ଦୁଗ୍ଧ ଚାହିଦା ମେଣ୍ଟାଇ ପାରୁନି ଉତ୍ପାଦନ
ଭୁବନେଶ୍ୱର : ଆମ ରାଜ୍ୟରେ ଦୈନିକ ଯେତିକି ପରିମାଣର ଦୁଗ୍ଧ ଆବଶ୍ୟକ ତାହାର ଅଧା ବି ଉତ୍ପାଦନ ହେଉନାହିଁ । ଫଳରେ ନକଲି ଦୁଗ୍ଧ ପ୍ରସ୍ତୁତକାରୀମାନେ ସେମାନଙ୍କର କାୟାବିସ୍ତାର କରିବାରେ ଲାଗିଛନ୍ତି ଓ ଲୋକେ ସହଜରେ ସେମାନଙ୍କ ଜାଲରେ ପଡୁଛନ୍ତି । ଆଇସିଏମ୍ଆରର ଆକଳନ ଅନୁଯାୟୀ ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ହିସାବରେ ରାଜ୍ୟରେ ଦୈନିକ ୧୪.୬୭ ହଜାର ମେଟ୍ରିକ ଟନ୍ ଦୁଗ୍ଧ ଆବଶ୍ୟକ । ହେଲେ ଉତ୍ପାଦନ ହେଉଛି ମାତ୍ର ୬.୭୯ ହଜାର ମେଟ୍ରିକ ଟନ୍ । ଅଧାରୁ କମ୍ ଦୁଗ୍ଧ...
Warning For Cops
Cuttack: The State Police Department has asked all of its field level officers not to be involved in activities like transportation and unauthorized operations in mining and industrial areas. Additional Director General (ADG) of Police (Law and Order) Sanjay Kumar has recently written a letter to all Superintendents of Police (SPs), IGs, DIGs, and Bhubaneswar-Cuttack Police Commissioner in this regard....
Odisha Athletes In Open U23
Bhubaneswar: Ten promising athletes from Odisha are set to showcase their talent at the 4th Indian Open U23 Athletics Competition 2024, which will be held from September 28 to 30 at Patna in Bihar. These athletes, all of whom trained at the Odisha RF Athletics High-Performance Centre, will compete across a range of events, representing the State on the national...
କର୍କଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା
ବ୍ରହ୍ମପୁର : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜନ କରାଯିବ । କର୍କଟ ବିଶେଷଜ୍ଞ ଏବଂ ସର୍ଜନମାନଙ୍କ ଠାରୁ ଏହି ଚିକିତ୍ସାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଯଥାକ୍ରମେ ମେଡିକାଲ୍...
Nadda Slams Cong, Left
Bhubaneswar: BJP National President Jagat Prakash Nadda today slammed the Congress and left parties accusing those who have lost their direction. Under the leadership of Prime Minister Narendra Modi, the BJP and NDA have worked for the betterment of the country, whereas the constituent parties of the INDI Alliance have increased corruption and empowered anti-national elements, he said while addressing...
Patil Bats For Clean Villages
Bhubaneswar: Union Minister of Jal Shakti, C.R. Patil, visited Odisha today and took part in activities for the ongoing Swachhata Hi Seva (SHS) 2024 campaign. His visit focused on assessing the State’s performance in sanitation, cleanliness, ODF Plus Model declaration and improved waste management systems. Department of Drinking Water & Sanitation OSD, Ashok Kumar Meena graced the occasion. The visit...
Vedanta Boosts Swarna Prasan
Lanjigarh: Remaining committed to initiatives that positively impact the lives of the community as well as creating long-term health benefits for children and their families, India’s largest aluminium producer Vedanta Aluminium today announced its partnership with the Ministry of Ayush’s “Swarna Prasan” initiative by reaching out to 500 students of Manikeshwari High School and Saraswati Shishu Mandir in Bhawanipatna,...
SOA Organizes NSS Day
Bhubaneswar: The importance of National Service Scheme (NSS) for students was stressed at a program organised at Siksha ‘O’ Anusandhan Deemed to be University (SOA) to mark the 55th NSS Day on Tuesday. SOA Vice-Chancellor Prof. Pradipta Kumar Nanda, who was the chief guest on the occasion, delivered the keynote address highlighting the importance of the NSS movement. The program, organised...
ବେଦାନ୍ତର ସ୍ୱର୍ଣ୍ଣ ପ୍ରାଶନ ଅଭିଯାନ ଆରମ୍ଭ
ଭବାନୀପାଟଣା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ‘ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏକ ପ୍ରାଚୀନ ଆୟୁର୍ବେଦିକ ଅଭ୍ୟାସ ସ୍ୱର୍ଣ୍ଣ ପ୍ରାଶନରେ ଶିଶୁମାନଙ୍କୁ ମହୁ ଏବଂ ଘିଅ ରେ ମିଶ୍ରିତ ସୁବର୍ଣ୍ଣ କଣିକା ଦିଆଯାଏ । ଏହି ମିଶ୍ରଣ ସ୍ମରଣଶକ୍ତି ବୃଦ୍ଧି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପର୍ଯ୍ୟାୟରେ...
ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ଭିନ୍ନ ସ୍ଥିତି
ଭୁବନେଶ୍ୱର : ଦେଶର ବହୁ ରାଜ୍ୟ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ଚିତ୍ର ତୁଳନାତ୍ମକ ଭାବେ ବେଶ ସୁନ୍ଦର ବୋଲି କୁହାଯାଉଥିବା ବେଳେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟ କିନ୍ତୁ ଭିନ୍ନ କଥା ବଖାଣୁଛି । ଏହି ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାର ୬ରୁ ୨୩ ମାସର ପିଲାମାନଙ୍କ ଭିତରୁ ମାତ୍ର ୨୦.୪ ପ୍ରତିଶତ ପର୍ଯ୍ୟାପ୍ତ ପରିମାଣର ଶିଶୁ ଖାଦ୍ୟ ପାଉଛନ୍ତି । ଅର୍ଥାତ୍ ୭୯.୬ ପ୍ରତିଶତ ଶିଶୁ ଏ କ୍ଷେତ୍ରରେ ଆବଶ୍ୟକତା ଠାରୁ କମ୍ ଖାଦ୍ୟ ପାଉଛନ୍ତି । ୫ବର୍ଷର ଶିଶୁମାନଙ୍କ...