ବଢ଼ୁଛି ପରିବେଶ ପ୍ରଦୂଷଣ ବିପଦ

ଭୁବନେଶ୍ୱର : ଓଡ଼ିଶାରେ ମାଟି, ପାଣି ଓ ପବନର ପ୍ରଦୂଷଣ ବଢ଼ି ଚାଲିଥିବାବେଳେ ତାହାର ନିରାକରଣ କରାଯାଇପାରୁ ନାହିଁ । ପ୍ରଦୂଷଣ ବୃଦ୍ଧି ସହ ତାଳ ଦେଇ ବିଭିନ୍ନ ରୋଗ ବ୍ୟାଧି ବଢ଼ି ଚାଲିଥିବାବେଳେ ତାହାକୁ ରୋକିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାରେ କିନ୍ତୁ ବର୍ଷକୁ ବର୍ଷ ବ୍ୟୟବରାଦ ବଢ଼ୁଛି । ଯେଭଳି ଭାବେ ପ୍ରଦୂଷଣ ବୃଦ୍ଧି ପାଉଛି ତାହାକୁ ରୋକାନଗଲେ ଆଗାମୀ ପିଢ଼ି ଏଥିଲାଗି ପୂର୍ବ ପିଢ଼ିମାନଙ୍କୁ କ୍ଷମା କରିବ ନାହିଁ ବୋଲି ପରିବେଶ ପ୍ରେମୀମାନେ କହୁଛନ୍ତି...

ପିପିଲି ରାଜପଥରେ ଲୋକକଳାର ମହାକୁମ୍ଭ

0

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ପୁରୀ ଜିଲ୍ଲାର ପିପିଲି ଠାରେ ରାଜ୍ୟ ସ୍ତରୀୟ ‘ଲୋକକଳା ପାଇଁ ଦିନଟିଏ’ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ୮୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ପିପିଲିର ରାଜପଥରେ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ପ୍ରଦର୍ଶିତ କରିଥିଲେ। ଏଥିସହ...

ଗବେଷଣା ପାଇଁ ବୁଝାମଣା

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସହିତ ଅରୁଣାଚଳ ପ୍ରଦେଶର ଡିରାଙ୍ଗ ସ୍ଥିତ ଆଇସିଏଆର-ନ୍ୟାସନାଲ୍ ରିସର୍ଚ୍ଚ ସେଂଟର ଅନ୍ ୟାକ (ଏନ୍‌ଆର୍‌ସିୱାଇ) ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଓ ଆଇସିଏଆର-ଏନ୍‌ଆର୍‌ସିୱାଇର ବରିଷ୍ଠ ବୈଜ୍ଞାନିକ ଡାକ୍ତର ଦୀନମଣି ମେଧି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର...

ଆଲୁମିନିୟମ୍‌ ପାର୍କ ପାଇଁ ବୁଝାମଣା

0

ଭୁବନେଶ୍ୱର : ଭାରତର ବୃହତ୍ତମ ଆଲୁମିନିୟମ୍‌ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍‌ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ବାର ଲିଃ ( ସିଂଘଲ୍‌ ଗ୍ରୁପ୍‌ ଅଫ ଇଣ୍ଡଷ୍ଟ୍ରିଜ୍‌ର ଏକ ଅଂଶ) ଓ ସ୍କଟ୍‌-ଏଲ୍‌ ମେଟକନ ପ୍ରା. ଲିଃ (ସ୍କଟିସ୍‌ କେମିକାଲ ଓ ୟୁଏଏଲ୍‌ ଇଣ୍ଡଷ୍ଟ୍ରିଜ୍‌ର ଏକ ସହଯୋଗୀ କମ୍ପାନି) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ବୁଝାମଣା ଅନୁସାରେ ଉଭୟ କମ୍ପାନି ଝାରସୁଗୁଡ଼ାରେ ବେଦାନ୍ତର ଆଗାମୀ ଆଲୁମିନିୟମ ପାର୍କ ପରିସରରେ ଆନୁଷଙ୍ଗିକ ଆଲୁମିନିୟମ ଉତ୍ପାଦନ କାରଖାନା ସ୍ଥାପନ କରିବେ। ଭୁବନେଶ୍ବରରେ ଅନୁଷ୍ଠିତ ଏହି...

ମେଟ୍ରୋ ସପକ୍ଷରେ ଅପରାଜିତା

0

ଭୁବନେଶ୍ୱର : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟଙ୍କ ନିଷ୍ପତ୍ତିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଗୁରୁବାର ମେଟ୍ରୋ ରେଳ ପ୍ରକଳ୍ପକୁ...

ଲାଗୁ ହେଲା ଆଚରଣ ବିଧି

0

ଭୁବନେଶ୍ୱର : ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ କରି ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାର ବାତାବରଣକୁ ସୁଧାରିବା ଏବଂ କ୍ୟାମ୍ପସକୁ ରାଜନୀତିମୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏକ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ପାଇଁ ୧୧ପୃଷ୍ଠା ବିଶିଷ୍ଟ ଆଦର୍ଶ ଆଚରଣ ବିଧି ପ୍ରସ୍ତୁତ ହୋଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସହ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାର...

ସ୍ନାନଯାତ୍ରା ପୂର୍ବରୁ ସରିବ ଗଣତି ମଣତି

0

ପୁରୀ : ତୃତୀୟ ଦିନରେ ପହଞ୍ଚିଛି ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ। ସ୍ନାନଯାତ୍ରା ପୂର୍ବରୁ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ଗଣତି ମଣତି ଟିମର ସଦସ୍ୟମାନେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରୁଛନ୍ତି। ସମ୍ପୂର୍ଣ୍ଣ ଆଧୁନିକ ଓ ଡିଜିଟାଲ ପଦ୍ଧତିରେ ସମସ୍ତ ଗଣତି ମଣତି କାର୍ଯ୍ୟ ଜାରୀ ରହିଛି। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ଚିହ୍ନଟ କରାଯାଇ ଏହାର ଥ୍ରୀଡି ମ୍ୟାପିଙ୍ଗ କରାଯାଉଛି। ସ୍ବର୍ଣ୍ଣକାର, ରତ୍ନ ବିଶାରଦ ଏବଂ ଆରବିଆଇ...

LPG Hoarders Under Fire

Bhubaneswar: Odisha Government has confirmed that the supply of LPG gas across the state remains normal and stable. However, reports have surfaced regarding certain unscrupulous individuals illegally hoarding gas cylinders without any valid justification. Taking serious note of these developments, the Food, Supplies, and Consumer Welfare Department has initiated stringent measures to curb such activities. Under the direction of Shri...

Ulaka Demands Justice For Tribals

0

Rayagada: Saptagiri Ulaka, the Koraput MP and AICC In-charge for North Eastern States, led a high-level Congress delegation to Rayagada and the Sijimali mining area this Friday to demand justice for displaced tribal families. Following the directions of PCC President Bhakta Charan Das, the delegation visited the affected villages to stand against alleged police repression and assess the ground...

SOA Signs YAK Pact

0

Bhubaneswar: Siksha 'O' Anusandhan Deemed to be University recently formalized a strategic partnership with the ICAR-National Research Centre on Yak through a Memorandum of Understanding aimed at advancing collaborative research in animal husbandry. This agreement establishes a framework for academic and scientific exchange, focusing on the unique physiological and genetic characteristics of the yak, a species vital to the...