Quake In Capital
Bhubaneswar: An earthquake of magnitude 5.1 was recorded on Tuesday morning near Puri, India Meteorological Department (IMD) officials said. The quake occurred around 6.10 am at a depth of 91 km in the Bay of Bengal. The tremor was recorded at latitude 19.52 N and longitude 88.55 E, they said. The tremor was felt in Paradip, Puri, Berhampur and some other...
ୱାଟକୋ ପୁରସ୍କୃତ
ଭୁବନେଶ୍ୱର : ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜଳ ନିଗମ (ୱାଟକୋ) କୁ ଏହାର ଅଗ୍ରଣୀ ଜଳ ଗୁଣବତ୍ତା ତଥ୍ୟ ସଂଗ୍ରହ ଏବଂ ମନିଟରିଂ ସିଷ୍ଟମ ପାଇଁ ଏଣ୍ଟରପ୍ରାଇଜ୍ ଆପ୍ଲିକେସନ୍ ବର୍ଗରେ ସମ୍ମାନଜନକ "ପ୍ରଯୁକ୍ତିବିଦ୍ୟା ସଭା ପୁରସ୍କାର ୨୦୨୫" ରେ ସମ୍ମାନିତ କରାଯାଇଛି। ଜାତୀୟ ସ୍ତରୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ସାର୍ବଜନୀନ ସେବା ପ୍ରଦାନ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାରେ ଉତ୍କର୍ଷତାକୁ ସ୍ୱୀକୃତି l ଫେବୃଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଯୁକ୍ତିବିଦ୍ୟା ସଭା...
IIT-B Pacts With Ramco
Bhubaneswar: Indian Institute of Technology (IIT) Bhubaneswar today signed an MoU with the Ramco Cements Limited with an objective to establish a Center of Excellence (CoE) in the area of Sustainable Construction and Climate Resiliency. The MoU was signed by Prof. Prashant Sahu, Dean (Alumni Affairs & International Relations), IIT Bhubaneswar and Balaji K. Moorthy (Executive Director, Marketing), the Ramco Cements Ltd, in...
Nepal NHRC Raises KIIT Case
New Delhi: The National Human Rights Commission of Nepal has written to its counterpart in India requesting that the truth of the KIIT incident be investigated and justice be provided to the victims. The Nepal Commission has written to the National Human Rights Commission (NHRC) of India requesting to investigate the truth of the incident in which a Nepali student,...
ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର :ମହିଳା ବୁଣାକାରମାନେ ହେଉଛନ୍ତି ଓଡ଼ିଶା ବୟନ ଅର୍ଥନୀତିର ମେରୁଦଣ୍ଡ । ପୁରାତନ ଓ ନୂତନ ବୟନ କଳାର ଅଭିନବ ସମିଶ୍ରଣ ଦ୍ୱାରା ସେମାନେ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ବୟନ ଉତ୍ପାଦ । ସ୍ଥାନୀୟ ଏକାମ୍ର ହାଟଠାରେ ମହିଳା ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ସ୍ଵତନ୍ତ୍ର ପ୍ରଦର୍ଶନୀ କୁ ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟ ଅତିଥି ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ । ଏହି ଉଦ୍ଘାଟନୀ ସମାରୋହରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ବିକ୍ରମାଦିତ୍ୟ...
ଆରବିଆଇ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି। ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ ସଂସ୍କରଣ ଅଟେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫଏଲଡବ୍ଲୁ ୨୦୨୫ ର ବିଷୟବସ୍ତୁ " ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ" ରଖାଯାଇଛି । ଏହି ଅଭିଯାନରେ...
କାଶୀପୁରରେ ବେଦାନ୍ତର ଏମ୍ଏଚ୍ୟୁ
ଭୁବନେଶ୍ୱର : ଗୋଷ୍ଠୀ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହିତ ଆହୁରି ୨୧ଟି ଦୁର୍ଗମ ଗ୍ରାମକୁ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ (ଏମ୍ଏଚୟୁ.) ସେବାକୁ ଓଡ଼ିଶାର ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକକୁ ସମ୍ପ୍ରସାରିତ କରିଛି। କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ର ମୁଖ୍ୟ ଡାକ୍ତର ନେତ୍ରାନନ୍ଦ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "କାଶୀପୁର ଅଞ୍ଚଳର ପ୍ରାୟ ୧୦,୦୦୦ ଲୋକଙ୍କୁ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ...
39,084 Ha Forest Land Diverted
Bhubaneswar: A total of 39,084 hectares of forest land has been diverted for execution of various projects including railway, road, mining, irrigation, industry, and energy during the last two decades. According to official data of the Forest, Environment & Climate Change Department, 39,084.830 hectares of forest land has been diverted in the State for implementation of 427 projects during...
Vedanta On Community Care
Rayagada: Reinforcing its commitment to community healthcare as well as aiming to serve 21 more remote villages, Vedanta, India’s largest producer of aluminium, has expanded its Mobile Health Unit (MHU) services to Kashipur block in Odisha’s tribal-dominated Rayagada district. In his reaction, Dr.Netrananda Nayak, Head, Community Health Centre (CHC), Kashipur, said, “I would like to thank Vedanta for providing quality...
ବର୍ଷକୁ ୨ହଜାର ହେକ୍ଟର ଜଙ୍ଗଲ କଟା ଅନୁମତି
ଭୁବନେଶ୍ୱର : ରାଜ୍ୟରେ ୫୨ହଜାର କିଲୋମିଟରରୁ ଅଧିକ ପରିମିତ ଅଞ୍ଚଳରେ ଜଙ୍ଗଲ ଥିବାବେଳେ ପ୍ରତିବର୍ଷ କିନ୍ତୁ ହାରାହାରି ଭାବେ ୨ହଜାର ହେକ୍ଟର ଜଙ୍ଗଲ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଛି । ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଉଥିବା ଜଣାଯାଇଛି । ରାଜ୍ୟରେ ସର୍ବଶେଷ ସର୍ବେକ୍ଷଣ ଅନୁଯାୟୀ ମୋଟ୍ ୫୨,୪୩୩ ବର୍ଗ ମିଲୋମିଟରର ଜଙ୍ଗଲ ଅଞ୍ଚଳ ରହିଛି । ୨୦୨୩ ମସିହାରେ ଏହା ୪୮,୩୬୬ ବର୍ଗ କିଲୋମିଟର ରହିଥିଲା । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ...









