ମନ୍ଦିର କିଣୁଛନ୍ତି ଓମଫେଡ୍‍ ଘିଅ

0

ଭୁବନେଶ୍ୱର : ରାଜ୍ୟର ମନ୍ଦିରଗୁଡିକ ଶୁଦ୍ଧ ଘିଅ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହିତ ଓମଫେଡ୍‍ ଘିଅ କିଣିବାକୁ ପରାମର୍ଶ ଦେଇଛନ୍ତି । ତଦନୁଯାୟୀ ଦେବାଳୟଗୁଡିକ ଓମଫେଡ୍‍ ଘିଅ ଖରିଦ କରୁଛନ୍ତି । ଗତ ମାସକ ମଧ୍ୟରେ ଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷ ୪୨ଲିଟର ଓମଫେଡ୍‍ ଖରିଦ କରିଥିବା ସୂଚନାଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ପରିଚାଳିତ ରାଜ୍ୟର...

ସୁଭଦ୍ରା ଟଙ୍କା ପାଇଲେଣି ୮୦,୨୯,୭୪୧ ମହିଳା

0

ଭୁବନେଶ୍ୱର : ସୁଭଦ୍ରା ଯୋଜନା ଅଧିନରେ ଚଳିତ ମାସ ୨ତାରିଖ ସୁଦ୍ଧା ୧,୦୫,୪୩,୨୩୮ ଜଣ ମହିଳା ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୮୦,୨୯,୭୪୧ଜଣ ଟଙ୍କା ପାଇଛନ୍ତି । ଏହି ମହିଳାଙ୍କୁ ମୋଟ୍‍ ୪୦୧୪ କୋଟି ୮୭ ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରାଯାଇଛି । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଶ୍ରୀମତୀ ପରିଡା କହିଛନ୍ତି ଯେ...

ତିନି ଜିଲ୍ଲାରେ ହ୍ରାସ ପାଇଛନ୍ତି ଏସଏଚଜି

0

ଭୁବନେଶ୍ୱର : ରାଜ୍ୟର ତିନିଟି ଜିଲ୍ଲା ବୌଦ୍ଧ, ଦେବଗଡ ଓ ନୂଆପଡା ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂଖ୍ୟା ହ୍ରାସ ପାଇଛି । ନୂଆପଡା ଜିଲ୍ଲାରେ ସର୍ବାଧିକ ୩୩୭ ଗୋଷ୍ଠି କମିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ମିଶନ ଶକ୍ତି ଅଧିନରେ ବର୍ତ୍ତମାନ ୬,୦୨,୦୧୩ ଟି ସ୍ୱୟଂ ସହାୟକ ଗୋଷ୍ଠି ଅଛନ୍ତି ଏବଂ ସେଥିରେ...

ଚାହିଦା ମେଣ୍ଟାଉଛି ଅନ୍ୟ ରାଜ୍ୟ ନଡିଆ

0

ଭୁବନେଶ୍ୱର : ଶହେ କୋଟିରୁ ଅଧିକ ନଡିଆ ଉତ୍ପାଦନ କ୍ଷମତା ରଖିଥିବା ଓଡିଶାରେ ଏବେ ବର୍ଷକୁ ଅତି ବେଶିରେ ୪୦କୋଟି ନଡିଆ ଉତ୍ପାଦନ ହେଉଛି । ଏ ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନଡିଆ ଓ ନଡିଆ ତେଲ ପାଇଁ ନିର୍ଭର କରିବାକୁ ପଡୁଛି । ଏକଦା ନଡିଆ ଉତ୍ପାଦନ କ୍ଷେତ୍ରରେ ଦେଶର ଦୁଇ ତିନିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଉଥିବା ଓଡିଶାର ନଡିଆ ଉତ୍ପାଦନ କମ୍‍ ରହିବା ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ବଜାରରେ ଖାଉଟିମାନଙ୍କୁ...

Singh Moves Centre

0

Bhubaneswar: Top Cop Ashish Kumar Singh has been appointed as Inspector General (IG) in Indo Tibetan Border Police(ITBP). 2004 Batch IPS Shri Singh has been assigned the post by Union Government in the Ministry of Home Affairs (MHA). MHA has notified his appointment on 6 December, which allows Shri Singh a ‘Five Year’ tenure in the Central Police Organization (CPO). MHA has...

ସମ୍ ଶୀତଳାପଲ୍ଲୀରେ ମସ୍ତିଷ୍କ ଅସ୍ତ୍ରୋପଚାର

0

ବ୍ରହ୍ମପୁର : ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର । ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ ଯାହାର ଚିକିତ୍ସା ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ । ସେହି ଚିକିତ୍ସା ପ୍ରକ୍ରିୟା ଏବେ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି । ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି...

ବର୍ଦ୍ଧିତ ଭତ୍ତା ବିଷୟରେ ସରକାର ବିଚାର କରୁଛନ୍ତି

0

ଭୁବନେଶ୍ୱର : ୮୦ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା କଥା ସରକାର ବିଚାର କରୁଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବର୍ଦ୍ଧିତ ଭତ୍ତା ପ୍ରଦାନ ପ୍ରସଙ୍ଗରେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହଛନ୍ତି ଯେ ରାଜ୍ୟରେ ମଧୁବାବୁ ଭତ୍ତା ଯୋଜନା ଅଧିନରେ ମୋଟ୍‍ ୩୬,୭୫,୦୦୮ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି । ରାଜ୍ୟରେ ମଧୁବାବୁ ଭତ୍ତା...

ଓଡିଶାକୁ ଆଉ ୮ କେନ୍ଦ୍ରୀୟ ବିଦ୍ୟାଳୟ

0

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା...

SUM-S Conducts Brain Surgery

0

Bhubaneswar: Making new ground, the newly established SUM Hospital at Sitalapalli here has been undertaking high-grade glioma surgeries.High-grade gliomas, a category of aggressive brain tumours, require intricate surgical expertise which is now available in this hospital, its Director, Deba Prasd Dash said. The surgeries are being conducted by an expert neuro surgeon Dr. Paresh Gouda who is known for his...

Guidelines For Jatra Parties

0

Bhubaneswar: Expressing serious concern over the obscene dances at Jatra shows, the State government has been preparing guidelines to curb such dance shows, Odia Language, Literature and Culture Minister Suryabanshi Suraj told the Assembly today. In a written reply to a question of Congress MLA Taraprasad Bahinipati, the Minister said the state government has been thinking seriously to clamp down...