କୁକୁଡା ରପ୍ତାନିରେ ଆରଏମସି କଣ୍ଟା

0

ଭୁବନେଶ୍ୱର : ରାଜ୍ୟର କୁକୁଡା ରପ୍ତାନି କ୍ଷେତ୍ରରେ ଏବେ ନିୟନ୍ତ୍ରିତ ବଜାର କମିଟି କଣ୍ଟା ସାଜିଛନ୍ତି । ଓଡିଶାରୁ ବାହାରକୁ ଯାଉଥିବା କୁକୁଡା ବୋଝେଇ ଗାଡିକୁ ରାଜପଥ ଉପରେ ଅଟକାଇ ହଲାପଟା କରୁଛନ୍ତି । ଏ ନେଇ ରାଜ୍ୟ କୁକୁଡାଚାଷୀ ମହାସଂଘ ସରକାରଙ୍କ ନିକଟରେ ବାରମ୍ବାର ଫେରାଦ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟରେ ଏବେ ୪୦ହଜାରରୁ ଅଧିକ କୁକୁଡା ଫାର୍ମ ରହିଥିବାବେଳେ କୁକୁଡା ଚାଷପ୍ରତି ଆଗ୍ରହ ବଢିବାରେ ଲାଗିଛି । ଫଳରେ ଓଡିଶାର କୁକୁଡାଚାଷୀମାନେ ଏବେ ପଡୋଶୀ ରାଜ୍ୟକୁ କୁକୁଡା...

ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହିଁ

0

ଭୁବନେଶ୍ୱର : ସତୁରୀବର୍ଷ ଭିତରେ ଓଡିଶାର ଜଣେ ହେଲେ କେହି ବିଶିଷ୍ଟ ବ୍ୟକ୍ତି ଭାରତ ରତ୍ନ ସମ୍ମାନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇନାହାନ୍ତି । ତେବେ ଓଡିଶାର ବିଭିନ୍ନ ବରପୁତ୍ରଙ୍କର ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ବେଳକୁ ଭାରତ ରତ୍ନ ଦାବି ଉଠିଥାଏ । ଏମିତିକି ରାଜ୍ୟ ବିଧାନସଭାରେ ବି ଏ ପ୍ରସଙ୍ଗରେ ଦାବି ହୁଏ । ୧୯୫୪ ମସିହାରେ ଭାରତ ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ଆରମ୍ଭ କରିଥିଲେ । ସେତେବେଳେ ବିଶିଷ୍ଟ ବୈଜ୍ଞାନିକ ସି ଭି...

Mahatab Deserves Bharat Ratna

0

Bhubaneswar : With the Centre and State announced yearlong celebration of 125th Birthday of first Chief Minister and freedom fighter Harekrushna Mahtab, different organisation and tall politicians from Odisha renewed their demand to confer prestigious Bhārat Ratna to Mahtab. The recent demand was came from non other than ex BJP stalwart and former Governor Biswabhusan Harichandan. Shri Harichandan was speaking at...

20L+Women In Subhdra Fold

0

Sundargarh: Chief Minister Mohan Charan Majhi today announced financial assistance of Rs. 5,000 each to more than 20 lakh new beneficiaries under the largest women empowerment scheme 'Subhadra'. In the first phase, the assistance was handed over to more than 25 lakh beneficiaries to the Prime Minister's office. In the second phase, assistance was provided to more than 35 lakh...

୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା

0

ଭୁବନେଶ୍ୱର :  ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷ ରୁ ଉର୍ଦ୍ଧ୍ଵ  ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ,  ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର  କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ  ୩୫ ଲକ୍ଷ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ମୟୂରଭଞ୍ଜର ବାରିପଦା ଠାରେ  ପ୍ରଦାନ କରଯାଇଥିଲା। ତୃତୀୟ...

More Investments For Odisha; PM

0

New Delhi: Prime Minister Narendra Modi participated in the ‘Odisha Parba 2024’ celebrations today at Jawaharlal Nehru Stadium, New Delhi. Addressing the gathering on the occasion, he greeted all the brothers and sisters of Odisha who were present at the event. He remarked that this year marked the centenary of the death anniversary of Swabhav Kavi Gangadhar Meher and...

Gurujee Charms Odia Diaspora

0

Oman : The Odia diaspora in the UAE and Oman had the honor of welcoming Gurujee Chandra Bhanu Satpathy as the keynote speaker at a special event organized by the Odisha Samaj of UAE. The program commenced with a beautiful rendition of the Odisha anthem "Bande Utkal Janani" by Antara Chakraborty, setting a cultural tone for the evening. Amiya...

ସରକାରୀ ଚିକିତ୍ସାଳୟ ନିକଟରେ ଘରୋଇ ଚିକିତ୍ସା

0

ଭୁବନେଶ୍ୱର : ରାଜ୍ୟ ସରକାର ରୋଗୀମାନଙ୍କୁ ଚିକିତ୍ସାଳୟରେ ଔଷଧଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଗଣାରେ ଯୋଗାଇ ଦେଉଥିବାବେଳେ ଖୋଦ୍‍ ରାଜଧାନୀରେ କିନ୍ତୁ ଡାକ୍ତରଖାନା ଚାରିପଟେ ଘରୋଇ କ୍ଲିନିକ ସଂଖ୍ୟା ବଢିବାରେ ଲାଗିଛି । ଏଠାକୁ କିଭଳି ରୋଗୀମାନେ ଅଧିକ ସଂଖ୍ୟାରେ ଯିବେ ସେ ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଡାକ୍ତରଖାନାରେ ପଇଁତରା ମାରୁଥିବା ଦଲାଲମାନେ ଉଦ୍ୟମ ଚଳାଉଛନ୍ତି । ରାଜଧାନୀର ସବୁଠାରୁ ବଡ ଚିକିତ୍ସାଳୟ ହେଉଛି କ୍ୟାପିଟାଲ ହସ୍ପିଟାଲ । ରାଜଧାନୀ ସମେତ ପୁରୀ, ଖୋରଧା, ନୟାଗଡ ଆଦି ଜିଲ୍ଲାର ରୋଗୀମାନେ...

ତଣ୍ଡ ଗଣିବେ ସରକାର

0

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ତ୍ରୁଟି ଓ ଜିଦ୍‍ ଯୋଗୁ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ଲକ୍ଷେ ଟଙ୍କାର ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଥିବା ଏହି ପ୍ରାର୍ଥୀ ଜଣକ ଏହି ସମୟସୀମା ଭିତରେ ଅନ୍ୟୁନ ୫୦ଲକ୍ଷ ଟଙ୍କା ବେତନ ଆକାରରେ ପାଇଥାନ୍ତେ । ଏଥିପାଇଁ କାହାକୁ ଉତ୍ତରଦାୟୀ କରାଯିବ ତାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ...

IAS Changes Effected

0

Bhubaneswar: Odisha Government has effected few changes in State Bureaucracy here on 23 November. 1995 Batch IAS Chithra Arumugam has been appointed Principal Secretary Labour & ESI. In addition to her duties she is allowed to remain in charge of Science & Technology. 2008 Batch IAS Yamini Sarangi has been appointed CT & GST Commissioner. In addition to her duties she...