More Cargo For Ports

0

New Delhi: The cargo handled at Major Ports has increased from 581.34 million tonnes in 2014-15 to 819.23 million tonnes in FY 2023-24, a CAGR of 3.5 % which is comparable to global standards. During 2023-24, the cargo handled consisted of 33.80% liquid bulk, 44.04% dry bulk, and 22.16% container cargo. Infrastructure development and capacity augmentation of Major Ports...

Reel Making Challenge In WAVES

0

New Delhi: The 'Reel Making' challenge at the World Audio Visual & Entertainment Summit (WAVES) 2025 has received an overwhelming response, with 3,379 registrations from across India and 20 countries. The competition, launched as a key initiative under WAVES 2025, highlights India's growing influence as a global hub for media and entertainment while also reflecting the country's rapidly expanding digital creator economy. It aligns with the Government...

ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ୧୪୩୩ ହିତାଧିକାରୀ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସତ୍ୱେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୩୩ ଜଣ ଏହି ଯୋଜନାରେ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛନ୍ତି । ଓଡିଶାରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସଂସଦରେ ନୂତନ ଏବଂ ଅକ୍ଷୟଶକ୍ତି ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାଏକ ରାଜ୍ୟସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଚଳିତ...

ଆଗାମୀ ଅଧିବେଶନରେ ଦରମା ବୃଦ୍ଧି ବିଲ୍‍

0

ଭୁବନେଶ୍ୱର: ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ତଥା ପୂର୍ବତନ ବିଧାୟକମାନଙ୍କ ପେନ୍‍ସନ ବୃଦ୍ଧି ପାଇଁ ବିଧାନସଭାର ଆଗାମୀ ବଜେଟ୍‍ ଅଧିବେଶନ ସମୟରେ ବିଧେୟକ ଆସିପାରେ । ବିଧାନସଭାର ଗତ ଅଧିବେଶନ କାଳରେ ଦଳମତ ନିର୍ବିଶେଷରେ ଅନେକ ବିଧାୟକ ସେମାନଙ୍କ ବେତନ ଓ ଭତ୍ତା ସପକ୍ଷରେ ଖୋଲା ମତବ୍ୟକ୍ତ କରିଥିଲେ । ଇତି ମଧ୍ୟରେ ଏ ସଂକ୍ରାନ୍ତରେ ଗଠିତ ବିଧାନସଭାର କମିଟି ତାଙ୍କ ସୁପାରିଶ୍‍ ଦେଇ ସାରିଛନ୍ତି । ତେବେ ବିଭିନ୍ନ କାରଣରୁ ବିଧାନସଭାର ଗତ ଅଧିବେଶନ ଆଗୁଆ ବନ୍ଦହୋଇ ଯିବାରୁ ଏ ପ୍ରସଙ୍ଗରେ...

Guruji On Dharma

0

Bhubaneswar: Chandra Bhanu Satpathy graced the inauguration ceremony of the newly constructed Shri Jagannath Temple in Sector 121, Noida, Uttar Pradesh, on February 1, 2025. The event was organized by Sri Jagannath Samiti Noida. Dr. Satpathy was warmly escorted to the temple's sanctum upon arrival, where he offered prayers to Lord Jagannath, Balabhadra, Devi Subhadra, and Parshwa Devatas. As the cultural evening...

କପିଶୂନ୍ୟ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି

0

ଭୁବନେଶ୍ୱର : ଯୁକ୍ତଦୁଇ ପରୀକ୍ଷାକୁ କପିଶୂନ୍ୟ ଓ ପ୍ରଶ୍ନପତ୍ର ଭାଇରାଲକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ରହିବ ୫ ସ୍ତରରେ ସ୍କ୍ୱାଡ ବ୍ୟବସ୍ଥା । ପ୍ରଥମେ ସ୍କୁଲ ସ୍ତରରେ ସ୍କ୍ୱାଡ ମୁତୟନ ହେବେ । ତାପରେ ଜୋନ ସ୍ତରରେ ଓ ପରେ ଜିଲ୍ଲା ପ୍ରଶାସନ ସ୍କ୍ୱାଡ । ଚାରି ଜୋନରୁ ଅପରେଟ ହେବେ ସ୍ଵତନ୍ତ୍ର ସ୍କ୍ୱାଡ ଏବଂ ୩୦ ଜିଲ୍ଲାରେ ୩୫ ଟି ଜାଗାରେ ସେଣ୍ଟ୍ରାଲ ସ୍କ୍ୱାର୍ଡ ମଧ୍ୟ ମୁତୟନ ହେବେ । ସୁରକ୍ଷାକୁ ଦେଖି ସବୁ ସେଣ୍ଟରରେ ସିସିଟିଭି...

ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ୱର : ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।  କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ...

IAS To Spend Nights In Dists

Bhubaneswar: To ensure government welfare schemes and programmes reaches at grassroots level, the State Government has assigned 30 senior IAS Officers with 30 districts and asked them to spend one night in the allotted district before March end. Development Commissioner Anu Garg has issued a circular to all Additional Chief Secretaries, Principal Secretaries, Secretaries and Directors in this effect recently. The...

Odisha Yatri Ride Opens

0

Bhubaneswar: Imagine a city where every journey is secure, every fare is fair, and every driver is empowered. Odisha is turning this vision into reality with Odisha Yatri—a groundbreaking mobility app that is changing how people commute across Bhubaneswar and Cuttack. With safety at the heart of its operations, the app is quickly becoming the trusted travel companion for...

ଭାରତ ବିଶ୍ୱର ଦ୍ୱିତୀୟ ମୋବାଇଲ୍ ଉତ୍ପାଦନକାରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ଭାରତକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି। ଏହାର ଶୁଭାରମ୍ଭର ଗୋଟିଏ ଦଶନ୍ଧି ମଧ୍ୟରେ, ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଦେଶର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁନାହିଁ ବରଂ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରିପ୍ରେକ୍ଷୀରେ ବିସ୍ତୃତ ତଥ୍ୟ ପ୍ରଦାନ କରି ବିଗତ ଦଶନ୍ଧିରେ ଭାରତର...