Workshop On Cyber Awareness

0

Bhubaneswar: Shri Vinaytosh Mishra, Director General of Police, CID Crime Branch, Odisha has emphasized on the critical role of cyber police in combating these challenges. Shri Mishra was addressing the State Level Cyber Security Awareness Workshop was organized by the National Informatics Centre (NIC) on October 27 at the Krishi Bhawan Auditorium, Bhubaneswar. The event witnessed participation from over 200...

ରାତି ୧୧ ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍‍

0

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ’ମୋନ୍ଥା' ଉତର - ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୭୫...

CM: Zero Tolerance On Corruption

0

Bhubaneswar: Chief Minister Shri Mohan Charan Majhi today addressed the state-level anti-corruption awareness program, declaring that the event was not merely symbolic but a forceful warning to corrupt officials that the government has a zero tolerance policy towards graft. Speaking at the Lok Seva Bhawan Convention Center, he stressed that corruption erodes public trust and weakens governance, making the...

Walk Explores Kalinga Gymnasium

0

Cuttack: Cuttack  has been the heart of Odisha for ages. The oldest city of Kalinga Utkal, Cuttack, has preserved and enriched the history, heritage, social harmony, customs, behavior and cultural heritage of Odisha. Since the dawn of human civilization on the banks of the Mahanadi, our Cuttack city has been a  vibrant city. Let us remember the identity of modern...

ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲ୍‌ଟି । ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡିଶାର ବିଭିନ୍ନ ଜିଲ୍ଲାରେ,  ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବ୍ୟାପକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି...

ବଜେଟ୍‍ ଖର୍ଚ୍ଚ ଧିମା

0

ଭୁବନେଶ୍ୱର : ବଜେଟରେ ବରାଦ ଅର୍ଥ ଖର୍ଚ୍ଚତ ତ୍ୱରାନ୍ୱିତ ପାଇଁ ବିଭାଗଗୁଡିକୁ ବାରମ୍ବାର ତାଗିଦା କରାଯାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ଶେଷ ସୁଦ୍ଧା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୩୦ ପ୍ରତିଶତରୁ କମ୍‍ ଅର୍ଥ ଖର୍ଚ୍ଚ କରିଥିବା ଜଣାଯାଇଛି । ବିଭାଗ ପାଇଁ ବରାଦ ଅର୍ଥରୁ ପ୍ରଶାସନିକ ବ୍ୟୟ ବାବଦରେ ୩୫ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବାବେଳେ ହାରାହାରି ବ୍ୟୟ କ୍ଷେତ୍ରରେ କିନ୍ତୁ ୨୯ ପ୍ରତିଶତ ଛୁଇଁ ପାରିନାହିଁ । ସହରାଞ୍ଚଳରେ ବସୁଧା ଯୋଜନାରେ ବରାଦ ଅର୍ଥ ମଧ୍ୟରୁ...

ଚିନ୍ତା ବଢାଉଛି ତାପଜ ପାଉଁଶ

0

ଭୁବନେଶ୍ୱର : ରାଜ୍ୟରେ ଥିବା ତାପଜ ବିଦ୍ୟୁତ୍‍ କେନ୍ଦ୍ର ଓ ଅନ୍ୟାନ୍ୟ କଳ କାରଖାନାରୁ ଯେତିକି ପରିମାଣର ପାଉଁଶ ବାହାରୁଛି ତାହା ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରୁ ନାହିଁ । ବାହାରୁଥିବା ପାଉଁଶର ସିଂହଭାଗ ସଡକ ନିର୍ମାଣରେ ବ୍ୟବହାର ହେଉଛି । ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର, ଅନୁଗୁଳ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍‍ କେନ୍ଦ୍ର, ଇସ୍ପାତ କାରଖାନା, ଆଲୁମିନିୟମ କାରଖାନାଗୁଡିକରୁ ବର୍ଷକୁ ୪୫ ନିୟୁତ ମେଟ୍ରିକ ଟନ୍‍ରୁ ଅଧିକ ପାଉଁଶ ବାହାରୁଛି...

Gurujee Graces Grand Chhath Fest

0

Gurugram: The grand celebration of the Chhath Festival took place at Sai Ka Aangan in Gurugram, organized by the Bhojpuri Sanskritik Sansthan in partnership with the Sai Prakash Charitable Trust. The event was illuminated by a spirit of devotion, gratitude, and cultural unity. The festivities commenced on October 26 with the observance of Kharna, a deeply devotional event that also...

Jena Praises ₹1 Meal Drive

0

Baleswar: Former Balasore Member of Parliament (MP), Shri Rabindra Jena, recently extended his heartfelt appreciation for the humanitarian effort of the Baleswar Yuvashakti organization in organizing the third festival of the "Annapurna Yojana". The initiative, held at Mission Field in Baleswar city, offers pure vegetarian meals for a nominal price of just one rupee on the last Monday of...

ACS Sharma Meets Ace Investor

0

Bhubaneswar: In a move signaling Odisha's growing appeal as a premier investment destination, Shri Hemant Sharma, the Additional Chief Secretary of the Industries Department, held a crucial meeting with Shri Sidharth Jain, Director of INOX Air Products. The discussions focused on INOX’s significant plans to establish industrial gas facilities across the state, which is vital for supporting the burgeoning steel,...