କ୍ଷତିରେ ପୋତି ହେଉଛି ଓଏସଆରଟିସି
ଭୁବନେଶ୍ୱର : ରାଜ୍ୟ ସଡକ ପରିବହନ ନିଗମର ଅବସ୍ଥା ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି । ଏହି ସରକାରୀ ନିଗମ ୨୦୧୯-୨୦ ମସିହାରୁ କ୍ରମାଗତ ଭାବେ କ୍ଷତି କରିଆସୁଛି । ବିଭିନ୍ନ ସୂତ୍ରରୁ ନିଗମ ଯେତିକି ଆୟ କରୁଛନ୍ତି ବ୍ୟୟ ପରିମାଣ ତାହାଠାରୁ ଅଧିକ ହେଉଛି । ଓଡିଶା ରାଜ୍ୟ ସଡକ ପରିବହନ ନିଗମ ୨୦୧୮-୧୯ ବର୍ଷରେ ଲାଭ କରିଥିଲା । ଏହା ପରଠାରୁ କ୍ଷତିରେ ଚାଲିଛି । ସେହିବର୍ଷ ପନଗମ ୧୧୭ କୋଟି ୩୧ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବାବେଳେ ବ୍ୟୟ...
ମହିଳା ଅପରାଧ ବଢାଇଲାଣି ମୁଣ୍ଡବିନ୍ଧା
ଭୁବନେଶ୍ୱର : ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ନଗଣ୍ୟ ରହୁଥିବାରୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସମ୍ମିଳନୀରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ବେଗ ପ୍ରକାଶ କରିବାପରେ ଏଭଳି ସମ୍ବେଦନଶୀଳ ମାମଲାରେ କିପରି ଦଣ୍ଡବିଧାନ ହାର ଅଧିକ ହେବ ତାହା ବିଭାଗୀୟ ଅଧିକାରୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ଏଭଳି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୯.୨ ପ୍ରତିଶତ ରହୁଛି । ଏ ପରିପ୍ରେକ୍ଷୀରେ କେଉଁଠି କେତେ...
‘DAS’ Mantra For ReEnergy
Bhubaneswar: Chairman and Managing Director (CMD) of Indian Renewable Energy Development Agency Ltd. (IREDA), Pradip Kumar Das is a visionary Corporate Honcho, who always thinks ‘out of box’ Latest move of the IREDA Chief is Theory of ‘DAS’ Principle, which is appreciated in the Corporate Sector in a big way. Shri Das, CMD IREDA said his organization is following 'DAS' principle...
Dev Datta Singh New CP
Bhubaneswar: Odisha Government has transferred Top Brass of Twin City Police. 1998 Batch IPS Suresh Singh Dev Datta Singh has been posted as Commissioner of Police, Bhubaneswar-Cuttack, Bhubaneswar. The Tough Cop Shri Singh was ADG Operations, in charge of Anti Maoist Operations across the State. 2008 Batch IPS Umashankar Dash has been posted as Additional Commissioner of Police of Twin City. Earlier...
Arun Ray New DG Prisons
Bhubaneswar: Odisha Government has effected large scale transfer in IPS Officers level on today. Top Cop Arun Kumar Ray has been posted as DG of Prisons and Correctional Services. The 1988 Batch IPS Shri Ray was Director Printing, Stationary and Publication, Odisha. 1989 Batch IPS SM Narvane has been posted as Director, Printing, Stationary and Publication, Odisha, Cuttack. 1993 Batch IPS RP...
ଏସ୍ ଦେବଦତ୍ତ ସିଂହ ନୂଆ ପୁଲିସ୍ କମିଶନର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୮ ବ୍ୟାଚ୍ ସୁରେଶ ଦେବଦତ୍ତ ସିଂହଙ୍କୁ ପୁଲିସ୍ କମିଶନର ଭାବେ ବଦଳି କରାଯାଇଥିବାବେଳେ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ପୁଲିସ୍ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିଭଳି ୧୯୮୮ ବ୍ୟାଚ୍ ଆଇପିଏସ୍ ଏ କେ ରାୟଙ୍କୁ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଗୃହ ବିଭାରେ ଓଏସ୍ଡି ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍...
Co-Op Meet On 30 Sept
Bhubaneswar: Union Minister Home Affairs and Co-operation, Amit Shah has taken, numerous significant steps towards the empowerment of cooperative societies since the formation of the Ministry of Cooperation(MoC). The MoC has been consistently working to bring these initiatives to the grassroots level and ensure that their benefits reach people from all walks of life. Shri Shah launched three major initiatives out...
PM Lauds Ramjeet
Bhubaneswar: Prime Minister Narendra Modi lauded Ramjeet Tudu, resident of Mayurbhanj, Odisha. In his "Mann KI Baat" Pm Shri Modi said Shriman Ramjeet is running a campaign to create an online identity of the Santhali language. Ramjeet ji has prepared a digital platform where literature related to the Santhali language can be read and written in Santhali language. Actually, a...
ଆରଟିଓ ପଦବୀରେ ରହୁଛନ୍ତି ବରିଷ୍ଠ ଅଧିକାରୀ
ଭୁବନେଶ୍ୱର : ରାଜ୍ୟର ଦଶଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏବେ ବରିଷ୍ଠ ପରିବହନ ଅଧିକାରୀମାନେ ଭାରପ୍ରାପ୍ତ ଆରଟିଓ ଭାବେ କାର୍ଯ୍ୟ କରୁଛନ୍ତି । ବିଶେଷକରି ରାଜସ୍ୱ ଆଦାୟ କ୍ଷେତ୍ରରେ ଅଗ୍ରଣୀ ଆରଟିଓ ଦପ୍ତରଗୁଡିକରେ ନିୟମିତ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତ ନହେବା ଏବେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ରାଜଧାନୀରେ ଥିବା ଏକ ନମ୍ବର ଆଞ୍ଚଳିକ ପରିବହନ ଦପ୍ତରରେ ଏବେ ବିକାଶ ଚନ୍ଦ୍ର ଚୌଧୁରୀ ଭାରପ୍ରାପ୍ତ ଆରଟିଓ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ଚୌଧୁରୀ ଯୁଗ୍ମ ପରିବହନ ଆୟୁକ୍ତ ପଦବୀକୁ ପଦୋନ୍ନତି ପାଇଥିଲେ ମଧ୍ୟ...
ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ
ଭୁବନେଶ୍ୱର: ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ ୨୦୨୪ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ୟୁଜିଆଇ)ରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ସହରାଞ୍ଚଳ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଏବଂ ସ୍ଥାନୀୟ ପ୍ରଶାସନିକ ଢାଞ୍ଚାକୁ ସଶକ୍ତ କରିବା, ପ୍ରଭାବଶାଳୀ ବିକେନ୍ଦ୍ରୀକରଣ ଏବଂ ନାଗରିକଙ୍କ ସଂପୃକ୍ତିକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶାର ସଫଳତାଉପରେ ଏହି ଶୀର୍ଷ ମାନ୍ୟତା ଆଲୋକପାତ କରିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସଫଳତାରେ ଖୁସି ଅଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର...









