ପୂଜା ସାମଗ୍ରୀର ମାନ ଯାଞ୍ଚ ହେଉନି

0

ଭୁବନେଶ୍ୱର : ଗଣେଶ ଚତୁର୍ଥୀରୁ ରାଜ୍ୟରେ ପାର୍ବଣଋତୁ ଆରମ୍ଭ ହୋଇଥିବାବେଳେ ବଜାରରେ ଏବେ ପୂଜାସାମଗ୍ରୀ ଓ ଭୋଗ ଆଦିବାପାଇଁ ଗହଳି ଲାଗି ରହିଛି । ତେବେ ବଜାରରେ ମିଳୁଥିବା ଭୋଗ ଆଦିର ମାନ ଯାଞ୍ଚ ହେଉନଥିବାରୁ ଲୋକେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ସାମଗ୍ରୀ ଖରିଦ କରୁଥିବା ଦେଖିବାକୁ ମିଳୁଛି । ପୂଜାପାଇଁ ଲୋକେ ପୂଜାସାମଗ୍ରୀ ଦୋକାନରୁ ଘିଅ, ମହୁ, ଲଡୁ, ଉଖୁଡା, ସେଓ ଆଦି ବିପୁଳ ପରିମାଣରେ ଖରିଦ କରୁଛନ୍ତି । ପୂଜା ସାମଗ୍ରୀ ଦୋକାନ ବାହାରେ ବି ଋତୁକାଳୀନ ବ୍ୟବସାୟୀଙ୍କ ପସରା ଖୋଲିଛି...

ସି-ପ୍ଲେନ୍‍କୁ ଅନୁମତି ମିଳିବା ନେଇ ସନ୍ଦେହ

0

ଭୁବନେଶ୍ୱର : ପ୍ରସ୍ତାବିତ ପୁରୀ ବିମାନବନ୍ଦରକୁ ଚୂଡାନ୍ତ ସବୁଜ ସଙ୍କେତ ମିଳିପାରିନଥିବାବେଳେ ଏବେ ରାଜ୍ୟ ସରକାର ଚିଲିକାରେ ‘ସି-ପ୍ଲେନ୍‍’ ସେବାପାଇଁ ପୁଣିଥରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହାକୁ ପରିବେଶ ଅନୁମତି ମିଳିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ଚିଲିକା ମତ୍ସ୍ୟଜୀବୀ ମହାସଂଘ ସମେତ ଚିଲିକା ଆଖପାଖରେ ବହୁ ସଂସ୍ଥା ଓ ପରିବେଶପ୍ରେମୀମାନେ ଚିଲିକାର ସି-ପ୍ଲେନ୍‍ ସେବାକୁ ବହୁ ପୂର୍ବରୁ ବିରୋଧକରି ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପ୍ରସ୍ତାବ ଉଠିବାମାତ୍ରେ ଦଳମତ ନିର୍ବିଶେଷରେ ବ୍ୟାପକ ବିରୋଧ ହୋଇଥିଲା ।...

ଛାତ୍ର, ଯୁବ ସଭାପତି ନିଯୁକ୍ତ କଲା ବିଜେଡି

0

ଭୁବନେଶ୍ବର : ଦୀର୍ଘ ଦିନର କସରତ ପରେ ବିଜେଡି ତାହାର ଛାତ୍ର ଓ ଯୁବ ଶାଖା ମୁଖିଆ ନିଯୁକ୍ତ କରିଛି । ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳର ସଭାପତି ନିଯୁକ୍ତ ହୋଇଥିବାବେଳେ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ନିଯୁକ୍ତି ଦେଇଛନ୍ତି। ଏହା ସହିତ ଉଭୟ ଯୁବ ଓ ଛାତ୍ର ସଂଗଠନରେ ଜଣେ ଲେଖାଏଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ତିନି ଜଣ ଲେଖାଏଙ୍କୁ ସାଧାରଣ...

Tax Official Nabbed In Bribery Sting

0

Bhubaneswar: Smt. Sarita Barik, an OFS-I officer serving as the Assistant Commissioner of State Tax, Bhubaneswar-IV Circle, was apprehended by Odisha Vigilance on Tuesday for allegedly demanding and accepting a bribe of Rs. 25,000. The arrest was made following a complaint from a bakery shop owner. According to Vigilance officials, the complainant, who runs a food products firm, was issued...

Odisha’s Skyward Ambition

0

Bhubaneswar: Odisha is charting an ambitious new flight path, aiming to transform its aviation sector into a key driver of economic growth. This push is underpinned by a series of strategic policies and a significant financial commitment, as detailed out by Principal Secretary of Commerce & Transport, Smt.Usha Padhee in the Eastern States Ministers Conference On Civil Aviation held...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

0

ଭୁବନେଶ୍ୱର : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ତଥ୍ୟ ଜାଲିଆତିକୁ ନେଇ ପିସିସି ମିଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତି ଉଜାଗର କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ...

ଆସିବ ନୂଆ ଐତିହ୍ୟ ନୀତି

0

ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀତ୍ତିରାଜି ଆଜିବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି । ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଇବାର ଆବଶ୍ୟକତା ରହିଛି ବୋଲି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ...

ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜ୍ୟପାଳ

0

ଭୁବନେଶ୍ୱର : ସଂପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କ ରହିବା ଏବଂ ଶୂନ୍ୟ ଜୀବନହାନୀକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଅଗଷ୍ଟ ୨୬ ତାରିଖ ଦିନ ରାଜଭବନର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା କରି ବନ୍ୟା ମୁକାବିଲା ଏବଂ ଜୀବନ ସୁରକ୍ଷା...

‘ଆମ ଶାସନ’ ହେଉଛି ‘ମୋ ସରକାର’ ର କପି ପେଷ୍ଟ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା "ଆମ ଶାସନ' ବ୍ୟବସ୍ଥା, ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର' ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ, ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ, କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି ।...

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିଭିନ୍ନ  ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଆଧୁନିକ ଫିଡ୍‌ବ୍ୟାକ୍ ସିଷ୍ଟମ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କରି ଏହା କହିଛନ୍ତି। ‘ଆମ ଶାସନ’ ହେଉଛି ଆଧୁନିକ ଟେକ୍ନୋଲୋଜିର ଉପଯୋଗରେ ପ୍ରସ୍ତୁତ ହୋଇଥିବା ଏକ ଅତ୍ୟାଧୁନିକ ଫିଡ୍‌ବ୍ୟାକ୍ ସିଷ୍ଟମ। ଏହା ଜରିଆରେ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ ପ୍ଲାଟଫର୍ମରେ ଜନ ସାଧାରଣ ସେମାନଙ୍କ ମତାମତ ବା ପରାମର୍ଶ ଦେଇ ପାରିବେ। ଓଡିଶା ସରକାରଙ୍କ ୱେବସାଇଟ୍ ଚାଟ୍‌ବଟ୍ amashasana.odisha.gov.in, ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌...