Atmosphere Core Debuts In Assam

Guwahati: Atmosphere Core, a leading name in the hospitality sector, is proud to announce its collaboration with Meghalaya Infratech Limited to establish a luxurious hotel and resort at the northeastern gateway of India. Scheduled to debut in the first quarter of 2026, THE DHAR A SIGNATURE ATMOSPHERE GUWAHATI will be ideally located at the border between Assam’s capital, Guwahati,...

ହାଜର ହେବେ ଦୁଇ ବାବୁ

0

ଭୁବନେଶ୍ୱର : ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶକୁ ଠିକଣା ଭାବେ ପ୍ରତିପାଳନ କରାଯାଉନଥିବା ଘେନି ଓଡିଶା ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାପାଇଁ ଆଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ଘେନି ଏବେ ସରକାରୀ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କ ରାୟର ଅନୁପାଳନ କରିବା ପରିବର୍ତ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ନିର୍ଦ୍ଦେଶନାମାରେ ଓଲଟା କାର୍ଯ୍ୟାନୁଷ୍ଠାନ କରିଥିବା ଘେନି ଗୁରୁତର ଅଭିଯୋଗ ଆସିଛି । ବଞ୍ଚିତ...

ନାମ ଲେଖା ପାଇଁ ଧାଁ ଦଉଡ

0

ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷ ପାଇଁ ବର୍ତ୍ତମାନ ନାମଲେଖା ଋତୁ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରଗୁଡିକରେ ଏବେ ଅଭିଭାବକଙ୍କ ଧାଁ ଦଉଡ ଚାଲିଛି । କମ୍‍ ଅର୍ଥ ବ୍ୟୟରେ ପିଲାଙ୍କ ପାଠ ପଢାଇବାପାଇଁ ସଂଖ୍ୟାଧିକ ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ଆବେଦନ କରିଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନମାନେ ଏବେ ନିଜ ଆଡକୁ ପିଲାଙ୍କୁ ଟାଣିବାପାଇଁ ଉଦ୍ୟମ ଜୋରଦାର କରିବାରେ ଲାଗିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନିଜ ନିଜ...

ଦିନକୁ ୧କୋଟି ୧୧ଲକ୍ଷ ଅଣ୍ଡା ଉତ୍ପାଦନ

0

ଭୁବନେଶ୍ୱର : ରାଜ୍ୟରେ ୧୭୧ଟି ବ୍ୟବସାୟିକ ଓ ୫୯୨ଟି ଅର୍ଦ୍ଧ ବ୍ୟବସାୟିକ ଅଣ୍ଡା ଉତ୍ପାଦନ ଫାର୍ମ ରହିଛି । ଏଥିରୁ ବର୍ତ୍ତମାନ ଦୈନିକ ୧କୋଟି ୧୧ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଉତ୍ପାଦିତ ଅଣ୍ଡାରୁ ଦୈନିକ ପ୍ରାୟ ୮୭ଲକ୍ଷ ଅଣ୍ଡା ରାଜ୍ୟରେ ବିନିଯୋଗ ହେଉଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ...

୧୮ ମିଲ୍‍ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ସମୟରେ ଧାନ କିଣାରେ ଅନିୟମିତତା ଯୋଗୁଁ ୧୮ଜଣ ମିଲ୍‍ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖକରିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମିଲ୍‍ ମାଲିକଙ୍କ ମଧ୍ୟରୁ ୩ଜଣ ମାଲିକଙ୍କୁ ସାମୟିକ ଭାବେ ବାରଣ କରାଯାଇଥିଲା । ଜଣେ...

ଆବଶ୍ୟକ ୫ଲକ୍ଷ ଟନ୍‍ ଅରୁଆ ଚାଉଳ

0

ଭୁବନେଶ୍ୱର : ଓଡିଶାର ଖାଉଟିମାନଙ୍କ ପାଇଁ ବାର୍ଷିକ ଆନୁମାନିକ ୫ଲକ୍ଷ ଟନ୍‍ରୁ ଅଧିକ ଅରୁଆ ଚାଉଳର ଆବଶ୍ୟକତା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଟିମାନଙ୍କୁ ବର୍ଷକୁ ୪ହଜାର କୁଇଣ୍ଟାଲରୁ ଅଧିକ ଅରୁଆ ଚାଉଳ ଯୋଗାଯାଉଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ହାରାହାରି ୭୫.୫...

Cardio EmergencyCentre In SUM

0

Bhubaneswar : The Institute of Medical Sciences and SUM Hospital, faculty of medical sciences of Siksha ‘O’ Anusandhan Deemed to be University (SOA) at Kalinga Nagar here, has been chosen to be the regional centre for Basic Cardiac Life Support (BCLS) and Comprehensive Cardiac Life Support (CCLS) training for doctors and paramedics by the Indian Resuscitation Council (IRC). IMS and...

Vedanta On TB Care

0

Sundargarh : Observing the World Tuberculosis Day under the theme “Yes! We Can End TB: Commit, Invest, Deliver” as well as lending support to the national efforts of eliminating the fatal disease, Vedanta Aluminium flagged off a TB awareness van, ‘Nikshaya Mitra Vahan’, from Bileimunda village-based Primary Health Centre (PHC) in Odisha’s tribal-dominated Sundargarh district reaching out to over...

ବିଧାନସଭା ପରିସରକୁ ବିଧାୟକଙ୍କୁ ନଛାଡିବା ଅଗଣତାନ୍ତ୍ରିକ

ଭୁବନେଶ୍ୱର :  ନିର୍ବାଚିତ ବିଧାୟକ ମାନଙ୍କୁ ବିଧାନସଭା ପରିସର ଭିତରକୁ ବାଚସ୍ପତିଙ୍କର ବିନା ନିର୍ଦ୍ଦେଶନାମାରେ  ଯିବାକୁ ନଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ପୋଲିସ ବିଧାନସଭାର ନୀତି ନିର୍ଦ୍ଧାରିକ ସାଜିଛି ଏବଂ ବାଚସ୍ପତି ସରକାରୀ ଦଳର ହାତବାରିସି ସାଜିଛନ୍ତି । ଗତକାଲି ରାତି ଏବଂ ଆଜିର ଘଟଣାକ୍ରମକୁ ଦେଖିଲେ ଏଭଳି କିଛି ପ୍ରତୀୟମାନ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ତମାମ...

ବେଦାନ୍ତର ଯକ୍ଷ୍ମା ନିରାକରଣ ପ୍ରୟାସ

0

ସୁନ୍ଦରଗଡ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଯକ୍ଷ୍ମା (ଟିବି) ଉପରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହା ୪୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଞ୍ଚିଛି । ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ବିଲେଇମୁଣ୍ଡା ଗାଁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ‘ନିକ୍ଷୟ ମିତ୍ର ବାହାନ' ନାମକ ଏକ ଯକ୍ଷ୍ମା ସଚେତନତା ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ସଚେତନତା ଅଭିଯାନ ଜାମଖାନୀ ଏବଂ ଘୋଘରପଲ୍ଲୀ ଖଣି ଅଞ୍ଚଳ ସମେତ...