Odisha Bags DigiTech Award
New Delhi: Krushi Samruddhi Advisory System, the digital agriculture extension mechanism developed by the Department of Agriculture, Government of Odisha has been selected by the Economic Times Conclave to receive an award under the Jury Choice Category – “Digital Initiative in Agriculture and Farmer Empowerment” at the DigiTech Awards 2025 ceremony held on 18 March, at the Hyatt Regency,...
ପୂରଣ ହେବ ଭୁବନେଶ୍ୱରର ପ୍ରଦୂଷଣ ମୁକ୍ତ ଲକ୍ଷ୍ୟ
ଭୁବନେଶ୍ୱର : ଯୁକ୍ତରାଜ୍ୟ ସରକାର ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କା ର ମିଳିତ ଆନୁକୂଲ୍ୟରେ ଆଜି ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା। ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(ଟେରି)’ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା। ଏହି କର୍ମଶାଳାରେ...
Governor Offers Condolences
Bhubaneswar: Governor Hari Babu Kambhampati, along with First Lady Jayashree Kambhampati, visited the residence of Union Minister Dharmendra Pradhan in Bhubaneswar on Tuesday to offer condolences on the passing of Pradhan’s father, Debendra Pradhan. Debendra Pradhan, a veteran politician and former Union Minister, was a respected figure known for his lifelong dedication to public service and strong ideological commitment. Governor Dr.Kambhampati...
Naba Das Case Reopened
Bhubaneswar: After a long gap, the Crime Branch today began a fresh investigation into the assassination of former Minister Naba Kishore Das in the wake of demand for CBI probe into the high-profile murder case. While replying to a debate in the Odisha Legislative Assembly, Law Minister Prithiviraj Harichandan said that a two-member team of the CB has already reached...
2 RBTs 12 Leopards Killed
Bhubaneswar: Poachers have killed two Royal Bengal Tigers (RBTs) and a dozen of leopards in different forest areas of the State in the past three years, Forest, Environment and Climate Change Minister Ganesh Ramsingkhuntia said today. In response to a query of BJP legislator Chakramani Kanhar in the Assembly, the Minister said two Royal Bengal Tigers and 12 leopards were...
214 APC In Similipal
Bhubaneswar: The State Government has set up 214 Anti-Poaching Camp(APC)s and temporary platforms in Similipal wildlife sanctuary for prevention of poaching and other illegal encroachments, Forest, Environment and Climate Change Minister Ganesh Ram Singkhuntia told Assembly today. While 135 anti-poaching camps and temporary platforms have been set up in Similipal South Wildlife Sanctuary and 79 anti-poaching camps in Similipal North...
କେନ୍ଦୁପତ୍ରରୁ ଆୟ କମୁଛି
ଭୁବନେଶ୍ୱର : କେନ୍ଦୁପତ୍ର କାରବାରରୁ ଓଡିଶା ବନ ଉନ୍ନୟନ ନିଗମର ଆୟ ହ୍ରାସ ପାଉଛି । ଅନ୍ୟ ପକ୍ଷରେ ବାଉଁଶ ଓ ମହୁ କାରବାରରୁ ନିଗମର ଆୟ ବଢିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶାର ଜଙ୍ଗଲରୁ ଉତ୍ପାଦନ ହେଉଥିବା ଲଘୁ ବନ ଜାତ ସାମଗ୍ରୀ ମଧ୍ୟରୁ କେନ୍ଦୁପତ୍ର, ବାଉଁଶ ଏବଂମହୁର ଉତ୍ପାଦନ...
ସୋଆ ପକ୍ଷରୁ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଣ୍ଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ...
Rivers At Risk
Bhubaneswar: A group of people from various walks of life who had gathered for the eighth edition of Odisha Manaska circle at Saheed Nagar to discuss about dying rivers and dying traditions in Odisha lent their voice to support "Save Gangua" and decided to form a pressure group to work towards saving, reviving and rejuvenating dying rivers in Odisha...
ନଦୀ ପୁନରୁଦ୍ଧାର ପାଇଁ ଏକାଠି
ଭୁବନେଶ୍ୱର: ଓଡ଼ିଶାର ନଦୀ ଓ ଜଳାଶୟଗୁଡ଼ିକର ଖରାପ ଅବସ୍ଥାକୁ ନେଇ ଚିନ୍ତା ବଢ଼ୁଛି ଏଥିପାଇଁ ବିଭିନ୍ନ ପୃଷ୍ଠଭୂମିର ନାଗରିକମାନେ ଏକାଠି ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଓଡ଼ିଶା ମନସ୍କ ସର୍କଲର ଅଷ୍ଟମ ସଂସ୍କରଣରେ ପରିବେଶ କର୍ମୀ, ଐତିହ୍ୟ ସଂରକ୍ଷକ, ଶିକ୍ଷାବିତ୍ ଏବଂ ସଚେତନ ନାଗରିକମାନେ ଏକାଠି ହୋଇ "ମରିଯାଉଥିବା ନଦୀ, ମରିଯାଉଥିବା ପରମ୍ପରା: ଆମେ ଓଡ଼ିଶାର ନଦୀଗୁଡ଼ିକୁ ରକ୍ଷା ନକରି ଓଡ଼ିଶାର ସାମାଜିକ-ସାଂସ୍କୃତିକ ପରିଚୟ ରକ୍ଷା କରିପାରିବା କି"? ନାମକ ଏକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ କରିଥିଲେ । ରାଜ୍ୟରେ...









