ଧରା ପଡିଲା ଅଳିଆ ଗଦା ମିଛ
ଭୁବନେଶ୍ୱର : ଆଜି ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁଧ୍ୟାନ କାରୀ ଟିମ ବିଏମସି ଏବଂ ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ର ପ୍ରତିନିଧିଙ୍କ ଉପସ୍ଥିତିରେ ଗlଡ଼କଣ ଅଳିଆ ଗଦାର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିଥିଲେ l ଅନୁଧ୍ୟାନ ସମୟରେ ବି ଏମ ସି ର ସବୁ ମିଛ ଧରା ପଡି ଯାଇଥିଲା l ହେଲେ ବି ଏମ ସି ଅଧିକାରୀ ସେ ସବୁକୁ କେବଳ ଗାଲୁ ମାରି ଉଡାଇ ଦେବାକୁ ଚେଷ୍ଟା କରିଥିଲେ l ସେ ଯାହା...
Green Tribute For PM
Bhubaneswar: On the occasion of Prime Minister Narendra Modi's 75th birthday on September 17, Odisha is set to create a new record by planting 75 lakh saplings in a single day. This massive green initiative, described as a unique birthday gift to the Prime Minister, will see participation from students of all high schools and higher secondary schools across...
JHW Explores Ishaneshwar
Jagatsinghpur: On the occasion of the birth of the holy Bhagabat and Indu Purnima, the eighth edition of "Jagatsinghpur Heritage Walk" (JHW) was conducted at Ishaneshwar Mahadev Temple, one of the iconic monuments of the region, in Kostimallikapur village under Tirtol block, last Sunday, with 22 enthusiasts scanning through the pages of its history. According to historians and archaeologists the...
ଚାରାରୋପଣରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହେବେ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସରେ ଓଡ଼ିଶା ୭୫ ଲକ୍ଷ ଚାରାରୋପଣ କରି ସେପ୍ଟେମ୍ବର ୧୭ ତାରିଖରେ ଏକ ବିରଳ ରେକର୍ଡ କରିବ ଓ ଏହା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିବସର ଅନନ୍ୟ ଉପହାର ହେବ । ଏହି ବିଶାଳ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଆଜି ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ...
ସହରୀ ବିକାଶ ପାଇଁ କର୍ମଚାରୀ ସଙ୍କଟ
ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଜଳ ଯୋଗାଣ ଠାରୁ ପରିମଳ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉନ୍ନତ ସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଏସବୁ କାର୍ଯ୍ୟର ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି । ବିଭିନ୍ନ ବର୍ଗରେ ୩୫୪୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥି ମଧ୍ୟରୁ ୨ହଜାରରୁ ଅଧିକ ପଦବୀ ଖାଲି ପଡିଛି ।ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ରହିଛି ଏହିସବୁ ପଦ ପଦବୀ । ସହରାଞ୍ଚଳର ବିକାଶ ପାଇଁ ରହିଛି ୮୭ଟି ଟାଉନପ୍ଲାନିଂ ଅଫିସର ପଦବୀ ।...
୧୫ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ନିୟମିତ କୁଳପତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରୁ ଏବେ ଅନ୍ୟୁନ ୧୫ଟିରେ ନିୟମିତ କୁଳପତି ନାହାନ୍ତି । ୧୦ଦିନ ଭିତରେ ଓୟୁଏଟି ଓ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିଥିବା ବେଳେ ରାଜ୍ୟ ସରକାର ଓୟୁଏଟି କୁଳପତିଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢାଇଛନ୍ତି । ଅନ୍ୟ ମାନଙ୍କ ସ୍ଥାନରେ ନିୟମିତ ନୂଆ କୁଳପତି ନିଯୁକ୍ତି ହୋଇନାହାନ୍ତି । ସାକ୍ଷୀଗୋପାଳସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ସବିତା ପ୍ରଧାନଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୩୧ ତାରିଖରୁ ସରିଯାଇଛି । ଇତିମଧ୍ୟରେ ପ୍ରଫେସର ପ୍ରଧାନ...
ସମ୍ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଛି । ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା...
ତୁରନ୍ତ ଛାତ୍ରସଂସଦ ନିର୍ବାଚନ କର
ଭୁବନେଶ୍ୱର : ଦେଶର ଛାତ୍ରସମାଜକୁ ଭବିଷ୍ୟତର ନେତୃତ୍ବ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜୀବ ଗାନ୍ଧି ମତଦାନ ଅଧିକାରକୁ ୧୮ ବର୍ଷକୁ ଖସାଇଥିଲେ। କିନ୍ତୁ ୨୦୧୭-୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ତତ୍କାଳୀନ ସରକାର ବନ୍ଦ କରିଦେଲେ। ବର୍ତ୍ତମାନର ସରକାର ମଧ୍ୟ ନିର୍ବାଚନ କରିବା ଦିଗରେ ଉଦ୍ୟମ କରୁନାହାନ୍ତି। ଛାତ୍ର ନିର୍ବାଚନ ବନ୍ଦ କରିବା ଅର୍ଥ ହେଲି ରାଜନୈତିକ ଦଳମାନେ ଦେଶନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଛାତ୍ର ରାଜନୀତି ସଂଘର୍ଷରେ...
Organ Retrieved From Brain Dead
Bhubaneswar: The liver of a 52-year-old brain dead person was retrieved at the Institute of Medical Sciences and SUM Hospital here and sent to another city-based hospital for transplantation in an ailing patient on Monday. The liver was harvested from Hulas Dihudi, an accident victim, who worked as a security guard. Dihudi was walking on the road at Chhatabar on the...
Odisha Embraces Green Mobility
By Shri Pravakar Sahoo Bhubaneswar: In a major push for green mobility, Odisha is set to add 600 new electric buses to its public transport fleet, a move that officials say will significantly reduce emissions and improve the quality of urban life. The announcement comes as Bhubaneswar, Cuttack, and Puri continue to grapple with the pressures of rapid urbanization, including...









