ତିନି ରାଜନୈତିକ ଦଳରେ ନେତୃତ୍ୱ ଲବି

0

ଭୁବନେଶ୍ୱର : ରାଜ୍ୟର ତିନି ପ୍ରମୁଖ ରାଜନୈତିକ ସଂଗଠନ ଭିତରେ ଏବେ ନେତୃତ୍ୱ ଘେନି ଉଷ୍ମତା ବୃଦ୍ଧିପାଇଛି । ଛଅ ମାସ ଧରି ଚାଳକ ବିହୀନ ଭାବେ ପଡିଥିବା କଂଗ୍ରେସ ଗାଡି କିଏ ଚଳାଇବ ସେଥିଘେନି ଅଙ୍କ ଛିଡୁନଥିବାବେଳେ ବିଜେଡି ଓ ବିଜେପିରେ ନେତୃତ୍ୱ ପାଇଁ ବି ଜୋରଦାର ଲବି ଚାଲିଛି । ସଭ୍ୟ ସଂଗ୍ରହ ଅଭିଯାନ ପରେ ରାଜ୍ୟ ବିଜେଡିର କର୍ମକର୍ତ୍ତା ନିର୍ବାଚନ ହେବ । ୨୮ବର୍ଷ ଦରି ନବୀନ ପଟ୍ଟନାୟକ ଏହି ଦଳର ସଭାପତି ରହିଆସିଛନ୍ତି ଏବଂ ଏଥର ବି ସେ...

Beware! Gold Thieves On Prowl

0

Bhubaneswar: Hardcore Thieves and Criminals seem to have targeted jewellery shops and golf establishments in different parts of Odisha to execute their evil design. This is evident from three recent incidents when the miscreants targeted gold shops. The craze for gold loot has become so intense that the miscreants do not hesitate to kill people who comes on their way. At least...

Odisha Rice Aroma Spreading

0

Bhubaneswar: Odisha's role in the production of aromatic rice in the country is important. Deputy Chief Minister and Minister for Agriculture and Farmers' Empowerment Kanak Vardhan Singh Deo mentioned that there is a market demand for aromatic rice produced from the state. Speaking as the chief guest at a seminar on "Aromatic Rice: Organic Farming Methods and Marketing" held on...

ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ

0

ଭୁବନେଶ୍ୱର : ଦେଶରେ ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରୁ ଉତ୍ପାଦିତ ସୁଗନ୍ଧିତ ଚାଉଳର ବଜାର ଚାହିଦା ଥିବା ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଲ୍ଲେଖ କରିଛନ୍ତି । କୃଷି ଓଡ଼ିଶା-୨୦୨୫ ଦ୍ଵିତୀୟ ଦିନରେ ମୁଖ୍ୟମଞ୍ଚରେ ଅନୁଷ୍ଠିତ "ସୁଗନ୍ଧିତ ଚାଉଳ:ଜୈବିକ କୃଷି ପଦ୍ଧତି ଓ ବିପଣନ" ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂହଦେଓ କହିଲେ ଯେ ଜୈବିକ କୃଷି ହିଁ ନିରନ୍ତର...

ଚୂଡାନ୍ତ ପର୍ଯ୍ୟାୟରେ ଉତ୍କର୍ଷ ଓଡିଶା ପ୍ରସ୍ତୁତି

0

ଭୁବନେଶ୍ୱର : ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଦୀର୍ଘ...

Utkarsh Odisha Prep On Final Stage

0

Bhubaneswar: Utkarsh Odisha program preparation has reached the final stage. In this regard, Hemant Sharma Principal Secretary, Industries Department, made a detailed presentation to the Chief Minister Mohan Charan Majhi regarding the preparations. Chief Minister Shri Majhi suggested to create a unique identity of Odisha with national and international investors by conducting all the programs flawlessly and attractively. The Chief...

CM Call For ‘Safe Journey’

0

Bhubaneswar: Chief Minister Shri Mohan Charan Majhi inaugurated the state-level celebrations of The National Road Safety Month today and raised the slogan to the people; "Come Home Safe". The Chief Minister called for transforming road safety into a mass campaign at the event held at Mahatma Gandhi Marg in Bhubaneswar. On this occasion, he appealed to all to follow the...

Sahoo New PS To CM

 Bhubaneswar: In a crucial decision, the State Government today appointed senior IAS Officer Manoj Kumar Sahoo as Private Secretary to Chief Minister Mohan Charan Majhi. As per a notification issued by the General Administration Department, the post of Private Secretary to the Chief Minister, Odisha is declared equivalent in status and responsibility to the post of Special Secretary provided...

ଜାତୀୟ ସଡ଼କ ସୁରକ୍ଷା ମାସ ଉଦଘାଟିତ

0

ଭୁବନେଶ୍ୱର : ସୁରକ୍ଷିତ ଘରକୁ ଫେରନ୍ତୁ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।...

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର

0

ଭୁବନେଶ୍ୱର : ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ବବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ବାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି ପ୍ରକାଶ କରିଛନ୍ତି।  ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ସ୍ମୃତିରେ ଆଜି ଏଠାରେ ଆୟୋଜିତ ' ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବତ୍କୃତା -୨୦୨୫' ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ...