Team Urban Ensures Zero Causality
Bhubaneswar: Amid anticipation of cyclone Dana, the proactive actions through effective management and resilient response of the Urban Development Department led by Minister Krushna Chandra Mahapatra proved fruitful. Team Urban's measures spearheaded by Principal Secretary Usha Padhee ensured Zero Casualty in DANA. Soon after IMD's warning on Cyclone DANA, Municipal Commissioners and Executive Officers of ULBs across the regions...
Majhi Monitors Post Cyclone Operations
Bhubaneswar: Chief Minister Mohan Charan Majhi, who is continuously monitoring the situation, visited the office of SRC again today and took stock of the post-cyclone situation. Meanwhile, the State Government today placed four officers under suspension on charge of dereliction of duty and misbehaving with people during cyclone-related work. Revenue and Disaster Management minister Suresh Pujari said three Panchayat Extension Officers...
Padhee Asks Crop Damage Report
Bhubaneswar: With the Cyclone Dana weakened into a deep depression after causing damages to Crops, the State Government is now geared up to assess the damages caused by the natural disaster. Dr.Arabinda Padhee, Principal Secretary Agriculture and Farmers’ Empowerment has directed officials to assess and enumerate the Crop Loss. Dr.Padhee, who swung into action immediately aftermath Cyclone Dana adversely impacted the...
ଟାଟା ପାୱାରର ସିକ୍ୟୁରିଟି ଡିପୋଜିଟ୍ ବୋଝ
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ଏକ ନୂଆ ପଦ୍ଧତିରେ ଗ୍ରାହକଙ୍କ ଠାରୁ ଅର୍ଥ ଆଦାୟ ଆରମ୍ଭ କରିଛି । ଦୁଇ ବର୍ଷର ବିଦ୍ୟୁତ୍ ବିଲ୍କୁ ହିସାବ କରି ଅଧିକ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ନୋଟିସ୍ ପଠାଇବା ଆରମ୍ଭ କରିଛି । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହା ପଇଠ ନକରିବେ ସେମାନଙ୍କ ଲାଇନ୍ କାଟି ଦିଆଯିବ ବୋଲି ଟାଟା ପାୱାର ଧମକ ବି ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଟାଟା ପାୱାର କର୍ତ୍ତୃପକ୍ଷ...
ସପ୍ତାହକରେ କ୍ଷୟକ୍ଷତି ରିପୋର୍ଟ
ଭୁବନେଶ୍ୱର : ବାତ୍ୟା ଦାନା ଦୁର୍ବଳ ହୋଇ ଘର, ବିଦ୍ୟୁତ ଭିତ୍ତିଭୂମି ଓ ଫସଲ ନଷ୍ଟ ହେବା ପରେ ଏବେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଗଣମାଧ୍ୟମପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟାରେ ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା...
ବଗପାଟିଆରେ କନକ ବର୍ଦ୍ଧନ
ଭୁବନେଶ୍ଵର: ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା l ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବର୍ଷା, ପାଣି କାଦୁଅକୁ ଖାତିର ନ କରି ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ...
Damage Report In A Week
Bhubaneswar: With the cyclone Dana weakened into a deep depression after causing damages to houses, power infrastructures and crops, the State government now geared up to assess the damages caused by the natural disaster. The damage assessment process will start tomorrow and be completed in a week, Revenue and Disaster Management Minister Suresh Pujari said here today. While briefing media...
ମୁଦ୍ରା ଋଣ ସୀମା ୨୦ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ : କେନ୍ଦ୍ର ବଜେଟ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ୨୩ ଜୁଲାଇ ୨୦୨୪ରେ କରିଥିବା ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଧୀନରେ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ମୁଦ୍ରା ଯୋଜନାର ସାମଗ୍ରିକ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବାକୁ ସହିତ ଉଦ୍ୟୋଗୀମାନଙ୍କୁ ପାଣ୍ଠି ଯୋଗାଉଛି । ଏହି ଅଭିବୃଦ୍ଧି ଆଗାମୀ ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ ଭାବରେ ଲାଭଦାୟକ ଅଟେ ଯାହା ସେମାନଙ୍କର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣକୁ ସୁଗମ କରିଥାଏ । ଏକ...
Naxal Neutralized By Cops
Cuttack: A Maoist was killed in an exchange of fire with Special Operation Group (SOG) jawans in Budanai reserve forest area of Kandhamal district today. On receipt of an intelligence input, an anti-Maoist operation comprising two teams of Odisha’s elite Special Operation Group (SOG) was launched in Budanai reserve forest under Baliguda police station of Kandhamal district on October 23,...
ଆଇଟିଆର ଦାଖଲ ବୃଦ୍ଧି
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି । ଟିକସ ଆକଳନ ବର୍ଷ (ଏୱାଇ) ୨୦୧୫ରୁ ୨୦୨୪ ମଧ୍ୟରେ ଆୟ ବିତରଣରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରୁଛି । ଉଲ୍ଲେଖଯୋଗ୍ୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଆୟ ଅସମାନତା ୭୪.୨% ହ୍ରାସ ପାଇଛି, ଯାହା ଦର୍ଶାଉଛି ଯେ ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବୃଦ୍ଧି କରୁଛି। ଏସବିଆଇ ରିପୋର୍ଟରେ...









