India Boosts Green Energy Growth

0

Bhubaneswar: The hydrogen fuel-run train engine developed by Indian Railways has the maximum horsepower output than the engine developed by any country in the world. Such remarkable achievement using indigenous technology inspires India to be a leader among major economies using green energy for growth, said Ashwini Vaishnaw, Minister of Railways, Information and Broadcasting and Electronics & Information Technology...

ଅକ୍ଷୟ ଶକ୍ତିର ଯୋଗଦାନ ୪୫ ପ୍ରତିଶତ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’’ ବିଷୟବସ୍ତୁ ଉପରେ ମତ ରଖି ସେ କହିଛନ୍ତି, ସବୁଜ...

ପୋଲିସ ମିତ୍ରଙ୍କ ପରିବାରକୁ ୧ କୋଟି ଦିଅ

0

ଭୁବନେଶ୍ୱର : ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ଦାବି କରିଛନ୍ତି । ଶ୍ରୀ ଜେନା କହିଥିଲେ,...

Pandey; New Revenue Secy

New Delhi: Union Finance Secretary, Tuhin Kanta Pandey, took charge as the Secretary, Department of Revenue (DoR), Ministry of Finance on 9 January. The Appointments Committee of the Cabinet on Wednesday appointed Shri Pandey as the Secretary, Department of Revenue, Ministry of Finance. The Order also stated that Shri Pandey will continue to be designated as the Finance Secretary. Previously, Shri...

PM Opens PBD Meet

0

Bhubaneswar: Prime Minister Narendra Modi inaugurated the 18th Pravasi Bharatiya Divas convention in Bhubaneswar, Odisha today. Welcoming all the delegates and diaspora from various parts of the world, Shri Modi expressed confidence that the inauguration song would be played in the various Indian diaspora events, across the globe, in future. He lauded the Grammy award winning artiste Ricky Kej...

Millet Meal In Eco-Retreats

0

Bhubaneswar: Eco-Retreat, an Odisha Tourism initiative running from 1 December, 2024 to 15 March, 2025, is a premium tourism experience that showcases the state’s natural beauty while promoting sustainable tourism practices. Guests can indulge in luxury camping, water sports, and immersive cultural experiences, including savouring local Odia cuisine including the mouth smacking millet dishes made by the WSHG members...

ICC Pacts With AIEC

0

Bhubaneswar: In order to create a forum for companies, organizations and individuals with active business interests in India and Malyesia as well in other ASEAN Member States, a Memorandum of Understanding was signed here on 8 January. MoU signed between the ASEAN India Economic Council (AIEC) and the Indian Chamber of Commerce (ICC) during the 18th Pravasi Bharatiya Divas. The MOU...

ପିବିଡି ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର...

ଲେନ୍‍ ଡ୍ରାଇଭିଂକୁ ଫୁ..

0

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଲାଗିଥିବାବେଳେ ଗାଡି ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ ପୁଲିସ୍‍ ପର୍ଯ୍ୟନ୍ତ ସମସ୍ତେ ଲେନ୍‍ ଡ୍ରାଇଭିଂକୁ ଫୁ କରିଦେଲେଣି । ଫଳରେ ରାଜଧାନୀର ବିଭିନ୍ନ ଛକରେ ଏବେ ଅଯଥା ଭିଡ ପରିଲକ୍ଷିତ ସହିତ ଯାନବାହାନଗୁଡିକ ରାସ୍ତାଉପରେ ଅଟକି ରହୁଛନ୍ତି । ରାଜଧାନୀରେ ଲେନ୍‍ ଡ୍ରାଇଭିଂ ଉପରେ ଗୁରୁତ୍ୱ ଦିଆଯିବା ସହିତ ସେହି ଅନୁଯାୟୀ ଟ୍ରାଫିକ ଲାଇଟ୍‍ ଜଳିବାର ବ୍ୟବସ୍ଥା ହୋଇଛି । ଏଥି ସହିତ ବିଭିନ୍ନ ଛକରେ ଟ୍ରାଫିକ ପୁଲିସ୍‍ ପକ୍ଷରୁ...

ମନ୍ତ୍ରୀଙ୍କ ଦରମା ବଢ଼ିପାରେ ୩ଗୁଣରୁ ଅଧିକ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ବଢ଼ାଇବା ପାଇଁ ସରକାରୀ ସ୍ତରରେ ପ୍ରସ୍ତାବ ରହିଛି । ତେବେ ବିଧି ବ୍ୟବସ୍ଥା ଅନୁଯାୟୀ ଏ ସଂକ୍ରାନ୍ତୀୟ ବିଧେୟକ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ନେତାମାନଙ୍କ ବେତନ ଓ ଭତ୍ତା ଆଦି ବଢ଼ିପାରେ । ପୂର୍ବରୁ ବିଧାନସଭାର ଏକ କମିଟି ବିଧାୟକମାନଙ୍କ ମାସିକ ବେତନ ଓ ଭତ୍ତା ୧ଲକ୍ଷ ଟଙ୍କାରୁ ୨ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଏକ...