Naveen On Biju Cry
Bhubaneswar: BJD Supremo and Leader of Opposition Naveen Patnaik today strongly criticized the BJP government for its decision not to celebrate Panchayati Raj Diwas today. The State Government has decided to celebrate the day on National Panchayati Raj Diwas on April 24. The new Government has also cancelled the public holiday on 5 March. This decision of the BJP Government...
Vaishnaw On Media Boost
New Delhi: The Indian Institute of Mass Communication (IIMC) successfully hosted its 56th Convocation Ceremony today at Mahatma Gandhi Manch, IIMC, New Delhi. Ashwini Vaishnaw, Chancellor of IIMC and Union Minister for Information & Broadcasting, Railways, and Electronics & Information Technology, graced the occasion as the Chief Guest. The ceremony celebrated the achievements of the 2023-24 batch, with 478 students from...
State Pacts With IRMA
Bhubaneswar: A Tripartite Memorandum of understanding (MoU) has been signed by the Department of Water Resources, Odisha with the Institute of Rural Management Anand (IRMA), Gujarat and Director of Fisheries, Odisha in the presence of Anu Garg, Development Commissioner in the Rajib Bhawan on 4March 2025. Sadique Alam, Director of Fisheries, Odisha, Rashmi Ranjana Nayak, Project Director, OIIPCRA and Dr Umakant...
Women Panchayat Leaders Brainstorming
New Delhi: The Ministry of Panchayati Raj today launched the “Sashakt Panchayat-Netri Abhiyan” (सशक्त पंचायत-नेत्री अभियान) at a landmark National Workshop of Women Elected Representatives of Panchayati Raj Institutions held at Vigyan Bhawan, New Delhi. The historic gathering brought together more than 1,200 women Panchayat leaders from across the country ahead of International Women’s Day 2025. The Sashakt Panchayat-Netri...
ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ହେଉ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶକୁ ପ୍ରତିପାଳନ କରିବାରେ ବିଳମ୍ବ ଘଟାଉଥିବା ସରକାରୀ କର୍ମଚାରୀଙ୍କ ବେତନ ବନ୍ଦ କରାଯିବା ଭଳି ଆଇନ୍ ଅଦାଲତ ନିର୍ଦ୍ଦେଶକୁ ଠିକଣା ଭାବେ ଅନୁପାଳନ କରୁନଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବାପରେ ଏଯାବତ୍ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ୯ଥର ଜନଶୁଣାଣି କରିସାରିଲେଣି । ତାଙ୍କ ନିକଟରେ ଦରଜ ହୋଇଥିବା ଅଭିଯୋଗଗୁଡିକ ମଧ୍ୟରୁ ୮୪ ପ୍ରତିଶତ...
ଲୁଚାଉଛନ୍ତି ମଦ୍ୟପାନ ଜନିତ ଦୁର୍ଘଟଣା
ଭୁବନେଶ୍ୱର : ଦୁର୍ଘଟଣା ଘଟାଉଥିବା ମଦୁଆ ଗାଡିଚାଳକମାନେ ଅଧିକାଂଶ ସ୍ଥାନରେ ଖସିଯାଉଛନ୍ତି । ଗତବର୍ଷ ରାଜ୍ୟରେ ୬ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମଦୁଆ ଗାଡିଚାଳକଙ୍କ ଯୋଗୁଁ ମାତ୍ର ୪୬ଟି ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଅର୍ଥାତ୍ ୨୦୨୫ରେ ରାଜ୍ୟରେ ମୋଟ୍ ୬୩୨୭ଟି ସଡକ ଦୁର୍ଘଟଣା ଘଟିଛି । ଏହିଦୁର୍ଘଟଣା ମଧ୍ୟରୁ ୯୧୮ଟି ଦ୍ରୁତ ଗାଡିଚାଳନା ଯୋଗୁଁ ଘଟିଥିବାବେଳେ ୧୦୫୨ଟି ବେପରୁଆ ଗାଡି ଚାଳନା ଓ ୪୬୭୭ଟି ଦୁର୍ଘଟଣା ଅନ୍ୟାନ୍ୟ କାରଣ ଯୋଗୁଁ ହୋଇଛି । ତେବେ...
ଅଶ୍ୱିନୀଙ୍କୁ ଭେଟିଲେ କୃଷ୍ଣଚନ୍ଦ୍ର
ନୂଆଦିଲ୍ଲୀ : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ନୂଆଦିଲ୍ଲୀ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶା ସହିତ ଜଡିତ ପ୍ରମୁଖ ରେଳ ସମ୍ପର୍କିତ ବିଷୟଗୁଡ଼ିକ, ବିଶେଷକରି ମୟୂରଭଞ୍ଜ ଜିଲ୍ଲାକୁ ପ୍ରଭାବିତ କରୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଡକ୍ଟର ମହାପାତ୍ର ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱ ବୋଲି ଉଲ୍ଲେଖ କରି ଏହାର ପୂର୍ବ ସମୟ ପୁନଃସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ଜବାବରେ,...
ସମବାୟ କ୍ଷେତ୍ର ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ୩ୟ ରାଜ୍ୟସ୍ତରୀୟ ସମବାୟ ଉନ୍ନୟନ (ଏସସିଡିସି) କମିଟି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆନ୍ତଜାତିକ ସମବାୟ ବର୍ଷ ୨୦୨୫ ପାଳନ ପ୍ରସ୍ତୁତି ସଂପର୍କିତ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୨୫କୁ ଆନ୍ତର୍ଜାତିକ ସମବାୟ ବର୍ଷ (ଆଇଓ୍ୱାଇସି) ଭାବେ ଘୋଷଣା କରାଯାଇଛି । "ଉତ୍ତମ ବିଶ୍ୱ ଗଠନରେ ସମବାୟ" ଶୀର୍ଷକ ଆଧାରରେ ଏହି...
ସୋଆରେ ଜାତୀୟ ଏକତା ଶିବିର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଫେବୃଆରୀ ୨୧ ରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୨୦୦ରୁ ଊର୍ଦ୍ଧ୍ୱ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ସୋଆ ଏବଂ ଭୁବନେଶ୍ୱର ସ୍ଥିତ ଏନ୍ଏସ୍ଏସ୍ ରିଜିଓନାଲ୍ ଡାଇରେକ୍ଟୋରେଟର ସହଯୋଗିତାରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଓଡ଼ିଶାର ୧୫ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ,...
CM Sends Bjiu Invite
Bhubaneswar: In a noble gesture and an intelligent move, Chief Minister Mohan Charan Majhi today invited Leader of Opposition (LoP) Naveen Patnaik to attend the birth anniversary of legendary leader Biju Patnaik on 5 March. The Chief Minister has penned down a letter to Shri Patnaik in this regard and invited the LoP and son of Legendary Biju Patnaik to...










