Feel Pain Of Animals; SOA VP

Bhubaneswar: Veterinarians have the onerous responsibility of understanding the problem and pain of suffering animals and birds as they can’t express it themselves, Saswati Das, Vice-President of Siksha ‘O’ Anusandhan (SOA) said on Saturday. “Our civilization cannot exist without animals. Hence, taking care of them and understanding their problem with a proactive attitude is of great importance,” Smt.Das said while...

Vedanta On Malaria Control

0

Bhubaneswar: In a bid to enhance the vulnerable community’s well-understanding of malaria control, Vedanta Aluminium marked the World Malaria Day with a massive awareness drive in the tribal-dominated Kalahandi district of Odisha. While the main focus was on two villages Nakrundi and Gunpur apart from other remote pockets, the anti-malaria awareness campaign featured street plays performed by seasoned artists drawing...

ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ

0

ଭୁବନେଶ୍ୱର : ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି । ସୋଆ...

ବେଦାନ୍ତ ପକ୍ଷରୁ ମ୍ୟାଲେରିଆ ସଚେତନତା ଅଭିଯାନ

0

ଭବାନୀପାଟଣା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି ଏବଂ ଗୁଣପୁର ନାମକ ଦୁଇଟି ଗ୍ରାମରେ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ୩୮୦ ରୁ ଅଧିକ ବାସିନ୍ଦାଙ୍କୁ ଆକର୍ଷିତ କରି ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ସିଜିମାଳି ବକ୍ସାଇଟ୍ ଟିମ୍‍ ଦ୍ୱାରା ବଣ୍ଟନ କରାଯାଇଥିବା ଔଷଧଯୁକ୍ତ ମଶାରୀ ବ୍ୟବହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ...

ନୂଆ ଏନଏସିକୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ୨୦ଟି ଏନଏସି ଗଠନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେବାପରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ୨୦୨୪ ଫେବୃୟାରୀ ମାସରେ ରାଜ୍ୟ ସରକାର ୩୪ଟି ନୂଆ ଏନ୍‍ଏସି ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ୨୦ଟି ନୂଆ ଏନଏସି ତାଲିକାରେ ସେଥିରୁ କେତୋଟି ରହିଛି ଏବଂ କେତୋଟି କଟିଛି ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି । ବହୁ ଦିନର ଦାବି...

୫୭ ବର୍ଷ ଧରି ଚାଲିଛି ସୀମା ବିବାଦ ମାମଲା

0

ଭୁବନେଶ୍ୱର : ପ୍ରାୟ ୫୭ବର୍ଷ ଧରି କୋଟିଆ ପ୍ରସଂଗରେ ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ଅଦାଲତି ଲଢ଼େଇ ଚାଲିଛି । ଏଥିପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ବିବାଦ ଲାଗି ରହିବା ଫଳରେ ସଂପୃକ୍ତ ଅଞ୍ଚଳରେ ଏକ ପ୍ରକାର ଦ୍ୱୈତ ଶାସନ ଚାଲୁଛି । ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା...

Prep Meet For WAVES 2025

Bhubaneswar : The Inter Media Publicity Coordination Committee (IMPCC) – Odisha Region, held a meeting today at the Akashvani Cuttack office to strategize the communication and publicity activities for the upcoming World Audio-Visual & Entertainment Summit (WAVES) 2025, which will be hosted in Mumbai for the first time from May 1 to 4, 2025. Chaired by Shri Akhil Kumar Mishra,...

ୱେଭ୍ସ ସମ୍ମିଳନୀର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି କଟକ ଆକାଶବାଣୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ...

Ro-Pax For Tourists Soon

0

Bhubaneswar: With an aim to provide economic and better transport facilities for people and traders, the State Government has all set to start Ro-Pax vessel operation for transportation of passengers, tourists and cargo on National Waterway No.5. Ro-Pax vessel M.V. Bhupen Hazarika will start running on river Dhamara between Dhamara under Chandabali Tahasil of Bhadrak district to Talachua under Rajnagar...

ନବଜାତକର ଜୀବନ ବଞ୍ଚାଇଲେ ସମ୍ମମ ଡାକ୍ତର

0

ଭୁବନେଶ୍ୱର : ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତରୀ ଟିମ୍‌। ଗର୍ଭଧାରଣର ମାତ୍ର ୩୩ ସପ୍ତାହରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିର ବିରଳ ସମସ୍ୟା ଯାହାକୁ ‘ପାଇରେ ରୋବିନ୍ ସିକ୍ୱେନ୍ସ’ କୁହାଯାଏ ସେଥିରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। ଏହି ସମସ୍ୟା ଜନ୍ମଗ୍ରହଣ କରୁଥିବା ୧୪ ହଜାର ଶିଶୁଙ୍କ ମଧ୍ୟରୁ...