Kn’para Faces ‘Dual Risk’
New Delhi: District of Kendrapara in Odisha faces 'Dual Risk' of Fllods and Drought. This information came to fore with release of the Report on ‘District-level Climate Risk Assessment for India: Mapping Flood and Drought Risks Using the IPCC Framework’. The Report containing an in-depth analysis of flood and drought risks across 698 districts in India, was released recently at...
Garima Greh For ‘Others’
New Delhi: As per data from census 2011, the total population of ‘others’ is 4.87 lakh. The category of ‘others’ would not only include ‘transgender’ but also any person who desires to record sex under the category of ‘others’. Department of Social Justice and Empowerment (DoSJE) is implementing Support for Marginalized Individual for Livelihood and Enterprise (SMILE) scheme with...
CBDT Launches eCampaign
New Delhi: The Central Board of Direct Taxes (CBDT) has launched an electronic campaign to assist taxpayers in resolving mismatches between the income and transactions reported in the Annual Information Statement (AIS) and those disclosed in Income Tax Returns (ITRs) for the financial years 2023-24 and 2021-22. This campaign also targets individuals having taxable income or significant high-value transactions...
ସାଇବର ସଚେତନତା ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର : ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ପୂର୍ବତନ ବିଧାୟିକ...
ମାଡି ବସିଲେଣି ୫୦୦ ଏକର
ଭୁବନେଶ୍ୱର : ରାଜଧାନୀରେ ୫୦୦ ଏକର ସରକାରୀ ଜମିକୁ ମାଫିଅମାନେ ମାଡି ବସିଲେଣି । ସଚିବାଳୟର ଆଖପାଖରୁ ଆରମ୍ଭକରି ସହରତଳି ଅଞ୍ଚଳ ପର୍ଯ୍ୟନ୍ତ ଯେଉଁଠି ସରକାରୀ ଜାଗା ଦେଖୁଛନ୍ତି ତାକୁ ଜବରଦସ୍ତ ମାଡି ବସୁଛନ୍ତି । ସରକାରୀ ଜମି ଉଦ୍ଧାର ପାଇଁ ସରକାରଙ୍କର ଏକାଧିକ ଏନଫୋର୍ସମେଣ୍ଟ ସଂସ୍ଥା ଥିଲେ ମଧ୍ୟ ମୂଲ୍ୟବାନ ଜମିଗୁଡିକୁ ଉଦ୍ଧାର କରାଯାଉ ନାହିଁ । ରାଜଧାନୀ ସହର ସମେତ ଏହାର ଆଖପାଖରେ ସାଧାରଣ ପ୍ରଶାସନ ବିଭାଗର ପାଖପାଖି ୨୫ହଜାର ଏକର ଜମି ରହିଛି । ହେଲେ ଏହି ଜମିରୁ ୫୦୦...
ନାହାନ୍ତି ନିୟମିତ ଆରଟିଓ
ଭୁବନେଶ୍ୱର : ସଡକ ଦୁର୍ଘଟଣା ରୋକିବାପାଇଁ ରାତି ଅଧରେ ରାଜପଥରେ ପାଶ୍ୱର୍ରେ ଗାଡି ଚାଳକଙ୍କୁ ପରିରବହନ କର୍ତ୍ତୃପକ୍ଷ ମାଗଣା ଚା’ ବାଣ୍ଟୁଥିବାବେଳେ ରାଜ୍ୟର ୧୦ଟି ପରିବହନ ଦପ୍ତରରେ କିନ୍ତୁ ନିୟମିତ ମୁଖିଆ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସମେତ ପ୍ରମୁଖ ଆଞ୍ଚଳିକ ପରିବହନ ଦପ୍ତରଗୁଡିକ ଏବେ ଅତିରିକ୍ତ ଅଧିକାରୀଙ୍କ ଦ୍ୱାରା ପରିଚାଳିତ । ସଡକ ଦୁର୍ଘଟଣା ରୋକିବା କ୍ଷେତ୍ରରେ ଆରଟିଓମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏଥି ସହିତ ରାଜସ୍ୱ ଆଦାୟରେ ବି ସେମାନଙ୍କର ବଡ ଭୂମିକା ରହିଥାଏ । ତେଣୁ ଆଞ୍ଚଳିକ...
ବର୍ଜ୍ୟରୁ ପ୍ରସ୍ତୁତ ହେବ ବାୟୋ ଗ୍ୟାସ୍
ଭୁବନେଶ୍ୱର :ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ ଟିପିଡି (ଟନ୍ ପର୍ ଡେ) ବିଶିଷ୍ଟ କମ୍ପ୍ରେସଡେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ସେଥିପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦେଶକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ଗୃହ...
Cyber Crime Branch Soon
Cuttack: Expressing serious concern over rising cyber crime cases in the country and Odisha, Chief Minister Mohan Charan Majhi today announced to set up a dedicated cyber crime branch in Bhubaneswar to deal with such crime cases. While addressing at the valedictory function of the 69th Police Duty Meet 2024 here, Shri Majhi said that these days many people are...
Ahuja Harps On AI
Bhubaneswar: Chief Secretary Manoj Ahuja today inaugurated a three-day State Level e-Governance workshop and AI Exhibition here at National Informatics Centre (NIC). During the inaugural session, young scientists from NIC showcased their expertise and creativity across 14 topics using models and simulations powered by artificial intelligence. In his address, the Chief Secretary cited different examples of use of Artificial Intelligence both...
ସମ୍ରେ ‘ପେସେଣ୍ଟ ସେଫ୍ଟି ଇଜ୍ ଆୱାର୍ ପ୍ରାୟୋରିଟି’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି । ଗୋଟିଏ ସ୍ତମ୍ଭ ଡାକ୍ତର, ଦ୍ୱିତୀୟ ସ୍ତମ୍ଭ ଫାର୍ମାସିଷ୍ଟ ଓ ତୃତୀୟ ସ୍ତମ୍ଭରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୋଆ ବିଶ୍ୱବିଦ୍ୟାଳୟରେ ନର୍ସଙ୍କ ଦ୍ୱାରା ଉତମ ସେବା ଯୋଗାଇ ଦିଆଯାଉଛି । ଫଳରେ ରୋଗୀ ହସ ହସ ମୁହଁରେ ସୁସ୍ଥ ହୋଇ ଫେରୁଛନ୍ତି । ସମ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ହୁଅନ୍ତୁ ବୋଲି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଶିକ୍ଷା...










