Physiotherapists Meet At SOA

0

Bhubaneswar: With physiotherapy emerging as a key component of treatment for various diseases, the Odisha government will consider appointment of a physiotherapist in each Public Health Centre (PHC) in the state, Minister for Law, Excise and Works, Pruthiraj Harichandan has said. “Physiotherapy has become a vital part of treatment and it now focused on preventive rehabilitation offering people the option...

ଅଙ୍ଗନବାଡିରେ ପଦବୀ ଖାଲି

0

ଭୁବନେଶ୍ୱର : ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପାଖାପାଖି ୧୮ଲକ୍ଷ ପିଲା ପାଠ ପଢୁଥିବାବେଳେ ଆଠ ଶହରୁ ଅଧିକ ସୁପରଭାଇଜର ପଦବୀ ଖାଲି ପଡଛି । ସେହିଭଳି ପାଖାପାଖି ୪ହଜାର ସହାୟିକା ପଦବୀ ବି ପୂରଣ ହୋଇପାରୁ ନାହିଁ । ଛୋଟ ଛୋଟ ପିଲାଙ୍କ ମୂଳଦୂଆ ତିଆରି ହେଉଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ଥିବା ଅଙ୍ଗନାବାଡିରେ । ରାଜ୍ୟରେ ରହିଛି ମୋଟ୍‍ ୭୪,୧୯୨ ଟି ଅଙ୍ଗନବାଡି କେନ୍ଦ୍ର । ଏଠାରେ ପଢୁଛନ୍ତି ୩ରୁ ୬ବର୍ଷ ବୟସର ପାଖପାଖି ୧୮ଲକ୍ଷ କୁନି କୁନି ପିଲା ।...

୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା

0

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଏବେ ୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା ବିଚାରଧିନ ରହିଛି । ଏଥିରୁ ଅନେକରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବହୁ ପଦସ୍ଥ ଅଧିକାରୀ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ ହୋଇ ରହିଛନ୍ତି । ବଢି ଚାଲୁଥିବା ଅଦାଲତ ଅବମାନନା ମାମଲା ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ବାରମ୍ବାର ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ପଡୁଛି । କୁହାଯାଉଛି ଯେ ଆଇନ୍‍ ଅଦାଲତଙ୍କ ରାୟ ନିର୍ଦ୍ଧାରିତ...

PSBs On High Growth

0

New Delhi: Public Sector Banks (PSBs) in India have achieved a remarkable milestone by recording their highest-ever aggregate net profit of ₹1.41 lakh crore in the financial year 2023-24. This landmark achievement reflects the sector's robust turnaround, underpinned by a significant improvement in asset quality. The Gross Non-Performing Assets (GNPA) ratio steeply declined, dropping to 3.12% in September 2024....

PM Mantra For CSs

0

New Delhi: Prime Minister Shri Narendra Modi addressed the 4th National Conference of Chief Secretaries in Delhi earlier today. The three day Conference was held in Delhi from 13 to 15 December, 2024. Prime Minister observed that the greater benefit of this Conference was that Team India had come together for discussion with an open mind and work together for a...

Vision36′ Gets 3L Feedback

0

Bhubaneswar: A record 3 lakh people have presented their views for the formation of Odisha Vision-2036 and 2047. It is a milestone in preparing a vision by taking the opinion of the common people in building a developed Odisha and a developed India on the basis of people's opinion. Chief Minister Mohan Majhi thanked the people of the state...

ଅନିମେଶଙ୍କୁ ଓଡ଼ିଶା କ୍ୟାଡର

0

ଭୁବନେଶ୍ବର : ୨୦୨୩ ବ୍ୟାଚ୍‍ ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଥିଲେ ଅନିମେଶ। ଠିକ୍ ସେହିପରି ୨୪ ତମ ସ୍ଥାନରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି। ୪୦୯ ତମ ସ୍ଥାନରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ତମ ସ୍ଥାନରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଥିବାବେଳେ ୫୪ ତମ ସ୍ଥାନରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ୬୮ ତମ ସ୍ଥାନରେ ଥିବା...

ଓଡ଼ିଶା ମାଷ୍ଟରସ୍ ୨୦୨୪ ଉଦ୍‌ଯାପିତ

0

କଟକ : ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ଆଜି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଭାରତର ବ୍ୟାଡ଼ମିଣ୍ଟନ ଖେଳାଳୀ ରିତ୍ଵିକ ସଞ୍ଜୀବୀ ସତୀଶ କୁମାର ଓ ଟି.ମନେପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଦେଖିବା ସହ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର...

ବିକଶିତ ଓଡିଶା ପାଇଁ ୩ଲକ୍ଷରୁ ଅଧିକ ମତ

0

ଭୁବନେଶ୍ବର : ଓଡିଶା ଭିଜନ-୨୦୩୬ ଓ ୨୦୪୭ ଗଠନ ପାଇଁ ରେକର୍ଡ ୩ ଲକ୍ଷ ଲୋକକଙ୍କ ମତାମତ ହସ୍ତଗତ ହୋଇଛି। ଲୋକଙ୍କ ମତାମତ ଆଧାରରେ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ସାଧାରଣ ଲୋକଙ୍କ ମତାମତ ନେଇ ଭିଜନ ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ।ରାଜ୍ୟର ବିକାଶରେ ଏତେ ସଂଖ୍ୟକ ଲୋକଙ୍କ ସମୁହ ଯୋଗଦାନ ବିକଶିତ ଓଡିଶା ଗଠନ ଦିଗରେ ଏକ ବଡ ପଦକ୍ଷେପ ହୋଇଥିବା ବେଳେ ଲୋକଙ୍କ ଭାଗିଦାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇ-ମେଲ, ହ୍ବାର୍ଟଆସ,...

ବିନା କାମରେ ପାଉଣା ନେଉଛନ୍ତି

0

ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ନକରି ଅତିଥି ଅଧ୍ୟାପକମାନଙ୍କ ମାଧ୍ୟମରେ ଯେଉଁ କାମଚଳା ପଦକ୍ଷେପ ଚାଲିଛି ସେଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଅଳ୍ପ କେତେଜଣ ଅତିଥି ଅଧ୍ୟାପକଙ୍କୁ ଛାଡିଦେଲେ ଅଧିକାଂଶ ଏହି ନିଯୁକ୍ତିକୁ ଥଇଥାନକେନ୍ଦ୍ର ଭାବେ ଗ୍ରହଣ କରିନେଇଥିବାରୁ ପିଲାଙ୍କ ପାଠପଢା ଉପରେ ସେମାନେ ଗୁରୁତ୍ୱ ଦେଉନାହାନ୍ତି ବୋଲି ଖୋଦ ରାଜଧାନୀରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଖୋଲା ଅଭିଯୋଗ କରୁଛନ୍ତି । ଅନେକ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ବରିଷ୍ଠ...