କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କଲା ବେଦାନ୍ତ

0

ନୂଆଦିଲ୍ଲୀ : ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଦୀର୍ଘଦିନର ପ୍ରତିଶ୍ରୁତିକୁ ଦୃଢ଼ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ହକି ଦଳ କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି । ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଧିଗ୍ରହଣ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି, କାରଣ ଓଡ଼ିଶା ଏପରି ଏକ କ୍ଷେତ୍ର ଭାବେ ଜଣାଶୁଣା, ଯେଉଁଠାରେ ବେଦାନ୍ତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର...

କୁକୁଡା ମାଂସ, ଅଣ୍ଡା ଏବେ ସମ୍ପୂର୍ଣ୍ଣ ନିରାପଦ

0

ଭୁବନେଶ୍ୱର : ରାଜ୍ୟରୁ ବାର୍ଡ ଫ୍ଲୁ ଭୟ ଦୂର ହୋଇଛି ଏବଂ ଲୋକମାନେ ପୂର୍ବଭଳି ବିନା ଭୟରେ କୁକୁଡା ମାଂସ ଓ ଅଣ୍ଡା ଖାଇବା ଆରମ୍ଭ କରିଛନ୍ତି । କୁକୁଡା ଚାଷ ପୂର୍ବସ୍ଥିତିକୁ ଫେରିଛି । ଲୋକଙ୍କ ମନରୁ ବାର୍ଡ ଫ୍ଲୁର ଭୟ ଦୂର ପାଇଁ ସହଯୋଗ କରିଥିବାରୁ ରାଜ୍ୟ ସରକାରଙ୍କ ପ୍ରାଣି ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ସ୍ୱତନ୍ତ୍ର ଭାବେ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛି ରାଜ୍ୟ କୁକୁଡା ଚାଷୀ ମହାସଂଘ । ମହାସଂଘ ପକ୍ଷରୁ ଆଜି ଏଠାରେ ଆୟୋଜି...

ପାର୍ବଣରେ ଚୀନ୍‍ ସାମଗ୍ରୀ ହାଉଜାଉ

0

ଭୁବନେଶ୍ୱର : ପାର୍ବଣଋତୁରେ ଏବେ ଲୋକେ ଅନ୍‍ଲାଇନ୍‍ ଜରିଆରେ ବିଭିନ୍ନ ସାମଗ୍ରୀ ଖରିଦ କରୁଥିବାବେଳେ ଇ-କମର୍ସ ସଂସ୍ଥାଗୁଡିକର କାରବାର ବଢିଛି । ତେବେ ଏହା ଜରିଆରେ ଚୀନ୍‍ ତିଆରି ସାମଗ୍ରୀଗୁଡିକ ବହୁଳମାତ୍ରାରେ ଲୋକଙ୍କ ନିକଟରେ ପହଞ୍ଚିବାରେ ଲାଗିଛି । ନିଜ ନିଜର ବ୍ୟବସାୟ ବୃଦ୍ଧିପାଇଁ ଇ-କମର୍ସ କମ୍ପାନୀଗୁଡିକ ବିଭିନ୍ନ ସାମଗ୍ରୀ ଉପରେ ମନୋଲୋଭା ରିହାତି ପ୍ରଦାନ କରୁଛନ୍ତି । ଏ ନେଇ ମାଳ ମାଳ ବିଜ୍ଞାପନ ବି ଦେଉଛନ୍ତି । ପୋଷାକ ଠାରୁ ଆରମ୍ଭକରି ଘରକରଣା ସାମଗ୍ରୀ, ଖେଳନା, ପ୍ରସାଧନ ସାମଗ୍ରୀ ସବୁକିଛି ଏମାନେ...

ନକଲି ସାମଗ୍ରୀର ହବ୍‍ ପାଲଟିଲାଣି ଓଡିଶା

0

ଭୁବନେଶ୍ୱର : ଏମିତି କୌଣସି ସାମଗ୍ରୀ ନାହିଁ ଯାହାର ନକଲି ଓଡିଶାରେ ମିଳୁନାହିଁ । ତେଲ, ଘିଅ ଠାରୁ ଆରମ୍ଭକରି ଔଷଧ, କୀଟନାଶକ, ନିଶା ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଅସଲି ବ୍ରାଣ୍ଡ୍‍ କମ୍ପାନୀ ନାଁରେ ନକଲି ଜିନିଷ ପ୍ରସ୍ତୁତିର ହବ୍‍ ପାଲଟିଲାଣି ଓଡିଶା । କେବଳ ଭୁବନେଶ୍ୱର କି କଟକ ନୁହେଁ, ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ନକଲି ସାମଗ୍ରୀ ପ୍ରସ୍ତୁତି ଏକ ପ୍ରକାର ଶିଳ୍ପରେ ପରିଣତ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ନିକଟରେ ଆଜି ଏକ ନକଲି ଘିଅ ତିଆରି...

Prof.Mohan Khokar Remembered

0

Bhubaneswar: Odisha Government run Guru Kelucharan Mohapatra Odissi Research Centre organized Centenary Celebration of Professor Mohan Khokar, the Father Figure Of Dance History. Government of Odisha in Department of Odia Language, Literature and Culture extended its support for organizing the ceremony. Principal Secretary Odia Language, Literature and Culture, Bishnupada Sethi said the State Government is committed to the cause of Odissi...

ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନର ଦାନ ଶିବିର

0

ଭୁବନେଶ୍ୱର : ସ୍ୱେଚ୍ଛାସେବୀ  ସଂଗଠନ ଜଗା କାଳିଆ ଚାରିଟେବୁଲ୍ ଫାଉଣ୍ଡେସନ୍ ଦ୍ୱାରା ଗାନ୍ଧୀ ଜୟନ୍ତୀ ଅବସରରେ ଅଧ୍ୟକ୍ଷ ଆଡଭୋକେଟ୍ ଉମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ କଲୋନୀ ଠାରେ ଏକ ସ୍ବେଚ୍ଛାସେବୀ ଦାନ ଶିବିର  ଆୟୋଜନ  ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଦସ୍ୟ ଶ୍ରୀ କ୍ରୁପାନିଧି ବିଶ୍ୱାଳ (ଉପାଧ୍ୟକ୍ଷ- କାର୍ଯ୍ୟ), ପ୍ରଫେସର ଜୟନ୍ତ କୁମାର ସାହୁ (ସଚିବ), ମନୋଜ କୁମାର ପାଣିଗ୍ରାହି (ଯୁଗ୍ମ ସଚିବ), ଶ୍ରୀମତୀ ପାୟଲ ଆଚାର୍ଯ୍ୟ (ଯୁଗ୍ମ ସଚିବ) ଏବଂ ପାଟର୍ନ  ପ୍ରଭାତ କୁମାର ଜେନା , ଶ୍ରୀ ଅଜୟ କୁମାର...

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

0

ନୂଆଦିଲ୍ଲୀ : ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି । ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କ...

ସମ୍ ରେ କାର ଟି-ସେଲ୍ ଥେରାପି ଉପଲବ୍ଧ

0

ଭୁବନେଶ୍ୱର : ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍‌ରେ ଯୁଗାନ୍ତକାରୀ ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ୍ (କାର ଟି-ସେଲ) ଥେରାପି ଚିକିତ୍ସା ଉପଲବ୍ଧ ହୋଇଛି । ଏହି ଅଭିନବ ସେଲ୍ ଓ ଜିନ୍ ଥେରାପି ଦ୍ୱାରା କର୍କଟ ସହ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି...

ରାଜଭଵନରେ ରାଜନୀତି ହେଉଛି

0

ଭୁବନେଶ୍ୱର : ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭଵନ ଭିତରେ ଦେଖିବାକୁ ମିଳିଥିବା କିଛି ରାଜନୈତିକ ଗତିବିଧିକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଏହା ଉପରେ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜ ଭଵନ ଏକ ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଅଭିଯୋଗ କରାଯାଇଛି। ଏହି ରାଜନୈତିକ କାର୍ଯ୍ୟକ୍ରମ ଯୋଗୁ ଓଡ଼ିଶା ରାଜ ଭଵନର ଗାରିମା କ୍ଷୁର୍ଣ୍ଣହେଉଛି ବୋଲି କୁହାଯାଇଛି। ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ...

Co-operation Sought For Wildlife Protection

0

Bhubaneswar: On the occasion of 70th State Wildlife Week celebration, Forests, Environment and Climate Change Minister Ganesh Ram Sing Khuntia today sought cooperation from public, media, volunteers and social institutions to protect wildlife in the State. Addressing here at an event organised to celebrate the day, he said that for the successful implementation of various schemes adopted for the protection...