Mishra Returns Odisha
Bhubaneswar: On the request of Government of Odisha, Senior IAS Officer Sanjeeb Kumar Mishra is reurning back to the State. With Department of Personnel & Training notifies his repartiation to the State, 1997 Batch IAS Shri Mishra is all set to return to the State after completing his Central Deputation. On the request of the Odisha Government, Shri Mishra...
ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ
ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ବିଭାଗୀୟ ସଚିବ ଶାଲିନୀ ପଣ୍ଡିତ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ...
ପ୍ରବାସୀ ଭାରତୀୟ ଦିବସ ୱେବସାଇଟ୍ ଉନ୍ମୋଚିତ
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା...
ଦୁର୍ନୀତି ନିବାରଣ ସଚେତନତା କର୍ମଶାଳା
ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି ନିବାରଣ ଉପରେ ଏକ ସ୍ବତନ୍ତ୍ର ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁର୍ନୀତି ନିବାରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟସ୍ଥଳୀରେ ଅସତ୍ ଆଚରଣକୁ ରୋକିବା ଏବଂ ସ୍ବଚ୍ଛତା ଓ ନୈତିକ ଅଭ୍ୟାସ ଆଚରଣ କରିବା ଉପରେ...
ଓଏନ୍ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍
ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ଓଏନଡିସି) ପ୍ଲାଟଫର୍ମରେ ଡିଜିଟାଲ୍ ଟିକେଟ୍ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ କ୍ରୁଟ୍ର ନିରନ୍ତର ପ୍ରତିବଦ୍ଧତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଏନ୍ଡ଼ିସି ପ୍ଲାଟ୍ଫର୍ମରେ ଯୋଡ଼ିହେବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍. ଥିରୁମାଲା ନାୟକ, ଓଏନ୍ଡ଼ିସିର ଉପସଭାପତି ଶ୍ରୀ...
ଅନିଶ୍ଚିତାରେ ମୁକ୍ତା ଯୋଜନା
ଭୁବନେଶ୍ୱର : ସହରାଞ୍ଚଳରେ ଲୋକଙ୍କ ହାତକୁ କାମ ଯୋଗାଇଦେବା ସହିତ ସହରର ସୌନ୍ଦର୍ୟ୍ୟ ବୃଦ୍ଧି ଲାଗି କାର୍ୟ୍ୟକାରୀ ହେଉଥିବା ମୁକ୍ତା ଯୋଜନା ଏବେ ଅନିଶ୍ଚିତତା ଭିତରେ । ଏଥିରେ କାର୍ୟ୍ୟରତ କର୍ମଚାରୀଙ୍କ ଆଉ ଚାକିରି ନଥିବାବେଳେ ପ୍ରକଳ୍ପ କାର୍ୟ୍ୟ ଆଗକୁ ବଢିବ କି ନାହିଁ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହେଉନାହିଁ । ଫଳରେ ଅନେକ ଅଧାପନ୍ତରିଆ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି । ରାଜ୍ୟର ୫ଟି ମହାନଗର ନିଗମ ସହିତ ମୋଟ୍ ୩୧୪ଟି ପୌରାଞ୍ଚଳରେ କାର୍ୟ୍ୟକାରୀ ହେଉଛି ମୁକ୍ତା ଯୋଜନା...
ସରକାର ଛାପନ୍ତୁ ନିର୍ଭୁଲ ପାଞ୍ଜି
ଭୁବନେଶ୍ୱର : ପାଞ୍ଜି ଗଣନାରେ ତାଳମେଳ ରହୁନଥିବାରୁ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିବାରେ ଲୋକେ ହୀନସ୍ତା ହେଉଛନ୍ତି । ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଲାମାନଙ୍କ ଜନ୍ମଦିନ ପାଳନରେ ସମସ୍ୟା ଉପୁଜୁଛି । ଏମିତିକି ବିବାହ, ବ୍ରତପୋନୟନ ଆଦି ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ବିଭ୍ରାଟ ବଢି ଚାଲୁଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରି ସ୍ୱତନ୍ତ୍ର ପଞ୍ଜିକା ପ୍ରଣୟନ ପାଇଁ ଦାବି ଉଠୁଛି । ଏଠାରେ ଉଲ୍ଲେଖନୀୟ ଯେ ଗତ ଅକ୍ଟୋବର...
201 CR For Odisha Fire Services
Bhubaneswar: A High-Level Committee, under the chairmanship of Union Home Minister and Minister of Cooperation, Amit Shah approves three projects of Rs. 725.62 crore under “Expansion and Modernization of Fire Services in the states” for Chhattisgarh, Odisha and West Bengal. The Committee chaired by Shri Shah has approved Rs. 147.76 crore for Chhattisgarh, Rs. 201.10 crore for Odisha and...
Coal Secy Lauds Team MCL
Sambalpur: Union Coal Secretary Vikram Dev Dutt today praised MCL as the bedrock of performance within Coal India while emphasising its pivotal role in meeting the nation’s growing energy demands. Shri Dutt, who was on a two-day tour of Mahanadi Coalfields Limited (MCL), addressed a gathering of senior officers and employees at a special event organised here as part of...
Warning On Transfer Seekers
Bhubaneswar: Chief Secretary Manoj Ahuja has issued strict warning to the government officers who are making different attempts to influence, direct or indirect, to secure favourable transfers or postings. The Chief Secretary has issued a letter to the Secretaries of all Departments and Collectors in this effect on 11 November. It has come to the notice of the government that...










