ସେମିକଣ୍ଡକ୍ଟର ୟୁନିଟ୍କୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ : ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ। ଏହି ୟୁନିଟରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ । ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ ଚାଳିତ ଯାନ, ଉପଭୋକ୍ତା...
Opposition Stalls House
Bhubaneswar: Opposition BJD and Congress created a ruckus in the State Legislative Assembly on Monday demanding inclusion of all eligible women under the newly announced Subhadra Yojana of BJP Government. Due to protest from the Opposition Lawmakers, the House witnessed several adjournments and the last one was till 4 PM. Except paying tributes to the late Ashwini Guru, a former...
ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ୪ଟିରେ କୁଳପତି ନଥିବାବେଳେ ଆଗାମୀ ନଭେମ୍ବର ସୁଦ୍ଧା ଆଉ ୪ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ହେବାକୁ ଯାଉଛି । ଏଗୁଡିକ କେବେସୁଦ୍ଧା ପୂରଣ ହେବ ସେଥିଘେନି ଅନିଶ୍ଚିତତା ଲାଗି ରହିଥିବାବେଳେ ନୂତନ କୁଳପତି ନିଯୁକ୍ତି ପାଇଁ ଏଯାବତ୍ ଚୟନ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରରକଥା ବିଜ୍ଞାପନ ପ୍ରକାଶ ପାଇନାହିଁ କିମ୍ବା କମିଟି ଗଢାଯାଇ ନାହିଁ । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଶ...
ସେବା କ୍ଷେତ୍ରରେ ୫୩ଲକ୍ଷରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର : ୨୦୨୨-୨୩ ରେ ଓଡ଼ିଶାରେ ସେବା କ୍ଷେତ୍ରରେ ୫୩.୩ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ଏହି କ୍ଷେତ୍ରରେ ନିୟୋଜିତ ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୬.୨ ଲକ୍ଷ (୪୯.୨%) ବାଣିଜ୍ୟ, ମରାମତି, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ନିଯୁକ୍ତି ପାଇଥିବା ବେଳେ ୧୨.୨ ଲକ୍ଷ (୨୨.୯%) ଅନ୍ୟ ସେବା (ସ୍ୱାସ୍ଥ୍ୟ ଏବଂ ଶିକ୍ଷା) ରେ ନିଯୁକ୍ତି ପାଇଛନ୍ତି । ସେହିପରି ପରିବହନ ଓ ଆନୁଷଙ୍ଗିକ କ୍ଷେତ୍ରରେ ୮.୯ ଲକ୍ଷ (୧୬.୭%), ରିଅଲ୍ ଇଷ୍ଟେଟ୍ ଏବଂ ଆଇଟିରେ ୨.୪...
Service Sector Growth In Odisha
Bhubaneswar: While Odisha provides the eco-system for service sector growth, more than 53.3 lakh persons were employed in the services sector in Odisha during 2022-23. Vishal Dev, Principal Secretary Electronics & Information Technology, while participating in the State Consultation Workshop on Creating Enabling Ecosystem for Services in Tier 2&3 Cities here on 31 August said according to latest official data,...
Industry Urged For Women Employment
Bhubaneswar: Deputy Chief Minister Pravati Parida has called on industries in Odisha to prioritize the employment of women, emphasizing the importance of gender equality in the workforce. Speaking as the Chief Guest at the valedictory function of 'Resurgent Odisha 2024,' a global trade show organized by Utkal Chamber of Commerce and Industry Limited (UCCIL) at Janata Maidan, Shrimati Parida underscored...
ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁଙ୍କୁ ଗୁରୁତ୍ୱ
କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ କିଶୋର ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଛନ୍ତି। କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଦିବ୍ୟାଙ୍ଗ ଶିଶୁଙ୍କ ସୁରକ୍ଷା ସମ୍ପର୍କିତ ନବମ ବାର୍ଷିକ ଅଂଶୀଦାର ପରାମର୍ଶ ଆଲୋଚନାଚକ୍ରରେ ଭର୍ଚୁଆଲ ଭାବେ ଯୋଗଦେଇ ମୁଖ୍ୟ ବିଚାରପତି ଏପରି ଶିଶୁମାନଙ୍କର ଅନନ୍ୟ ଆବଶ୍ୟକତା ଓ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଆମକୁ ସ୍ୱୀକାର କରିବାକୁ ହେବ ଯେ ଦିବ୍ୟାଙ୍ଗ...
Juvenile Justice Care For Differently Able
Cuttack: Chief Justice Orissa High Court Justice Chakrdhari Sharan Singh participating in the Ninth Annual Partnership Consultation Conference on Protection of Dibyang Children held at Odisha Judicial Academy in Cuttack on 1 September 2024 on virtual mode puts emphasis on greater inclusion of disabled children in juvenile justice system. Chief Justice has urged all stakeholders to commit to greater inclusion...
ଦକ୍ଷ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର
ଭୁବନେଶ୍ୱର : ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ ସହିତ ସେମାନଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ ସ୍ଥାପିତ ଏହି କେନ୍ଦ୍ର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଦିଗରେ ବିଶେଷ ସହାୟକ ହେଉଛି । ଆଗାମୀ କାଲିର ଶିଳ୍ପ ଦୁନିଆ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ଏହି କେନ୍ଦ୍ର ପ୍ରମୁଖ...
CS Harps On Skill Development
Bhubaneswar: Chief Secretary Manoj Ahuja visited the World Skill Center at Bhubaneswar today. He explored various ultramodern laboratories and interacted with students regarding the advanced skill courses offered at this premier skill destination in Bhubaneswar. NBS Rajput, Principal Secretary to the Governor & Skill Development and Technical Education accompanied him during the visit. They also toured Kaushal Bhawan and appreciated...