ସୋଆରେ ସମର କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର : ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ ଆରମ୍ଭ ହୋଇଛି । ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଚାଲିବାକୁ ଥିବା ‘ସମର କ୍ୟାମ୍ପ’ର ଶୁଭାରମ୍ଭ କରିବା ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ...

ସୂର୍ଯ୍ୟଙ୍କ ପୁଅ ସବୁଠୁ ଧନୀ

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଯାଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଏମାନଙ୍କ ସବୁଠୁ ଧନୀ ହେଉଛନ୍ତି ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ବିପ୍ଳବ ବିଜେଡି ପ୍ରାର୍ଥୀ ଭାବେ ଦିଗପହଣ୍ଡି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିପ୍ଲବଙ୍କ ପଛକୁ ଅଛନ୍ତି ବିଜେଡିର ଗୋପାଳପୁର ପ୍ରାର୍ଥୀ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଧର୍ମଗଡ ପ୍ରାର୍ଥୀ...

ବିଜେପି ସରକାରର ଶପଥ ତାରିଖ ଦେଲେ

ବ୍ରହ୍ମପୁର: ରାଜ୍ୟରେ ଦ୍ବିତୀୟ ନିର୍ବାଚନ ପୂର୍ବରୁ ପ୍ରଥମ ରାଜନୈତିକ ରାଲିରେ ବିଜୁ ଜନତା ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଜୁନ୍ ୪ରେ ବିଜେଡି ସରକାର ଶେଷ ହେବ ଏବଂ ଜୁନ୍ ୧୦ରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। "ଆଜି ହେଉଛି ମେ ୬ । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ...

BJP Daydreaming Says CM

Bhubaneswar: Giving a strong reply to Prime Minister Narendra Modi’s claim that BJP will form government in Odisha this time, BJD President and Chief Minister Naveen Patnaik today said the BJP is daydreaming. In a video, BJD leader and 5T Chairman VK Pandian is seen asking the Chief Minister about his view on BJP’s...

BJD Govt. Expiry Date 4 June; PM

Berhampur: Hitting out at the Biju Janata Dal (BJD) in his first political rally ahead of twin elections in the state, Prime Minister Narendra Modi today said that the BJD Government will expire on 4 June and new BJP Chief Minister will be sworn-in on 10 June. “Today is 6 May . BJP’s CM...

ଧାନର ଏମଏସପି ୩୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର : ଚଳିତ ନିର୍ବାଚନରେ ରାଜ୍ୟରେ ସରକାର ଗଢ଼ିଲେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପି ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ଜାରି କରିଛନ୍ତି। କୃଷକ, ମହିଳା ଓ ଯୁବବର୍ଗଙ୍କ ଆବଶ୍ୟକତା ପ୍ରତି ବିଜେପି ସଚେତନ। ଫଳରେ ଦଳ ପକ୍ଷରୁ 'ସମୃଦ୍ଧ କୃଷକ ନୀତି' ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ କ୍ୱିଣ୍ଟାଲ ପିଛା...

Congress Changes Candidates

Bhubaneswar: The Congress party today changed its candidates for five assembly constituencies in Odisha while naming Akshaya Acharya for Nilgiri assembly segment. The party has nominated former Minister and four-time MLA Debashish Nayak for the Bari assembly constituency replacing Arati Deo. Shri Nayak had joined the Congress on Saturday after BJP denied him a...

BJD Blames C’Garh Guv

Bhubaneswar: The Governing Biju Janata Dal (BJD) has moved to Chief Election Commissioner (CEC) Rajiv Kumar alleging violation of model code of conduct (MCC) by Chattisgarh Governor Biswabhusan Harichandan. The BJD has alleged that Shri Harichandan violated the MCC by illegally influencing voters in person and telephonically, to support his son Prithiviraj, who is...

BJP Promises Rs. 3100 Paddy MSP

Bhubaneswar: The BJP has promised MSP of Rs 3100 per quintal of paddy to be provided to the farmers in Odisha, if the party will form government in the state during this election. BJP National President Jagat Prakash Nadda has released the party's Manifesto for the upcoming Assembly election. BJP is...

ମତଦାନ ହାରକୁ ନେଇ ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ସପ୍ତାହଟିଏ ଥିବାବେଳେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଏବେ ପ୍ରାର୍ଥୀଙ୍କ ଚିନ୍ତା ବଢାଇଛି । ଏତେ ଗରମ ଓ ଗୁଳୁଗୁଳିରେ କେତେ ସଂଖ୍ୟାରେ ଲୋକ ମତଦାନକେନ୍ଦ୍ରକୁ ଆସି ଭୋଟ ଦେବେ ସେହି ହିସାବ ଏବେ ଆରମ୍ଭ ହେଲାଣି । ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ସହିତ ଏହା ଅଧିନରେ...