ବର୍ଷପୂର୍ତ୍ତିକୁ ଚାହିଁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ

0

ଭୁବନେଶ୍ୱର : ଆଶାକର୍ମୀମାନେ ସ୍ଥାୟୀ ଚାକିରି ପାଇବାପାଇଁ ଆଶାବାନ୍ଧି ବସିଥିବାବେଳେ ଅଙ୍ଗନବାଡି କର୍ମୀମାନେ ମାସିକ ୧୨ହଜାର ଟଙ୍କା ବେତନ ପାଇବାକୁ ବି ଆଶା ରଖିଛନ୍ତି । ଓଡିଶାରେ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ପୂର୍ବରୁ ଏଭଳି ଘୋଷଣା ପାଇଁ ଚାତକ ଭଳି ଆଶାଦିଦି, ଅଙ୍ଗନବାଡି ଦିଦି ଓ ଅଙ୍ଗନବାଡି ସହାୟିକାମାନେ ଅନାଇ ରହିଛନ୍ତି । ସେମାନେ କହୁଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନବେଳେ ନିର୍ବାଚନୀ ପ୍ରତିଶ୍ରୁତି ଆକାରରେ ବିଜେପି ପକ୍ଷରୁ ଯେଉଁ ସଙ୍କଳ୍ପପତ୍ର ଘୋଷଣା କରାଯାଇଥିଲା ସେଥିରେ ଆଶାକର୍ମୀମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ନ୍ତଭୁକ୍ତ କରି...

Chouhan Boosts Odisha Mangoes

Bhubaneswar: Odisha's burgeoning mango sector received a significant boost today as Union Minister for Agriculture and Farmers Welfare, Shivraj Singh Chouhan, inaugurated a vibrant exhibition of various 'Amber' mango varieties at the Central Horticulture Experimentation Station in Bhubaneswar. The event, graced by Deputy Chief Minister of Odisha and Minister for Agriculture and Farmers Empowerment, Kanak Vardhan Singh Deo, MLA...

ନବୀନଙ୍କ ବହିରେ ବିଜେପି ମଲାଟ

ଭୁବନେଶ୍ୱର : ବିଜେପି ସରକାରଙ୍କର ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ଦେଇ ଆଜି ବିଜୁ ଜନତା ଦଳ ଏହା ‘ନବୀନଙ୍କ ବହିରେ ବିଜେପି ମଲାଟ’ ବୋଲି କହିଛି । କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି ।  ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ...

SOA Faculties Honoured

Bhubaneswar: The faculties of engineering and technology, law and business management of Siksha ‘O’ Anusandhan Deemed to be University (SOA) here have won the Times Now Business Excellence Award (East) for 2025 after being chosen as the top institutes in eastern region. The three institutes are Institute of Technical Education and Research (ITER), SOA National Institute of Law (SNIL) and...

ବର୍ଷାଋତୁ ପାଇଁ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି

0

ଭୁବନେଶ୍ୱର : ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ଅଧିନରେ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଠାରୁ ଆରମ୍ଭ କରି ସବ୍ ସେଣ୍ଟର୍,...

ରକ୍ତ କର୍କଟକୁ ପରାସ୍ତ କରୁଛନ୍ତି ଶିଶୁ

0

ଭୁବନେଶ୍ୱର :  ଦେଶରେ ରକ୍ତ କର୍କଟ ରୋଗ ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ଅଧିକ ମାତ୍ରାରେ ଏଭଳି ଜଟିଳ ବ୍ୟାଧୀରେ ପୀଡ଼ିତ ହେଉଛନ୍ତି । ୧ ବର୍ଷରୁ ୧୦ବର୍ଷ ବୟସର ଶିଶୁ ରକ୍ତ କର୍କଟ ଅର୍ଥାତ୍ ଲ୍ୟୁକେମିଆରେ ପୀଡ଼ିତ ହେଉଛନ୍ତି । ତେବେ ଠିକ୍ ସମୟରେ ରୋଗର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ରକ୍ତ କର୍କଟକୁ ପରାସ୍ତ କରାଯାଇ ପାରୁଛି । ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଦୁଃରାଧ୍ୟ ବ୍ୟାଧିକୁ ପରାଜିତ କରିବାର ମାତ୍ରା ଢ଼େର ଅଧିକ ।  ଶିଶୁମାନଙ୍କ ମଧ୍ୟରେ...

Monsoon Health Drive Intensified

0

Bhubaneswar: In a proactive move to bolster public health ahead of monsoon, the Health and Family Welfare Department, led by Secretary Aswathy S., convened a high-level review meeting today to strategize on containing vector and water-borne diseases. Smt.Aswathy emphasized the need for intensified awareness activities at the grassroots level and ensuring a sufficient stock of essential drugs across...

ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ "ଏକ ପେଡ ମା କେ ନାମ" ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନା...

Team GIZ Meets MNRE Secy

New Delhi: A delegation from the German Agency for International Cooperation (GIZ) recently visited the Ministry of New and Renewable Energy (MNRE) on 28 May. Team GIZ called on MNRE Secretary Santosh Kumar Sarangi. Team GIZ briefed the Secretary MNRE on the upcoming 6th AgriVoltaics World Conference set to take place in Freiburg, Germany, from July 1-3, 2025. The discussions...

ଧରାପଡିଲା ଦୁର୍ଦ୍ଦାନ୍ତ ହିଡମା

କୋରାପୁଟ : ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁ ଟ ପୋଲିସକୁ ଏକ ବଡ ସଫଳତା ମିଳିଛି ।  ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ, ପୋଲିସ ତା ନିକଟରୁ ଗୋଟିଏ AK-47 ରାଇଫଲ୍, ୩୫...