ବିଦେଶକୁ ୧୨କୋଟି ଟଙ୍କାର ହସ୍ତତନ୍ତ ରପ୍ତାନି
ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ଭାରତ ବାହାରେ ଯତା ଆମେରିକା, ଜାପାନ, ଅଷ୍ଟ୍ରେଲିଆ,ଫ୍ରାନ୍ସ, ଇଂଲଣ୍ଡ, ଭିଏତନାମ, ସ୍ପେନ, ପୋଲାଣ୍ଡ, କାନାଡା, ନ୍ୟୁଜିଲାଣ୍ଡ ଓ ଇଟାଲୀ ଆଦି ଦେଶକୁ ରପ୍ତାନି ହୋଇଛି । ଏହିସବ ସାମଗ୍ରୀର ପରିମାଣ ୧୨ କୋଟି ୬୫ହଜାର ଟଙ୍କା ବୋଲି ବିଧାସଭାରେ ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ବିକ୍ରି ପାଇଁ ୨୦୦୦...
ଆଳୁ ମିଶନରେ ୮କୋଟି ୯୪ଲକ୍ଷ ଟଙ୍କା ଖର୍ଚ୍ଚ
ଭୁବନେଶ୍ୱର : ୨୦୧୫-୧୬ ବର୍ଷରେ ରାଜ୍ୟ ସରକାର ଆଳୁ ମିଶନ ଗଠନ କରିଥିଲେ ଏବଂ ଏହା ୨୦୧୭-୧୮ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ଆଳୁ ମିଶନ ପାଇଁ ୮କୋଟି ୯୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିହଦେଓ । ମନ୍ତ୍ରୀ କହିଛନ୍ତି ୨୦୧୫-୧୬ ଆର୍ଥିକ ବର୍ଷରେ ୩୦,୦୦୦ ହେକ୍ଟରେ ଆଳୁ ଚାଷ ହୋଇଥିବାବେଳେ ୨୦୧୬-୧୭ ବର୍ଷରେ ୪୫ହଜାର ଏବ୨୦୧୭-୧୮ ରେ ୬୦ହଜାର...
କୁକୁଡା ପରିବହନ ଯାନ ଠାରୁ ଅର୍ଥ ଆଦାୟର ନିୟମ ନାହିଁ
ଭୁବନେଶ୍ୱର : ରାଜ୍ୟରେ କୁକୁଡା ପରିବହନ କରୁଥିବା ଯାନ ଠାରୁ ନିୟନ୍ତ୍ରିତ ବଜାର କମିଟିମାନଙ୍କ ଦ୍ୱାରା କୌଣସି ଟିକସ ଆଦାୟ କରିବାର ନିୟମ ନାହିଁ । ରାଜ୍ୟରେ ମଧ୍ୟ କୌଣସି କୁକୁଡା ପରିବହନ ଗାଡିରୁ ଟିକସ ।ଦାୟ କରିବା ବିଷୟରେ ସୂଚନା ଓଡିଶାରାଜ୍ୟ କୃଷି ବିପଣନ ପରିଷଦ ନଜରକୁ ଆସିନଥିବା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟିର ବଜାର ଅଞ୍ଚଳ...
ଟାଟା ପାୱାର ଲଗାଇଲାଣି ୨୫ଲକ୍ଷ ନୂଆ ମିଟର
ଭୁବନେଶ୍ୱର : ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ହାତକୁ ନେବାପରେ ସମଗ୍ର ରାଜ୍ୟରେ ପ୍ରାୟ ୨୫,୩୮,୨୩୪ଟି ନୂତନ ମିଟର ସ୍ଥାପନ କରିଛି । ଏହି ସମୟରେ ଝାରସୁଗୁଡା ଜିଲ୍ଲାରେ ୫୯,୮୩୪ଟି ମିଟର ଲାଗିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗର ନିୟମ ଅନୁଯାୟୀ ନୂତନ ମିଟର ସଂଯୋଗ କିମ୍ବା ସ୍ଥାନାନ୍ତରଣ...
ମାଗଣା ଚାଉଳ ପାଇଁ କେନ୍ଦ୍ରର ଖର୍ଚ୍ଚ ୮୯୬୭ କୋଟି ଟଙ୍କା
ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଓଡିଶାକୁ କେନ୍ଦ୍ର ସରକାର ଚାଉଳ ଯୋଗାଣ ବାବଦରେ ବର୍ଷକୁ ହାରାହାରି ୮୯୬୭ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଚାଉଳର ଦରସହିତ ପରିବହନ ଓ ବିତରଣ ଖର୍ଚ୍ଚ ସାମିଲ ଅଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିରେ ୯୩,୨୩,୦୭୯...
SOA Women Bag Femina Award
Bhubaneswar: The women workforce of Siksha ‘O’ Anusandhan Deemed to be University (SOA) here has been honoured with the ‘Femina Achievers’ East’ award for 2024. SOA was presented the certificate meant for its ‘Committed Women Workforce’ engaged in the education sector at a program organised by ‘Femina’, the oldest women’s English magazine, at Kolkata recently. Dr. Andrew Fleming, British Deputy High...
Kernel Death Due To Food Poisoning
Bhubaneswar: Odisha Government today rejected the allegation made by opposition BJD and Congress that three tribal women at Mandipanka village in Kandhamal district died due to lack of food. While participating in a debate on an adjournment motion over the alleged mango kernel death cases, Opposition MLAs have alleged that the tribal women were forced to eat mango kernel as...
ସରକାର ଅଧିକ ଧାନ କିଣନ୍ତୁ
ଭୁବନେଶ୍ୱର : ସରକାର ଧାର୍ଯ୍ୟ କରିଥିବା ପରିମାଣ ତୁଳନାରେ ଚାଷୀମାନେ ଅଧିକ ଧାନ ଉତ୍ପାଦନ କରୁଥିବାରୁ ସରକାର ଅଧିକ ପରିମାଣର ଧାନ କିଣିବାକୁ ବିଧାନସଭାରେ ଦାବି କରିଛନ୍ତି ବିଧାୟକ ସାରଦା ପ୍ରସାଦ ପ୍ରଧାନ । ପ୍ରଶ୍ନକାଳରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣିବାକୁ ସ୍ଥିର କରିଛନ୍ତି । ହେଲେ ଉପକୂଳ ଜିଲ୍ଲାର ଚାଷୀମାନେ ଏହାଠାରୁ ଅଧିକ ଧାନ ଫଳାଉଛନ୍ତି । ତେଣୁ...
ସୋଆ ମହିଳା ଶକ୍ତିକୁ ଫେମିନା ଆଚିଭର୍ସ ସମ୍ମାନ
ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ନିକଟରେ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ଭୂଷିତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ‘ସୋଆ ୱିମେନ୍ ୱାର୍କଫୋର୍ସ’ କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଲକାତା ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳା ଓ ମହିଳା କାର୍ଯ୍ୟକାରୀ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା...
Dubai Hosts Sai Satsang
Duabi : For the first time in Dubai, a special Sai Satsang was organized to honor the spirit of Shirdi Saibaba, bringing together devotees from all walks of life. The evening was graced by the presence of Gurujee Chandra Bhanu Satpathy, a spiritual master who has spearheaded the global Sai movement for over four decades. As the chief guest of the...









