ଲଘୁ ଖଣିଜ ପଦାର୍ଥ ବେଆଇନ କାରବାରକୁ ରୋକ
ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ । ଆଲୋଚିତ ଅନ୍ୟାନ୍ୟ ବିଷୟ ମଧ୍ୟରେ ଲଘୁ ଖଣିଜ ପଦାର୍ଥର ବେଆଇନ ଖନନ ମାମଲା ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ବିଷୟ ଥିଲା । ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ଜିଲ୍ଲା କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ୍ ବାଲି...
Sarangi Gets Union Secretary Rank
New Delhi: IAS Veteran, Santosh Kumar Sarangi has been promoted to the rank of Secretary in the Union Government. 1994 Batch IAS Officer, Mr.Sarangi, who is now serving as Director General Foreign Trade (DGFT) has been empaneled in the level of Secretary. While Government of Odisha presented him the Apex Scale on 1 January, 2024, Shri Sarangi has been promoted as...
ସମ୍ରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର
ଭୁବନେଶ୍ୱର : ସୋଆ ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ନାୟୁ ଜନିତ ବ୍ୟାଧି ପାର୍କିନ୍ସନ୍ସ ଡିଜିଜ ସମସ୍ୟାରେ ଦୀର୍ଘ ବର୍ଷ ଧରି ପୀଡ଼ିତ ଥିବା ଜଣେ ୩୬ ବର୍ଷୀୟା ମହିଳାଙ୍କର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍) ମାଧ୍ୟମରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଗତ ମଙ୍ଗଳବାର ସମ ହସ୍ପିଟାଲ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ସୂଚନା ଦେଇ ଶିକ୍ଷା ଓ...
Subhadra@1 CR Women
Bhubaneswar: Subhadra Yojana, the ambitious scheme of the new BJP government has reached over one crore women of the State on Thursday with the government distributing Rs 115 crore to 2.30 lakh new women beneficiaries under the scheme. Deputy Chief Minister Pravati Parida, who is the Minister for Women and Child Development and Mission Shakti Departments, directly transferred Rs 5,000...
State To Open Shishu Vatika
Bhubaneswar: In Alignment with the mandate of National Educational Policy (NEO), 2020, the State government has decided to open Shishu Vatika for children in the age group of 5 and 6 from the academic year 2025-26. School and Mass Education Secretary Shalini Pandit has issued detailed guidelines to all Collectors in this regard. As per the guidelines, the children in the...
CM Moves To Official Res
Bhubaneswar: Chief Minister Mohan Charan Majhi today formally entered into the CM’s official residence. After remaining vacant for nearly 25 years, the official residence of the CM in the State Capital welcomed a new occupant. Shri Majhi, accompanied by his wife Priyanka Marandi and their children, performed the Gruha Pravesh (housewarming) ceremony at 10:47 am, following a puja conducted by...
SOA On Parkinson Care
Bhubaneswar: The Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan Deemed to be University (SOA) here, has become the first hospital in Odisha to successfully undertake Deep Brain Stimulation (DBS) surgery to treat Parkinson’s Disease. Regarded as a powerful advanced surgical therapy to treat certain aspects of Parkinson’s Disease (PD), it mostly addresses the...
ଜମା ତୁଳନାରେ ଦେଉନାହାନ୍ତି ଋଣ
ଭୁବନେଶ୍ୱର : ରାଜ୍ୟର ଥିବା ବ୍ୟାଙ୍କ୍ମାନଙ୍କର ଜମା ସଂଗ୍ରହ ପରିମାଣ ବର୍ଷକୁ ବର୍ଷ ଯେଉଁ ପରିମାଣରେ ବୃଦ୍ଧି ପାଉଛି ସେହି ହାରରେ ଋଣ ପ୍ରଦାନ ବଢୁନାହିଁ । ମୋଟ ଜମା ସଂଗ୍ରହର ସିଂହଭାଗ ରାଜ୍ୟରେ ଥିବା ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଖାତାକୁ ଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ ରାଜ୍ୟରୁ ପ୍ରାୟ ୨.୯୮ ଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୨୦୨୨-୨୪ ବର୍ଷରେ ଜମା ସଂଗ୍ରହ ପରିମାଣ ୩.୫୧ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ଏହି ସମୟ ମଧ୍ୟରେ...
ଗୁରୁତର ସମସ୍ୟା ଆଣିବ ଜଳସ୍ତର ହ୍ରାସ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଭବିଷ୍ୟତରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ପରିବେଶବିଜ୍ଞାନୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଭୁବନେଶ୍ୱରର ଯେଉଁ ସ୍ଥାନରେ ୨୦ବର୍ଷ ତଳେ ୨୦୦ ଫୁଟ ଖୋଳି ପାଣି ବାହାର କରାଯାଉଥିଲା ଏବେ ସେଠାରେ ୩୦୦ ଫୁଟରୁ ଅଧିକ ଖୋଳିବାକୁ ପଡୁଛି । ବିଶେଷକରି ଜନସଂଖ୍ୟା ବୃଦ୍ଧି ସହ ଜମିର ବ୍ୟବହାର ଓ ଭୂପଷ୍ଠ ଆବରଣରେ ପରିବର୍ତ୍ତନ, ସହରାଞ୍ଚଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି, ଶିଳ୍ପର ବିକାଶ, ପରିବେଶ ପ୍ରଦୂଷଣ,...
Schools To Wear Saffron
Bhubaneswar: The State government has decided to change the colour of school buildings to 'Orange Tan-N'. The Odisha State Education Programme Authority (OSEPA) has issued an instruction to all Collectors in this regard. The OSEPA has called on District Collectors to ensure compliance with this directive, emphasising the adoption of the specified colour during construction and renovation works. This initiative reflects...









