କାର୍ଯ୍ୟକ୍ଷମ ହୋଇନି ଅଧା ବୃହତ୍ ଶିଳ୍ପ
ଭୁବନେଶ୍ୱର : ରାଜ୍ୟରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ଶିଳ୍ପସଂସ୍ଥା ଆଗେଇ ଆସୁଛନ୍ତି ସେମାନଙ୍କ ମଧ୍ୟରୁ କିଛି ସଂସ୍ଥା ପ୍ରକଳ୍ପରୁ ଓହରି ଯାଉଥିବାବେଳେ ଆଉ କିଛି ସଂସ୍ଥା ଆଇନ୍ ଅଦାଲତ ମାମଲାରେ ଛନ୍ଦି ହେଉଛନ୍ତି । ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ଜମି ନେଇ ଯେଉଁମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାରଖାନା କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସୂଚନା ଅନୁଯାୟୀ ୨୦୦୪ ରୁ ୨୦୧୧ ମଧ୍ୟରେ ୯୨ଟି ବୃହତ୍ ଶିଳ୍ପ ଓଡିଶାକୁ ଆସିଥିଲେ ।...
Pujari Whips Revenue Officers
Bhubaneswar: In a significant move aimed at curbing irregularities in land sales and registrations, the Revenue and Disaster Management Minister, Suresh Pujari, has initiated stringent actions against revenue officers across the state. The government's decisive measures have resulted in the suspension of two Additional Tehsildars from Bhubaneswar and the issuance of show-cause notices to over 400 others. The suspended...
Shekhawat Lauds Odisha Tourism
Jaipur, Rajasthan - The "Meet in India" conclave held today in Jaipur, the vibrant capital of Rajasthan, witnessed significant appreciation for Odisha's burgeoning tourism sector. The event, graced by Union Tourism Minister Gajendra Singh Shekhawat as the chief guest, saw enthusiastic participation from Odisha, led by the Deputy Chief Minister Parvati Parida and Secretary Tourism, Balwant Singh, along...
ଅପିଲ୍ ମାମଲା ଫଏସଲା ପାଇଁ କ୍ୟାମ୍ପ କୋର୍ଟ
ଭୁବନେଶ୍ୱର : ନାଗରିକ-କୈନ୍ଦ୍ରିକ ଶାସନ ଏବଂ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଆଜି ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ନାଗରିକ କେନ୍ଦ୍ରିକ ଆଭିମୁଖ୍ୟ ସୁନିଶ୍ଚିତ କରିବା ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆଇନ, ୧୯୮୨ ଅନୁଯାୟୀ ଦାୟର ଅପିଲ୍ ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ...
Process Begins For Census
Bhubaneswar: The State Government today issued a notification allowing changes in administrative boundaries of the district, sub-division, block, tehsil, village and urban local bodies (ULBs) till June 2025. The Revenue and Disaster Management Department has brought out the notification stating, “The boundaries of administrative units for ensuring Census will be frozen on July 1, 2025.” The State Government has taken...
SJTA Issues Show Cause Notice To Das Mohapatra
Puri:Chief Administrator of Sri Jagannath Temple Administration(SJTA) Dr.Arabinda Kumar Padhee has issued a stern show-cause notice to senior daitapati sevak Sri Ramakrishna Das Mohapatra, demanding an explanation within seven days for his recent controversial statements that have allegedly caused confusion among devotees and tarnished the temple's dignity. The notice, issued earlier today, cites Sri Das Mohapatra's alleged participation in the...
ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି
ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟସେବା ନିଶ୍ଚିତ କରାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ବିଭାଗୀୟ ଶାସନ ସଚିବ ଅଶ୍ଵତୀ ଏସ.ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସଭାଗୃହ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରାକ୍-ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା...
Probe Begins On Digha Temple Row
Puri:The Shree Jagannath Temple Administration (SJTA) today began its probe into alleged use of surplus wood of Puri Jagannath Temple for Digha Jagannath temple. Senior Sevayat of Sri Mandir, Ramakrushna Dasmahaptra today appeared before the SJTA panel here. SJTA Chief Administrator Dr Arabinda Padhee and senior officers questioned Shri Dasmahaptra about his controversial remark made before West Bengal media...
ECINET Soon For Electors
New Delhi: In a major initiative, the Election Commission of India is developing a new user-friendly digital interface for the electors and its other stakeholders such as the election officials, political parties and the civil society. The new one-stop platform, ECINET, will integrate and reorient over 40 of ECI’s existing mobile and web applications. ECINET will have an aesthetic User...
ଦୁର୍ଘଟଣା ହାର କମୁଥିଲେ ବି ବଢୁଛି ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣାର ହାର କମୁଥିବାବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ହାର କିନ୍ତୁ ବଢିବାରେ ଲାଗିଛି । ଦୁର୍ଘଟଣା ପରବର୍ତ୍ତୀ ସମୟରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଥିବା କୁହାଯାଉଛି । ସର୍ବଶେଷ ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨ମସିହାରେ ୧୧,୬୬୩ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ଏହାର ହାରାହାରି ସଂଖ୍ୟା ଥିଲା ୨.୮୨ ପ୍ରତିଶତ । କିନ୍ତୁ ୨୦୨୪ରେ ଏହି ହାର ୦.୨ ପ୍ରତିଶତକୁ ହ୍ରାସ ପାଇଛି । ଯଦିଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୧୨ହଜାରକୁ ଟପିଛି...










