Move Begins For Census
Bhubaneswar: The census process has officially commenced in Odisha, with the appointment of 2012-Batch IAS officer Nikhil Pavan Kalyan as the new Director of Census Operations (DCO) and Director of Citizen Registration (DCR) for the state. His tenure is set to run until December 31, 2025, or until further orders. The Department of Personnel and Training (DoPT) of the Union...
Dry Spell Till 6 June
Bhubaneswar: Odisha is grappling with an extended period of intense heat and oppressive humidity as the southwest monsoon remains largely inactive, stalled for the past ten days by persistent dry westerly winds. Balasore recorded the state's highest temperature on Monday at a scorching 39.8°C, and there is little immediate relief in sight. The Regional Meteorological Centre in Bhubaneswar has issued...
୩କୋଟି କ୍ଷତିପୂରଣ ଦେଲାଣି ଆମ ବସ୍
ଭୁବନେଶ୍ୱର : ଆମ ବସ୍ ଦୁର୍ଘଟଣାରେ ବିରାମ ଲାଗୁନଥିବାବେଳେ ଏଥିରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ବାବଦରେ କର୍ତ୍ତୃପକ୍ଷ ୩କୋଟିରୁ ଅଧିକ ଟଙ୍କା ପ୍ରଦାନ କଲେଣି । ଅବଶ୍ୟ ବୀମା ରାଶି ବାବଦରେ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି । ମୋ ବସ୍ରୁ ଆମ ବସ୍ ହୋଇଥିବା କ୍ରୁଟ୍ର ବସ୍ଗୁଡିକ ଭୁବନେଶ୍ୱର ସମେତ କଟକ ଓ ଅନ୍ୟାନ୍ୟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି । ଦୁର୍ଘଟଣାରେ ବ୍ରେକ୍ ଲଗାଇବାପାଇଁ କର୍ତ୍ତୃପକ୍ଷ ପ୍ରଥମେ ଗାଡିର ବେଗ ସର୍ବାଧିକ ୪୦ କିଲୋମିଟର କରିବାକୁ ନିଷ୍ପତ୍ତି ନେଇଥିଲେ ।...
କ୍ଷତିପୂରଣ ଗଣିବ ଓପିଏସସି
ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍)ରେ ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଯୋଗୁଁ ଓଡିଶା ହାଇକୋର୍ଟ ପ୍ରତିକୂଳ ଟିପ୍ପଣୀ ସହିତ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାପାଇଁ ଆୟୋଗଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିଘେନି ସୁପ୍ରିମ୍କୋର୍ଟକୁ ଯାଇ ଆୟୋଗ ହାରିବାପରେ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଛି । କେବଳ ଓଜେଏସ୍ ପରୀକ୍ଷା ନୁହେଁ, ଓଏଏସ୍ ପରୀକ୍ଷାରେ ମଧ୍ୟ ଆୟୋଗଙ୍କ ତ୍ରୁଟି ପାଇଁ କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରାୟ...
ଓଡିଆ ଠିକାଦାର ଉପେକ୍ଷିତ
ଭୁବନେଶ୍ବର : ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି, ଫମ୍ପା ଓଡ଼ିଆ ଅସ୍ମିତା ଆହ୍ବାନ ଏବଂ ବିଜେପି ସରକାରର ଅଣ ଓଡ଼ିଆ ଠିକାଦାର ପ୍ରୀତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଅଣ ଓଡ଼ିଆ ଠିକାଦାର ପୁରସ୍କୃତ ଓ ଓଡ଼ିଆ ଠିକାଦାର ଉପେକ୍ଷିତ ଏବଂ ଓଡ଼ିଆ...
ସମରେ ବିଶ୍ୱ ତମାଖୁ ମୁକ୍ତ ଦିବସ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଉପଲକ୍ଷେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟେ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗଦେଇ ତମାଖୁ ଭଳି ନିଶାର ବିଜ୍ଞାପନ ଓ ତା’ର ସମାଜ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା କରିଥିଲେ । ବଜାରରେ ଉପଲବ୍ଧ ହେଉଥିବା ତମାଖୁର...
ଓମ୍ଫେଡ୍କୁ ଦୁର୍ନୀତିମୁକ୍ତ କରିବାକୁ ଆହ୍ୱାନ
ଭୁବନେଶ୍ୱର : ଚାଷୀମାନଙ୍କର ସଂଗଠନ ଭାବରେ ଓମ୍ଫେଡ୍ ବେଶ୍ କିଛିଦିନ ଧରି ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଥିଲା । କିନ୍ତୁ କିଛି ଦୁର୍ନୀତିଗସ୍ତ କର୍ମଚାରୀ ଓ ଓମ୍ଫେଡ୍ର ପୂର୍ବ ଅଧ୍ୟକ୍ଷମାନଙ୍କର ମନମାନି, ପ୍ରିୟାପ୍ରୀତିତୋଷଣ ଓ ଦୁର୍ନୀତି ଯୋଗୁଁ ଓମଫେଡ୍ ଆଜି ଡୁବିଯିବା ସ୍ଥିତିକୁ ଚାଲିଆସିଥିବା କହିଛନ୍ତି ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା । ଗ୍ରାମାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏବଂ ଦାଦନ ଚାଲାଣ ରୋକିବାରେ ଓମ୍ଫେଡର ଏକ ବଳିଷ୍ଠ ଭୂମିକା ଥିଲା । ୧୯୮୦ ଦଶକରେ ‘ଅମୁଲ୍’ ଢାଞ୍ଚାରେ ସରକାର ଓମ୍ପେଡ୍...
ପାକସ୍ ଗଠନ ଅଭିଯାନ ଆରମ୍ଭ
ଭୁବନେଶ୍ୱର : ଗ୍ରାମାଞ୍ଚଳର କୃଷକମାନଙ୍କ ବର୍ଦ୍ଧିତ ଋଣ ଚାହିଦାକୁ ପୂରଣ କରିବା ପାଇଁ, ଓଡ଼ିଶା ସରକାର ନୂତନ ପ୍ରାଥମିକ କୃଷି ସମବାୟ ସମିତି (ପାକସ୍) ଏବଂ ବୃହତ-କ୍ଷେତ୍ର ବହୁମୁଖୀ ସମିତି (ଲାମ୍ପସ୍) ପ୍ରତିଷ୍ଠା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି, ଏବଂ ସେମାନଙ୍କ ବିଦ୍ୟମାନ ଭିତ୍ତିଭୂମିକୁ ମଧ୍ୟ ମଜବୁତ କରିଛନ୍ତି । ସମବାୟ ବିଭାଗ (ଡିଓସି) ନିକଟରେ ନୂତନ ପାକସ୍ ପାଇଁ ପରିପକ୍ୱ ଗ୍ରାମ ପଞ୍ଚାୟତ ଚିହ୍ନଟ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛି...
ଠିକା ଶିକ୍ଷକଙ୍କ ପାଇଁ ଠକି ହେଉଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ୱର : ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ଗୁଡ଼ିକରେ ମାଳ ମାଳ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ନିୟମିତ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ବର୍ଷବର୍ଷ ଧରି ଅତିଥି ଶିକ୍ଷକଙ୍କ ଭରସାରେ ପାଠ ପଢ଼ା ଚାଲିଛି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ବି ଅବସ୍ଥା ତଦ୍ରୁପ । ଆଶା କରାଯାଉଥିଲା ୨୦୨୫-୨୬ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସମେତ ଯୁକ୍ତତିନି ଓ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ନିୟମିତ ଶିକ୍ଷକ ନିଯୁକ୍ତି ହୋଇଯିବେ ବୋଲି । କିନ୍ତୁ ଏହି ଆଶା ଏବେ ଆଶଙ୍କାରେ ପରିଣତ...
Move To Set More PACS
Bhubaneswar: To meet the increasing credit demands of rural farmers, Odisha Government has initiated a significant drive to establish new Primary Agricultural Cooperative Societies (PACS) and Large-Area Multipurpose Societies (LAMPS), while also bolstering their existing infrastructure. The Department of Cooperation (DoC) recently held a crucial meeting to outline the strategy for identifying Gram Panchayats ripe for new PACS. The DoC has...










