ପାନୀୟ ନିଗମ ଦେଲା ୨୫ କୋଟି
ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ ଏବଂ ରାଜ୍ୟ ସରକାରଙ୍କୁ ଏବଂ ୧୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ନିଗମର ଅଧ୍ୟକ୍ଷା ତଥା ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଏହି ଅନ୍ତରୀଣ ଲାଭାଂଶ ରାଶି ଏବଂ ଅନୁଦାନ...
ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି
ଭୁବନେଶ୍ୱର : ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ମହାମହୀମ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ । ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ...
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ଚୁକ୍ତି ଭିତ୍ତିକ
ଭୁବନେଶ୍ୱର : ରାଜ୍ୟର ୨୯ ଜିଲ୍ଲାରେ ଚୁକ୍ତିଭିତ୍ତିକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀ ପଦବୀଟି ଖାଲି ପଡିଥିବାବେଳେ କୋରାପୁଟ ଜିଲ୍ଲା ଶିଶୁଙ୍କ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛି ଏବଂ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ପ୍ରାପ୍ତ ଅଭିଯୋଗ ବିଚାରାଧିନ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ...
Cong MLAS Demonstration Before Assembly
Bhubaneswar: The suspended Congress MLAs today staged demonstration before the State Legislative Assembly after being prevented by security personnel from entering the Assembly premises. Though it was a sunny day, Congress Legislature Party leader Ram Chandra Kadam and two other Congress MLAs-- Ashok Das and Pabitra Saunta—staged a dharna in front of the entrance gate of the Assembly. Shri Kadam criticized the BJP...
Kalikesh Concern For Tourists Safety
Bhubaneswar: Senior BJD leader and Lawmaker Kalikesh Narayan Singh Deo today expressed deep concern over the safety of tourists visiting different places in the State. Shri Singh Deo has raised a question in this regard in the Assembly today. He wanted to know about the safety and security measures implemented to ensure a safe experience for tourists. “What measures are being...
SOA Brainstorming On LCMS
Bhubaneswar: A day-long workshop on Liquid Chromatography-Mass Spectrometry (LCMS) was organised at the Siksha ‘O’ Anusandhan Deemed to be University (SOA) here on Friday which was attended by 24 researchers from six different institutes. Sponsored by the Department of Biotechnology (DBT) under the DBT Builder Program and supported by Shimadzu Analytical (India) Private Ltd, a leading analytical instrumentation company, the...
ଏମଜିକ୍ୟୁ ବନ୍ଦ ପାଇଁ ଦାବି
ଭୁବନେଶ୍ୱର : ମଦ ବିକ୍ରି ପାଇଁ ଓଡିଶା ରାଜ୍ୟ ମଦ ନିଗମ ରଖିଥିବା ମିନିମମ ଗ୍ୟାରେଣ୍ଟି କ୍ୱାଣ୍ଟିଟି (ଏମଜିକ୍ୟୁ) ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ ଆଜି ବିଧାନସଭାରେ ଦାବି କରିଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ଶୂନ୍ୟକାଳରେ ଶ୍ରୀ ଦାସ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମଦ ନିଗମର ଏମଜିକ୍ୟୁ ନିୟମ ଦ୍ୱାରା ମଦ ଦୋକାନୀମାନେ ବାଧ୍ୟହୋଇ ଅଧିକ ପରିମାଣରେ ମଦ ଉଠାଉଛନ୍ତି । ସମସ୍ତ ମଦ ବିକ୍ରି ହେଉନଥିବାରୁ ବଳି ପଡୁଥିବା ମଦକୁ କୋଚିଆମାନଙ୍କ ଦ୍ୱାରା ବିକ୍ରି ହେଉଛି । ସେମାନେ...
ଗୋଟିଏ ପ୍ରଶ୍ନରେ ଦୁଇ ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର : ବେଦାନ୍ତ ଠାରୁ ଫେରସ୍ତ ହୋଇଥିବା ଜମି ଏହାର ମୂଳ ମାଲିକଙ୍କୁ ଫେରସ୍ତ ଦେବା ନେଇ ବିଧାନସଭାରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନର ଉତ୍ତରକୁ ଆଜି ଉଭୟ ପୂର୍ତ୍ତ ଓ ରାଜସ୍ୱ ମନ୍ତ୍ରୀ ଦେଇଥିଲେ । ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁରୀ ଜିଲ୍ଲାରେ ବେଦାନ୍ତ ଠାରୁ ଫେରିଥିବା ଜଗନ୍ନାଥଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସିବା ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ପୂର୍ତ୍ତମନ୍ତ୍ରୀ କହିଥିଲେ ଯେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ନିକଟରୁ ଜମିସବୁ...
ଇଦ୍ଗା ପଡିଆକୁ ଐତିହ୍ୟ ସ୍ମାରକୀ ଦାବି
ଭୁବନେଶ୍ୱର : ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ହୋଇଥିବା କଟକ ମହାନଗରର ଇଦ୍ଗା ପଡିଆକୁ ଓଡିଆ ଜାତିର ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସୁଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୦୩ ଡିସେମ୍ବର ମାସରେ ଉତ୍କଳ ଗୌରବ ମଦୁସୂଦନଙ୍କ ଉଦ୍ୟମ କ୍ରମେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଏହି ପଡିଆରେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଇଦ୍ଗା ପଡିଆ କ୍ରମଶଃ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଥିବାବେଳେ ଏଠାରେ ରାତିରେ ମଦୁଆଙ୍କ ସମେତ...
ମାଧ୍ୟମିକ ସ୍ତରରେ ସର୍ବାଧିକ ପାଠ ଛାଡୁଛନ୍ତି
ଭୁବନେଶ୍ୱର : ପ୍ରାଥମିକ ସ୍ତରରେ ଅଧାରୁ ପାଠପଢା ଛାଡୁଥିବା ପିଲାଙ୍କ ସଂଖ୍ୟା ଖୋରଧା ଜିଲ୍ଲାରେ ସର୍ବାଧିକ ଥିବାବେଳେ ମାଧ୍ୟମିକ ସ୍ତରରେ ଏହି ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ରହିଛି । ସମସ୍ତ ପ୍ରକାର ମାଗଣା ଯୋଜନା ସତ୍ୱେ ଛାତ୍ରଛାତ୍ରୀମାନଙ୍କର ଏଭଳି ଅଧାରୁ ପାଠପଢା ଛାଡିବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୦୨୪-୨୫ ବର୍ଷରେ ପ୍ରାଥମିକ ସ୍ତରରେ ୨୪୫ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡି ଦେଇଛନ୍ତି । ସେହିଭଳି ମାଧ୍ୟମିକ ସ୍ତରରେ ୯୩୮୭ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡିଥିବା ସରକାରୀ...










