ଓଡିଶାରେ ୨୩ଟି ପୋକସୋ କୋର୍ଟ
ଭୁବନେଶ୍ୱର : ଛୋଟ ପିଲାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ମାମଲାର ତ୍ୱରିତ ସମାଧାନ ପାଇଁ ସମଗ୍ର ଦେଶରେ ୪୦୮ ଟି ସ୍ୱତନ୍ତ୍ର ପୋକସୋ ଅଦାଲତ ପ୍ରତିଷ୍ଠା ହୋଇଥିବାବେଳେ ଓଡିଶାରେ ରହିଛି ଏହି ଧରଣର ୨୩ ଅଦାଲତ । ଏହିସବୁ ଅଦାଲତରେ ବର୍ତ୍ତମାନ ସୁଦ୍ଧା ୧୦ହଜାରରୁ ଅଧିକ ମାମଲା ଫଏସଲା ହୋଇ ସାରିଲାଣି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୬ ମାର୍ଚ୍ଚ ଶେଷ...
ପର୍ଯ୍ୟଟନସ୍ଥଳୀରେ ନିଶାଡିଙ୍କ ଉତ୍ପାତ
ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡିକରେ ଏବେ ନିଶାଡିଙ୍କ ଉତ୍ପାତ । ଏମାନଙ୍କଙ୍କ ଯୋଗୁଁ ଲୋକେ ନିଜ ପରିବାର ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯିବାକୁ ପଛଘୁଞ୍ଚା ଦେଲେଣି । ତେଣୁ ପର୍ଯ୍ୟଟନ ଋତୁ ସରିବା ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀ ଆଖପାଖରେ ଥିବା ମଦଦୋକାନଗୁଡିକୁ ବନ୍ଦ ରଖିବା ସହିତ ଲୋକେ ଯେଭଳି ସେଠାରେ ମଦ ପିଇ ଉତ୍ପାତ ନକରିବେ ତାହା ଉପରେ ଦୃଷ୍ଟି ଦେବାକୁ ନିଶାମୁକ୍ତ ଆନ୍ଦୋଳନର କର୍ମକର୍ତ୍ତାମାନେ ଦାବି କରିଛନ୍ତି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ଧିରେ ଧିରେ ଲୋକଙ୍କ ଆଗମନ ହେବାରେ ଲାଗିଛି ।...
ଉନ୍ନତ ହେବ ଓଡ଼ିଶାର ଦକ୍ଷତା ବିକାଶ
ଭୁବନେଶ୍ୱର : ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ନଟରାଜନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହ ଏକ ବୈଠକରେ ଯୋଗଦେଇଥିଲେ । ସେମିକଣ୍ଡକ୍ଟର ଶିଳ୍ପର ବ୍ୟାପକତା ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ଯୋଗାଇବାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଓଡ଼ିଶା ତଥା ସମଗ୍ର ଦେଶରେ ସେମିକଣ୍ଡକ୍ଟର ଏବଂ ଆନୁଷଙ୍ଗିକ କ୍ଷେତ୍ରରେ...
Task Force For SODC
Bhubaneswar: With an aim to ensure holistic development of all categories of people in Southern Odisha, Chief Minister Mohan Charan Majhi has formed a Task Force for constitution of the Southern Odisha Development Council (SODC). The Chief Minister has informed this in the Assembly today. The Task Force has been assigned to formulate the framework for the Southern Odisha Development...
Cyber Criminals Looted 125.63CR
Bhubaneswar: Cyber criminals have looted Rs 125.63 crore from people of the state during 2021, 2022 and 2023, Chief Minister Mohan Charan Majhi informed in Assembly today. Replying to a question from a BJD MLA Prasanta Behera in the Assembly, the Chief Minister said that a total of 6,368 cyber fraud cases were registered in the state and 1388 persons...
ରାଜଧାନୀରେ ୪୯୬ ଏକର ଜବରଦଖଲ
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସାଧାରଣ ପ୍ରଶାସନ ବିଭାଗର ୪୯୬ ଏକରରୁ ଅଧିକ ଜମି ଜବରଦଖଲରେ ରହିଛି । ଏହାକୁ ମୁକୁଳାଇବାପାଇଁ ୧୦ ହଜାରରୁ ଅଧିକ ମାମଲା ରୁଜୁ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଅଧିନରେ ରାଜଧାନୀରେ ମୋଟ୍ ୨୪,୯୯୦ ଏକର ସରକାରୀ ରହିଛି । ଅବଣ୍ଟିତ ହୋଇନଥିବା ଜମି ମଧ୍ୟରୁ...
ଧାନ ଗବେଷଣା ମିଳିବ ସହଯୋଗ
ଭୁବନେଶ୍ୱର : ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ରରେ ଫିଲିପାଇନ୍ସ, ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ ଧାନ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ, ଶ୍ରୀମତୀ ପିଣ୍ଟୋଙ୍କୁ ସ୍ଵାଗତ କରିବା ସହ ଏହି ଆଲୋଚନା ଚକ୍ରର ଆଭିମୁଖ ସମ୍ପର୍କରେ ଆଲୋକପାତ କରିଥିଲେ । ମାନ୍ୟବର...
ସୋଆ ‘ପ୍ରାଚୀନ’ ପକ୍ଷରୁ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ । ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର...
NSO Ensuring Accurate Data
New Delhi: National Statistics Office (NSO) under MoSPI is committed to ensuring accurate and reliable data from the target population while minimizing non-sampling errors. To achieve this, robust and well-defined mechanisms are employed in different statistical products which undergo periodic improvements based on evolving needs, feedback, and advancements in methodologies to enhance their effectiveness. The primary data collection is...
Odisha Eyes IRRI Centre
Bhubaneswar: Deputy Chief Minister K V Singh Deo has said that Odisha Government will provide all sorts of support for opening an Branch of International Rice Research Institute (IRRI) here in the State. Shri Singh Deo was addressing symposium on Science-based Rice Research in Collaboration with International Rice Research Institute and Department of Agriculture & Farmers’ Empowerment. Dr. Yvonne Pinto. Director...