Budget Boosts MSME
New Delhi: The Union Budget 2025-26 sees the next five years as a unique opportunity to realize ‘Sabka Vikas’, stimulating balanced growth of all regions and achieving the goal of Viksit Bharat. The Union Budget defines MSMEs as one of the powerful engines for the story of development and the proposed development measures supports MSMEs to accelerate growth and secure...
No Income Tax Up To 12 Lakh
New Delhi: Reaffirming Government’s commitment to the philosophy of “trust first, scrutinize later”, the Union Budget 2025-26 has reposed faith in the Middle class and continued the trend of giving relief in tax burden to the common tax–payer. Presenting the Budget in the Parliament on 1 February, Union Minister for Finance and Corporate Affairs, Nirmala Sitharaman proposed an across-the-board...
ଆଗକୁ ବଢୁନି ସୌରଚାଳିତ ଶୀତଳଭଣ୍ଡାର ଯୋଜନା
ଭୁବନେଶ୍ୱର : ରାଜ୍ୟର ନୂଆ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରସ୍ତାବିତ ସୌରଚାଳିତ କ୍ଷୁଦ୍ର ଶୀତଳଭଣ୍ଡାର ଯୋଜନା ଆଗକୁ ବଢିପାରୁ ନାହିଁ । ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ୬୬ଟି ନୂତନ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠାର ପ୍ରସ୍ତାବ ରହିଛି । ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ରାଜ୍ୟରେ ବିଦ୍ୟୁତ୍ ଚାଳିତ ବଡ ବଡ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇପାରୁ ନାହିଁ । ବିଦ୍ୟୁତ୍ ବୋଝ ଯୋଗୁଁ ଉଦ୍ୟୋଗୀମାନେ ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି । ଯେଉଁଥିପାଇଁ ରାଜ୍ୟରୁ ଉତ୍ପାଦିତ ଆଳୁ ଓ ପନିପରିବା...
ଖଣିଜ ସମ୍ପଦ ଭରା ଜିଲ୍ଲାରେ ବିକାଶ ଧିମା
ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରେ ପାଖାପାଖି ୨୦ ପ୍ରକାରର ଖଣିଜ ପଦାର୍ଥ ମହଜୁଦ ରହିଛି । ଏଥିରୁ ଅନେକ ଖଣିଜ ସମ୍ପଦ ଉତ୍ତୋଳନ ଚାଲିଛି । ତେବେ ଖଣିଜ ସମ୍ପଦରେ ଭରପୂର ଜିଲ୍ଲାଗୁଡିକର ସାମାଜିକ, ଆର୍ଥିକ ଓ ମାନବସମ୍ବଳର ବିକାଶ ଯେପରି ହେବାକଥା ତାହା ହୋଇପାରୁନାହିଁ । ସରକାରୀ ତଥ୍ୟ ମୁତାବକ କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ବିପୁଳ ପରିମାଣର ଲୁହାପଥର ମହଜୁଦ ରହିଛି । ଏହିସବୁ ଜିଲ୍ଲାରେ ଦୀର୍ଘବର୍ଷ ଧରି ଖଣିଜ ଉତ୍ତୋଳନ ବି ଚାଲିଛି ।...
Beating The Retreat
Bhubaneswar: The 'Beating the Retreat' ceremony was held on 31 January under the Chief Hospitality of Chief Minister Mohan Charan Majhi. ACS Home Satyabrata Sahu, DGP Y B Khurania, Police Commissioner S Dev Datta Singh shared the dais. Chief Secretary Manoj Ahuja, along with senior officials and invited guests were present in the beating the retreat ceremony. The National flag was taken...
Paddy Target Hiked to 77L MT
Bhubaneswar: Considering the prevailing situation that more number of farmers are still coming to mandis to sell their paddy, the State Government has enhanced its paddy procurement target for the kharif crop season from 65 lakh metric tonnes to 77 lakh MT. The Group of Ministers led by Deputy Chief Minister Kanak Vardhan Singh Deo has taken this decision during...
ଦାୟିତ୍ୱ ଗ୍ରହଣ କଲେ ନିର୍ବାଚନ ଆୟୁକ୍ତ
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଜି ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମଧୁସୂଦନ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୋଷଳି ଭବନସ୍ଥିତ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଢ଼ୀ ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଷ୍ଟମ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ପାଢ଼ୀଙ୍କୁ ଫୁଲତୋଡ଼ା ଦେଇ...
Padhi Takes SEC Charge
Bhubaneswar: Retired IAS Officer Madhusudan Padhi took charge as the State Election Commissioner (SEC) today. Arriving at the State Election Commissioner's office at Toshali Bhawan, Shri Padhi took charge as the eighth State Election Commissioner from former State Election Commissioner Aditya Prasad Padhi. After taking charge, all the officers and employees of the State Election Commission welcomed Shri Padhi with a...
ନିର୍ମାଣ ହେବ ୭୫ ହଜାର କିମି ରାସ୍ତା
ଭୁବନେଶ୍ୱର : ରାଜ୍ୟରେ ରାସ୍ତାଘାଟର ନିର୍ମାଣ, ମରାମତି ଏବଂ ଉନ୍ନତିକରଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଆଇନ୍, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ, ରାଜ୍ୟ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ...
India Exports Growth 6%
New Delhi: Santosh Sarangi, Director General Foreign Trade (DGFT) is happy over growth of exports from India. Shri Sarangi observes that the latest Economic Survey notes that the total exports (merchandise and services) registered a steady growth of 6 percent in the first nine months of Financial Year 2024-25. Growth in services and goods exports, excluding petroleum and...









