VP Bags Award
Bhubaneswar: Saswati Das, Vice-President of Siksha ‘O’ Anusandhan (SOA), has been bestowed with the ‘Femina Achievers East’ honour for 2024. Shrimati Das was presented the ‘Excellence in Inspirational Leadership Award’ at a program organised by ‘Femina’, the oldest women’s English magazine, at Kolkata on November 15. Andrew Fleming, British Deputy High Commissioner to East and North East India and Nicolas Facino,...
Meena Harps On Behavioral Change
New Delhi: Union Secretary, Department of Drinking Water and Sanitation (DoDWS), Ashok K Meena has emphasized the importance of a bottom-up approach in ensuring sustained behavioral change. Shri Meena was speaking, while launching nationwide campaign organized by the DoDWS for “Hamara Shauchalay: Hamara Samman” (HSHS) on November 19, World Toilet Day. And the campaign will culminate on Human Rights Day, December...
Axe On Erring Forest Officials
Bhubaneswar: Expressing anguish over killing of three elephants by electrocution in Sambalpur, the State Government has suspended three field level officials and recommended the government to take action against two senior department officers. Three wild elephants including a calf were killed due to electrocution in the forest near Buramal in Sambalpur’s Naktideul forest range on Sunday. The Department of Forest, Environment...
ବସ୍ତିବାସିନ୍ଦାଙ୍କୁ ଘର ବଣ୍ଟନ
ଭୁବନେଶ୍ୱର : ବସ୍ତି ଗୁଡିକର ପୁନଃ ନିର୍ମାଣ କରିବା ସହିତ ସୁଲ୍ଲଭ ଗୃହ ନିର୍ମାଣ କରି ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ ବାସୋପୋଯୋଗୀ ଗୃହ ଆବଣ୍ଟନ କରି ଆସୁଅଛନ୍ତି। ଚନ୍ଦ୍ରଶେଖରପୁର ମୌଜ଼ାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଅଛି ଏବଂ ତନ୍ମଧ୍ୟରୁ ୮୨୦ ଟି ଘରର ନିର୍ମାଣ ସମ୍ପୂର୍ଣ ହୋଇପାରିଛି । ଏଠାରେ ଅଦ୍ୟାବଧି ୬୯୦ ଟି ଘରର ଆବଣ୍ଟନ ହୋଇସାରିଛି ଏବଂ ଅଦ୍ୟ ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର...
ତମାଖୁ ମୁକ୍ତ ଅଭିଯାନ ସଚେତନତା ରାଲି
ଭୁବନେଶ୍ୱର : ସାରା ବିଶ୍ୱରେ ତମାଖୁ ସେବନ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ, ଯାହା କର୍କଟ, ହୃଦ ରୋଗ, ଏବଂ ଶ୍ୱାସ ଜନିତ ରୋଗର କାରଣ ହୋଇଥାଏ। ଭାରତରେ ତମାଖୁ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହା କେବଳ ତମାଖୁ ସେବନକାରୀକୁ କ୍ଷତି ପହଞ୍ଚାଏ ନାହିଁ ବରଂ ପରୋକ୍ଷ ଧୂଆଁର ଶିକାର ହେଉଥିବା ଲୋକମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ତମାଖୁ ଛାଡିବା ଦ୍ଵାରା ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟେ ଏବଂ ଏହାର...
ଇ-କେୱାଇସିକୁ ହିତାଧିକାରୀ ଅମଙ୍ଗ
ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ଇ-କେୱାଇସି ଯାଞ୍ଚ ପରେ ଏମାନଙ୍କ ମଧ୍ୟରୁ କେତେ ବାଦ ପଡିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି ଯାଞ୍ଚରେ ସାମିଲ ହୋଇନଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଦ୍ପଡିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ବାଦ୍ ପଡିବାକୁ ଥିବା କାର୍ଡଧାରୀଙ୍କ ସ୍ଥାନରେ ଅପେକ୍ଷାରତ ଆବେଦନକାରୀମାନେ ସାମିଲ ହେବାର ସମ୍ଭାବନା ରହିଛି...
ଛାନିଆ ହେଲେଣି ଆଶ୍ରମ ଜବରଦଖଲକାରୀ
ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ନେଇ ଏବେ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ବେଆଇନ୍ ଭାବେ ସରକାରୀ ଜମି ଜବରଦଖଲ କରି ଯେଉଁମାନେ ଆଶ୍ରମ ଚଳାଉଛନ୍ତି ଏବଂ ଆଉ ଯେଉଁମାନେ ଭଗବାନଙ୍କ ନାଁ ନେଇ ଅଲୌକିକ ଚିକିତ୍ସା କରୁଛନ୍ତି ସେମାନଙ୍କ ଭିତରେ ଛନକା ପଶିଛି । ବୈକୁଣ୍ଠଧାମ ଆଶ୍ରମର ପ୍ରତିଷ୍ଠାତା ଓ ତାଙ୍କ ପୁଅଙ୍କୁ ନେଇ ଏବେ ଥାନା ଠାରୁ ଆରମ୍ଭକରି ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । ଏହି ଆଶ୍ରମର ପ୍ରତିଷ୍ଠାତା ରାଜ୍ୟ ଭିତରେ ଓ ବାହାରେ ଆଧ୍ୟାତ୍ମିକ...









