କଟକରେ ଏନଆଇଏ ଟିମ୍
କଟକ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଚଳାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ତିନି ଜଣିଆ ଟିମ୍ ମଙ୍ଗଳବାର କଟକରେ ପହଞ୍ଚିଛନ୍ତି। ଏହି ମରଣାତ୍ମକ ଆକ୍ରମଣରୁ ବର୍ତ୍ତି ଯାଇଥିବା ଏକ ପରିବାରକୁ ପଚରାଉଚରା କରିଛନ୍ତି। ବୈସାରଣ ଘାଟିରେ ଘଟିଥିବା ଏହି ଆକ୍ରମଣରେ ରଞ୍ଜିତ କୁମାର ଭୋଳ (୬୯), ତାଙ୍କ ପତ୍ନୀ ଶଶୀ କୁମାରୀ ନାୟକ (୬୫), ସାନ ପୁଅ ସନ୍ଦୀପ (୩୫) ଏବଂ ବୋହୂ ଲେଲିନା ଶୁଭଦର୍ଶିନୀ (୩୩) ଅଳ୍ପକେ ବର୍ତ୍ତି ଯାଇଥିଲେ।ତେବେ ଏହି ପରିବାର ପୂର୍ବରୁ କହିଥିଲେ ଯେ ପ୍ରାୟ ୫...
୪୮ଟି ପର୍ଯ୍ୟଟନସ୍ଥଳୀକୁ ଯିବା ନିଷେଧ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସାରା ରାଜ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ସେନା ଏବଂ ପୋଲିସ କର୍ମଚାରୀମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ଏବଂ ବାଛି ବାଛି ଆତଙ୍କବାଦୀମାନଙ୍କୁ ହତ୍ୟା କରୁଛନ୍ତି ଏବଂ ସେମାନଙ୍କ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛନ୍ତି । ଏହି ସେନା କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଜମ୍ମୁ-କଶ୍ମୀର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର କଶ୍ମୀର ଉପତ୍ୟକାର ୪୮ଟି ପର୍ଯ୍ୟଟନ ସ୍ଥଳକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ...
ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି।...
Hike In Minimum Wage
Bhubaneswar: Chief Minister Mohan Charan Majhi today approved a proposal to increase the minimum daily wage for workers in Odisha by Rs. 10. The announcement made today, reflects Shri Majhi's stated commitment to prioritizing the welfare of the working class. This increased wage will be implemented retrospectively from 1 April. CMO released a statement emphasizing Shri Majhi's dedication to the...
ଶୀତଳ ଭଣ୍ଡାର ପାଇଁ ପାଣ୍ଠି ବ୍ୟବସ୍ଥା
ଭୁବନେଶ୍ୱର : ଆମ ରାଜ୍ୟର ଚାଷୀମାନେ ଉତ୍ପାଦନ କରୁଥିବା ଆଳୁ, ବିଭିନ୍ନ ପନିପରିବା ଓ ଫଳ ଆଦିକୁ ସଂରକ୍ଷିତ କରି ରଖିବା ବଡ ଆହ୍ଵାନ ପାଲଟିଥିଲା I ଉପଯୁକ୍ତ ଭିତ୍ତିଭୂମି ଅଭାବ ଯୋଗୁଁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଅଧିକାଂଶ ସମୟରେ ସେମାନଙ୍କୁ କ୍ଷତି ସହିବାକୁ ପଡୁଥିଲା I ତେଣୁ ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ନୂତନ ରାଜ୍ୟ ଯୋଜନା "ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା" ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି...
Crackdown On Infiltrators
Bhubaneswar: Following the recent terror attack in Pahalgam, the Odisha Government has announced a crackdown on foreign infiltrators, with plans to deport Pakistani and Bangladeshi nationals residing illegally in the state. Law Minister Prithviraj Harichandan addressed journalists today, stating that the Government is awaiting instructions from the Ministry of Home Affairs (MHA) regarding the deportation of 11 Pakistani nationals who...
Pact For Agri Sector Growth
Bhubaneswar: In a significant stride towards modernizing and making agriculture more inclusive and resilient, the Government of Odisha and the Bill & Melinda Gates Foundation today formalized a strategic partnership through the signing of a Memorandum of Understanding (MoU). The collaboration will focus on leveraging cutting-edge technologies and sustainable practices to drive growth in key agricultural sectors, including crops,...
SOA Prez Meets Ridescan Boss
Bhubaneswar: Lohit Kumar Das, a 2010 pass out of the Institute of Technical Education and Research (ITER), faculty of engineering of SOA Deemed to be University, and Co-founder of Ridescan, United Kingdom, called on SOA Founder President Prof. (Dr.) Manojranjan Nayak here on Tuesday. Shri Das, who worked with Wipro, studied MBA at the London Business School and subsequently took...
BJD Seeks Stern Action
Berhampur: Opposition BJD today visited the family of four year old girl of Ganjam who was allegedly raped and murdered and demanded strong legal action against the accused person. A women fact-finding team of BJD led by Snehangini Chhuria visited the victim’s village and expressed their grave concern on rising crime against women in the State. After discussing with the villagers...
MNRE Boosts Green Hydrogen
New Delhi: "Mainstreaming Decentralised Green Hydrogen in India," was launched today at a workshop focused on the National Green Hydrogen Mission. It delves into the significant role that decentralised green hydrogen production can play in accelerating India's transition towards a cleaner energy future. The workshop, held here brought together key stakeholders including policymakers, industry experts, and researchers to discuss the...










