ଶୀତଳଭଣ୍ଡାରରେ କଂସେଇଖାନା
ଭୁବନେଶ୍ୱର : ରାଜଧାନୀରେ ମାଂସ ଦୋକାନୀଙ୍କ ସଂଖ୍ୟା ବଢୁଥିବାବେଳେ ମହାନଗର ନିଗମ ପକ୍ଷରୁ କଂସେଇଖାନାଟିଏ ତିଆରି ହୋଇପାରିଲା ନାହିଁ । ଫଳରେ ଲୋକେ ରାସ୍ତାକଡରେ, ନାଳ ନର୍ଦ୍ଦମା ଉପରେ ଅତ୍ୟନ୍ତ ଅପରିଷ୍କାର ପରିବେଶର କଟାଯାଉଥିବା ମାଂସ ଖାଉଛନ୍ତି । ମହାନଗର ନିଗମ ପକ୍ଷରୁ ମାଂସ ବ୍ୟବସାୟୀଙ୍କ ଲାଗି ଦୁଇଟି ସ୍ଥାନ ଚିହ୍ନଟ ହୋଇଛି । ଗୋଟିଏ ଘାଟିକିଆ ନିକଟରେ ଥିବାବେଳେ ଆଉ ଗୋଟିଏ ଚାରି ନମ୍ବର ମାର୍କେଟରେ ରହିଛି । ତେବେ ଏଠାରେ ମାଂସ ଦୋକାନୀଙ୍କୁ ଯେତିକି ସ୍ଥାନ ଯୋଗାଇ ଦିଆଯାଇଛି ତାହାଠାରୁ ଦୋକାନୀଙ୍କ...
ଦାୟିତ୍ୱରେ ରହିବେ ଚାରି କୁଳପତି
ଭୁବନେଶ୍ୱର : ଆଇନ୍ଗତ ବିବାଦ ଯୋଗୁଁ ନୂଆ କୁଳପତି ନିଯୁକ୍ତିରେ ବିଳମ୍ବ ଘଟିବା ଆଶଙ୍କା ଥିବାରୁ ଚଳିତ ମାସରେ ଅବସରଗ୍ରହଣ କରୁଥିବା ୪ଜଣ କୁଳପତିଙ୍କୁ ସେମାନଙ୍କ ଉତ୍ତରାଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ରଖାଯାଇପାରେ । ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଉଛି । ଚଳିତ ନଭେମ୍ବର ମାସରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପୂର୍ବରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲିକୋଟ...
Panel For Inter-State Disputes
Bhubaneswar: The State government today decided to form an inter-ministerial committee to resolve ongoing various disputes of Odisha with neighbouring states. Chief Minister Mohan Charan Majhi took this decision during a high-level meeting held here today at Lok Seva Bhawan under his chairmanship. The meeting held a detailed discussion regarding various inter-state disputes including Polavaram, Vansadhara, Mahanadi, Kotia etc. Law, Works and...
Cabinet Clears GOMATA
Bhubaneswar: The State Cabinet today approved four proposals worth Rs 1823 crore for the development of animal husbandry including ‘Goal for Management and Treatment of Animals’ (GOMATA) scheme. The GOMATA scheme will be implemented in the state for 3 years from the current financial year (2024-25) with a total budget outlay of Rs 342.65 crore, Chief Secretary Manoj Ahuja...
ଗଠନ ହେବ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି
ଭୁବନେଶ୍ୱର : ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଆଇନ, ପୂର୍ତ୍ତ...
State To Return Vedanta Land
Bhubaneswar: In accordance with the order of the Supreme Court, the State Government has taken steps for return of the land acquired for establishment of an university to be set up by Vedanta Foundation, now called the Anil Agarwal Foundation, in Puri. Speaking to media persons here, Revenue and Disaster Management Minister Suresh Pujari said that the modalities for...
Law To Curb Malpractices
Bhubaneswar: The State Cabinet headed by Chief Minister Mohan Charan Majhi today decided to enact a new Law with provision of strong punishment for those who found involved in any type of unfair means in conduct of recruitment examinations and entrance tests. The Odisha Public Examinations (Prevention of Unfair Means) Act, 2024to be framed in order to prevent various forms...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକ ପ୍ରତିନିଧି
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ...
Brainstorming On New Energy
Bhubaneswar: The Union Ministry of New and Renewable Energy (MNRE) is organising a two-day 'Chintan Shivir' on 14-15 November 2024 at ITC, Bhubaneswar, Odisha. The event will focus on strategies to achieve the target of 500 GW by 2030 and progress toward the next goal of 1800 GW by 2047. Union Minister of New and Renewable Energy, Pralhad Joshi, will...
CRUT Joins ONDC
Bhubaneswar: Capital Region Urban Transport (CRUT) is now registered as a digital ticketing seller on the ONDC (Open Network for Digital Commerce) platform. This marks a significant milestone in CRUT’s ongoing commitment to innovation and improving the commuting experience for passengers. The first ticket was generated in the presence of Usha Padhi, Principal Secretary, Housing and Urban Development Department.N Thirumala...










