ଅଯୋଗ୍ୟ ହିତାଧିକାରୀ ଛାନିଆ
ଭୁବନେଶ୍ୱର : ଜାଲିଆତି କରି ମାଗଣା ଚାଉଳ ଉଠାଉଥିବା ସରକାରୀ କର୍ମଚାରୀ ଓ ସଂପନ୍ନ ବ୍ୟକ୍ତିମାନଙ୍କ ବିରୋଧରେ ଅପରାଧିକ ମାମଲା ସହିତ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍ଗତ ବ୍ୟବସ୍ଥା ରହିଛି । ଅଯୋଗ୍ୟ ହିତାଧିକାରୀମାନେ ତୁରନ୍ତ ରାସନ କାର୍ଡ ଫେରାଇବା ପାଇଁ ଯୋଗାଣ ମନ୍ତ୍ରୀ ଚେତାବନୀ ଦେବା ପରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର୨୦୧୩ ମସିହାରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ପ୍ରଣୟନ କରି ଏହାର ଆଧାରରେ ଖାଦ୍ୟ ସୁରକ୍ଷାରୁ ବଞ୍ôଚତ ବ୍ୟକ୍ତିମାନଙ୍କ ଲାଗି କିଲୋ...
State Expects 5L CR Investment
Bhubaneswar: The State government is expecting to receive investment worth Rs 5 lakh crore during the two-day long Utkarsh Odisha-Make in Odisha Conclave to be held here on January 28 and 29. Chief Minister Mohan Charan Majhi said this after making a field visit to the Janata Maidan where the mega business summit to be held. On this occasion, the Chief...
Budget Push For Industry Sector
Bhubaneswar: The Industry sector along with other development is likely to get a boost from the Annual Budget 2025-26 to be presented on February 17 in the State Assembly. This was indicated by Chief Minister Mohan Charan Majhi after holding the Pre-Budget consultation meeting here today. The Chief Minister discussed the Pre-Budget suggestions with experts, civil society and representatives...
ପିଏମଏୱାଇ ଗ୍ରାମୀଣ ସର୍ଭେର ଶୁଭାରମ୍ଭ
ପୁରୀ : ନିଜର ଘରଟିଏ କରିବା ସମସ୍ତ ଙ୍କ ପାଇଁ ସ୍ବପ୍ନ ଥାଏ।ନୂତନ ସରକାର ଏହି ସ୍ବପ୍ନ କୁ ବାସ୍ତବ କରିବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ।ଆଜି ପୂର୍ବାହ୍ନରେ ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତ ର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ମନ୍ତ୍ରୀ ଶ୍ରୀ ନାଏକ ଙ୍କ ଦ୍ଵାରା କରା ଯାଇଥିଲା। ଏହା ପରେ ସାତସଙ୍ଖ ମେଳଣ ପଡିଆ ଠାରେ...
PMAY Survey Begins
Bhubaneswar: State-wide survey to identify beneficiaries for the Pradhan Mantri Awas Yojana- Gramin (PMAY-Rural) began today. Panchayati Raj and Drinking Water Minister Rabi Narayan Naik facilitated application of five eligible households of Arjunsinghpur village under Pipili block of Puri district today. The selected beneficiaries are Uma Behera, Juna Behera, Kumar Behera, Mamata Behera and Sanju Behera. These individuals were inducted through...
Search Begins For OERC Chief
Bhubaneswar: The State Government finally initiated the process for appointment of Chairperson of the Odisha Electricity Regulatory Commission (OERC). The Department of Energy today issued an advertisement inviting applications from eligible personalities to head the quasi-judicial body. As per the notification, the Chairperson of the Commission will be a person of ability, integrity and standing who has adequate knowledge of...
ବରିଷ୍ଠ ଗବେଷକ ବିଜୟ ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ଵର : ବନୀକରଣ, ଆରଣ୍ୟ ବୃକ୍ଷ ଗବେଷଣା, ବାଉଁଶ ବନ ପରିଚାଳନା, ଓଡିଶାର ଔଷଧୀୟ ଉଦ୍ଭିଦ ଓ ଗୋଷ୍ଠୀ ବନ ପରିଚାଳନା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ ପାଇଁ ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ପରିବେଶବିତ, ବନବିଜ୍ଞାନ ବିଶାରଦ ତଥା ଭାରତୀୟ ବନ ସେବା ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କ ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୨୦୦୮ମସିହାରେ...
MCL Pacts With State
Sambalpur: Mahanadi Coalfields Limited (MCL), as part of its CSR initiative, has launched "Project Sambalpur Sikshotthan – MCL Ke Shayog Say" to significantly improve the educational infrastructure in Sambalpur district. In this connection, an MoU was signed between MCL and the District Administration, Sambalpur, marking the commencement of the project. Under this initiative, 20,617 dual desk benches will be provided...
ITER Tops Times List
Bhubaneswar: Institute of Technical Education and Research (ITER), faculty of engineering and technology of Siksha ‘O’ Anusandhan Deemed to be University (SOA) here has been chosen as the No. 1 engineering institute in Eastern India at the Times Business Awards-Jharkhand for 2025 event held at Ranchi. The awards, flagship program of the Times of India, were given in recognition of...
Bijay Swain No More
Bhubaneswar: Bijay Kumar Swain (77), an ardent environment and forestry professional and Indian Forest Service official, who was highly committed to research and innovation in the fields of Forestry, Silviculture, Bamboo Forest Management, Medicinal Plants of Odisha, and Community Forest Management, passed away at a city-based hospital yesterday. Swain had been a brilliant student throughout his career and had visited...