ବିରଳ ଅସ୍ତ୍ରୋପଚାର ସବୁ ସ୍ଥାନରେ ସମ୍ଭବ

0

ଭୁବନେଶ୍ୱର : ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍‌ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି । ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍‌ଟାମ୍‌ବେକର । କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍‌’ ଡାକ୍ତର ପୁନ୍‌ଟାମ୍‌ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା । ଶନିବାର ଶିକ୍ଷା ଓ ଅନୁସନ୍ଧାନ...

ଶିକ୍ଷକ ଚାକିରି ଅପେକ୍ଷାରେ ୫୪ହଜାର

0

ଭୁବନେଶ୍ୱର : ଶିକ୍ଷକ ଚାକିରିଟିଏ କରିବାପାଇଁ ରାଜ୍ୟରେ ୫୪ହଜାରରୁ ଅଧିକ ତାଲିମପ୍ରାପ୍ତ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସିଟି, ବିଏଡ୍‍, ଏମଏଡ୍‍ ଭଳି ତାଲିମଧାରୀ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ବିଧାନସଭାରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବିଭିନ୍ନ ବର୍ଗର ୧୧,୯୭,୪୯୭ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଶିକ୍ଷକ ତାଲିମଧାରୀଙ୍କ ସଂଖ୍ୟା ୫୪,୬୯୪...

ପଛରେ ପଡିଛି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

0

ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାପାଇଁ ସରକାର ଯେତିକି ଲକ୍ଷ୍ୟଧାର୍ଯ୍ୟ କରୁଛନ୍ତି ତାହା ପୂରଣ ହୋଇପାରୁ ନାହିଁ । ଏପରିକି ୨୦୨୧-୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪ ପ୍ରତିଶତ ପୂରଣ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ନାଗରିକମାନଙ୍କର ଦୃଷ୍ଟିଶକ୍ତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚକ୍ଷୁପରୀକ୍ଷା ଲାଗି ପ୍ରତିବର୍ଷ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି । ୨୦୨୧-୨୨ ବର୍ଷରେ ରାଜ୍ୟର ୫୦ହଜାର ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷାପାଇଁ ଲକ୍ଷ୍ୟ ଥିବାବେଳେ ହୋଇଥିଲା ମାତ୍ର ୧୮୧୨...

ଅଧା ଛାତ୍ରଛାତ୍ରୀ ହରଣ କରିପାରୁ ନାହାନ୍ତି

0

ଭୁବନେଶ୍ୱର : ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧାରୁ ଅଧିକ ପିଲା ହରଣ କରିପାରୁ ନାହାନ୍ତି । ତେବେ ଜାତୀୟ ସ୍ତରରେ ଅଷ୍ଟମ ଶ୍ରେଣୀ ପିଲାଙ୍କର ଏହି ହାର ଅଧିକ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଅସର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୪୮.୫...

ଖାଲି ପଡିଛି କ୍ରୀଡା ପ୍ରଶିକ୍ଷକ ପଦବୀ

0

ଭୁବନେଶ୍ୱର : ରାଜ୍ୟରେ ଥିବା କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୬୧ଟି କନିଷ୍ଠ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୩୮ଟି ପଦବୀ ଖାଲି ପଡିଥିବାବେଳେ ୯ଟି ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୫ଟି ଖାଲି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୬ଟି କ୍ରୀଡା...

ମିଶ୍ରଣ ହୋଇଛି ୫୬୧୯ଟି ବିଦ୍ୟାଳୟ

0

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ଯୋଗୁଁ ରାଜ୍ୟରେ ୪୬୧୯ଟି ବିଦ୍ୟାଳୟର ମିଶ୍ରଣ କରାଯାଇଛି । ସବୁଠାରୁ ଅଧିକ ୩୦୮ଟି ବିଦ୍ୟାଳୟର ମିଶ୍ରଣ ହୋଇଛି ମୟୁରଭଞ୍ଜ ଜିଲ୍ଲାରେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିଦ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ହ୍ରାସ ଯୋଗୁଁ ମୋଟ୍‍ ୪୬୧୯ଟି ବିଦ୍ୟାଳୟର ମିଶ୍ରଣ ହୋଇଥିବାବେଳେ ଏହି ତାଲିକାରେ ପୁରୀ ଜିଲ୍ଲାର ଗୋଟିଏ ହେଲେ ବିଦ୍ୟାଳୟ ନାହିଁ...

ସାତଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ନିୟମିତ କୁଳପତି

0

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ୧୭ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ୭ଟିରେ ନିୟମିତ କୁଳପତି ନାହାନ୍ତି । ଏହିସବୁ ବିଶ୍ୱବିଦ୍ୟାଳୟଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ...

Sai Honor For Gurujee

0

New Delhi: On the auspicious occasion of Rang Panchami, Gurujee Chandra Bhanu Satpathy was honored at the Shirdi Saibaba Temple, Lodhi Road, by Shri Sai Bhakta Samaj Trust for his remarkable contributions to the global Shirdi Saibaba movement.Dr. Satpathy was welcomed by Bhausaheb Rajaram Wakchaure, Member of Parliament (Lok Sabha) and former trustee of Shri Saibaba Sansthan, Shirdi. As...

27,019 CR For Ayushman Bharat

0

Bhubaneswar: The State Government has approved a budgetary allocation of Rs 27,019.25 crore for implementation of centre’s Ayushman Bharat Pradhan Mantri Jan Arogya Yojana (AB-PMJAY) and state sponsored Gopabandhu Jan Arogya Yojana (GJAY) for a period of five years (2025-26 to 2029-30). The State Cabinet has approved a proposal in this regard during its meeting held last evening, Chief Minister Mohan...

SOA Pacts With KFin Tech

0

Bhubaneswar:Siksha ‘O’ Anusandhan Deemed to be University (SOA) signed a Memorandum of Understanding (MoU) with KFin Technologies Limited of Hyderabad here on Friday for fostering talent development, promote industry-academia collaboration and local hiring. KFin Technologies Limited, which is in the business of providing Financial Services, IT and ITeS-related services, is committed to foster skill development, promote knowledge sharing and create...