ନିର୍ମାଣର ସ୍ଥାୟିତ୍ୱ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ବର୍ତ୍ତମାନ ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳର ଯୁଗ । ବିଭିନ୍ନ ଟେକ୍ନୋଲୋଜି ତଥା କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ କରି ବହୁ ଆସାଧ୍ୟ କାର୍ଯ୍ୟକୁ କମ୍ ସମୟ ମଧ୍ୟରେ ସମ୍ଭବ କରିହେଉଛି । ରାଜ୍ୟ ସରକାର ସବୁବେଳେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଆଧୁନିକ ଜ୍ଞାନକୌଶଳ ଓ ସବୁ ପ୍ରକାର ଟେକ୍ନୋଲୋଜିର ବ୍ୟବହାର କରି ଉନ୍ନତ ତଥା ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବାକୁ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ...
AI Watch On Sacred Bath
Puri: Holy City of Puri is indeed abuzz with preparations for the auspicious Snana Jatra, on 11 June, a significant precursor to the Annual Rath Jatra. This ceremonial bathing ritual of Lord Jagannath, Lord Balabhadra, and Devi Subhadra is a spectacle of immense religious devotion and intricate administrative planning. The Snana Jatra, also known as Devasnana Purnima, falls on the...
Sharma’s Efforts Boost Industry
Bhubaneswar: Odisha is rapidly developing a balanced and inclusive industrial ecosystem, marked by the grounding of over ₹1.8 lakh crore worth of projects across diverse sectors and districts. This significant progress underscores the state's commitment to fostering industrial growth that benefits all segments of its economy. Odisha's ambitious plan to establish leadership in mining, metals, and green chemicals is receiving...
CM Outlines Industrial Future
Bhubaneswar: Chief Minister Mohan Charan Majhi today convened a meeting with prominent industry leaders, MSME entrepreneurs, women entrepreneurs, and start-up sector leaders to mark the upcoming first anniversary of his government. The CM lauded their contributions to Odisha's growth story, emphasizing the state's emergence as an industrial hub and its efforts to facilitate access to international markets for local...
ଫୋନ୍ ନମ୍ବର ପାଉଛନ୍ତି କେଉଁଠୁ ?
ଭୁବନେଶ୍ୱର : ସାଇବର ଠକେଇ ଭୟରେ ଲୋକେ ବିଭିନ୍ନ ଫୋନ୍ କଲ୍ ଉପରେ ସତର୍କ ନଜର ରଖିଥିବାବେଳେ ଏବେ ପୁରସ୍କାର ପ୍ରଦାନ ନାଁରେ ଲୋକଙ୍କୁ ଠକିବାପାଇଁ କେତେକ ସଂସ୍ଥା ଆଗେଇ ଆସିଛନ୍ତି । ତେବେ ଏମାନେ ଫୋନ୍ ନମ୍ବର ସବୁ କେଉଁଠାରୁ ପାଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଆପଣ ଯେଉଁ ସାମଗ୍ରୀ ଖରିଦ କରିଥିଲେ ତାହା ଉପରେ ଆପଣଙ୍କର ଲଟେରୀ ଉଠିଛି ଓ ସମ୍ପୃକ୍ତ କମ୍ପାନୀର ଅନ୍ୟ କୌଣସି ଦୋକାନରୁ ଆସି ତାହା ସଂଗ୍ରହ କରି ନିଅନ୍ତୁ । ଏଭଳି ଫୋନ୍...
Heatwave Alert For Coastal Zones
Bhubaneswar: Odisha's coastal belt is preparing for a fresh spell of severe heat and oppressive humidity, with the Regional Meteorological Centre issuing a yellow warning for the next three days. Residents in Balasore, Bhadrak, Jajpur, Kendrapara, Cuttack, Jagatsinghpur, Puri, Khordha, Nayagarh, Ganjam, and Gajapati districts are advised to take extreme precautions as the mercury is set to soar. The Met...
ସରକାରୀ ଚାକିରିରେ ଲକ୍ଷାଧିକ ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦପଦବୀ ଭିତରୁ ପ୍ରାୟ ଏକ ତୃତୀୟାଂଶ ଖାଲି ରହୁଛି । ଗୋଟିଏ ପଟେ ଉତ୍କଟ ବେକାରୀ ସମସ୍ୟା ଲାଗି ରହିଥିବାବେଳେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ବହୁ ଯୁବକ ଯୁବତୀ ବିଭିନ୍ନ ରାଜ୍ୟକୁ ଏମିତିକି ବିଦେଶକୁ କାମଧନ୍ଦା ପାଇଁ ଚାଲିଯାଉଥିବା ବେଳେ ନିଜ ରାଜ୍ୟରେ କିନ୍ତୁ ଲକ୍ଷାଧିକ ସରକାରୀ ଚାକିରି ଖାଲି ରହୁଛି । ସରକାରୀ ତଥ୍ୟ ମୁତାବକ ୨୦୨୪ ଆରମ୍ଭ ବେଳକୁ ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଥିଲା ୫,୯୬,୬୪୭ । ସେତେବେଳକୁ...
Minor Mineral Revenue Drops
Bhubaneswar: Odisha Government is facing scathing criticism from the opposition regarding alleged widespread illegal mining of minor minerals across the state. BJD Spokesperson, Lenin Mohanty, today accused the administration of "obvious collusion" with a "mining mafia" and dismissed the minister's recent statements as a mere "whitewash." Dr.Mohanty's sharp remarks came as he highlighted a startling decline in state revenue from minor...
କୃଷି ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ
ଭୁବନେଶ୍ୱର : କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍.ଏ.ଏମ୍. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ "ଓଡିଶାର କୃଷି ବ୍ୟବସାୟ ସମ୍ଭାବନା’’ ଶୀର୍ଷକ ଜାତୀୟ ସେମିନାରକୁ ଉଦ୍ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ରାଜ୍ୟପାଳ ଉଦ୍ବୋଧନ...
ପ୍ରାକୃତିକ ସମ୍ପଦ ଉପରେ କେବଳ ଲୋକଙ୍କ ଅଧିକାର
ଭୁବନେଶ୍ଵର : ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି । ଏହାର ପ୍ରଥମ ଅଧିବେଶନ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବାବେଳେ ଦେଶର ବିଶିଷ୍ଟ ପରିବେଶବିତ୍, ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ପ୍ରତିଷ୍ଠାତା ସଦସ୍ୟ ମେଧା ପାଟେକର ଏହାକୁ ଉଦଘାଟନ କରିଥିଲେ। ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର, ଲୋକଶକ୍ତି ଅଭିଯାନ ଏବଂ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି...