ଉପ ନିର୍ବାଚନ ପାଇଁ ସରଗରମ

0

ଭୁବନେଶ୍ୱର : ନୂଆପଡ଼ା ଉପ ନିର୍ବାଚନ ପାଇଁ ଆସନ୍ତା ୯ ତାରିଖରେ ପ୍ରଚାର ଶେଷ ହେବାକୁ ଯାଉଥିବାବେଳେ ଏବେ ସେଠାରେ ୩ ପ୍ରମୁଖ ରାଜନୈତିକ ଦଳର ଶତାଧିକ ନେତା ଡେରା ପକାଇ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆକୃଷ୍ଟ କରିବାପାଇଁ ଲାଗିପଡ଼ିଛନ୍ତି । ସତେ ଯେମିତି ନୂଆପଡ଼ାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଛଡ଼ା ସେମାନଙ୍କ ଦଳର ମୁଖିଆମାନଙ୍କ ନେତୃତ୍ୱ ଓ ପତିଆରା ବାଜିରେ ଲାଗିଯାଇଛି । ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଦେଶ...

ମାର୍ଗଶୀରରେ ହୋଇପାରେ ଗଣତି ମଣତି

0

ଭୁବନେଶ୍ୱର : କାର୍ତ୍ତିକ ପଞ୍ଚକର ଭିଡ଼ ହଟିବା ପରେ ଯେ କୌଣସି ସମୟରେ ହୋଇପାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି । ତେବେ ଏହି କାମ କେତେଦିନ ଧରି ଚାଲିବ ତାହା ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବପର ହେଉନଥିଲେ ମଧ୍ୟ ଖୁବଶୀଘ୍ର ରତ୍ନଭଣ୍ଡାର ଭିତରେ ହିଁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ଖୋଦ୍‍ ଆଇନ୍‍ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରତ୍ନଭଣ୍ଡାର ପ୍ରସଂଗରେ ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ...

ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିଛି ବେଦାନ୍ତ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ପଦକ୍ଷେପ, ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିଛି। ଏହି ପ୍ରୟାସର ଏକ ଅଂଶ ଭାବରେ, କମ୍ପାନୀ ଲଖନପୁର ବ୍ଲକର ସରକାରୀ ସ୍କୁଲଗୁଡ଼ିକରେ ୯ମ ଏବଂ ୧୦ମ ଶ୍ରେଣୀର ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ଦ୍ୱାରା ପ୍ରକାଶିତ ସନ୍ଦର୍ଭ ପୁସ୍ତକ ବଣ୍ଟନ କରି ଶୈକ୍ଷିକ ସହାୟତା ପ୍ରଦାନ କରିଛି। ଏହି ସନ୍ଦର୍ଭ ମାର୍ଗଦର୍ଶିକା, ଯେଉଁଥିରେ ବ୍ୟକ୍ତିଗତ...

ନୂଆପଡ଼ାରେ ନବୀନଙ୍କ ବିଶାଳ ସମାବେଶ

0

ନୂଆପଡ଼ା : ନୂଆପଡାରେ ଉପନିର୍ବାଚନରେ ପ୍ରଚାର କରିଛନ୍ତି ବିରୋଧିଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ କୋମନା ବ୍ଳକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ୱୋଧିତ କରି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇଥିଲା...

ବିଜେପିରେ ଅମର ପଟ୍ଟନାୟକ

0

ଭୁବନେଶ୍ୱର : ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅମରଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ରାଜନୈତିକ ଯାତ୍ରାରେ ଅମର...

କାର୍ତ୍ତିକରେ ଶୀତ ଉଭାନ

0

ଭୁବନେଶ୍ୱର : ଆଉ ଦୁଇ ଦିନ ପରେ କାର୍ତ୍ତିକମାସ ସରିବାକୁ ଯାଉଥିବାବେଳେ ରାଜ୍ୟରୁ ଶୀତ ଏକ ପ୍ରକାର ଉଭାନ ହୋଇଯାଇଛି । ବାତ୍ୟା ମନ୍ଥା ଯିବା ପରେ ପରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ତାହା ବି ଲୋକେ ତାହା ଅନୁଭୂବ କରିପାରୁ ନାହାନ୍ତି । ଏଥିଯୋଗୁଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଶୀତବସ୍ତ୍ର ବ୍ୟବସାୟୀମାନେ ଏକ ପ୍ରକାର ନିରାଶ ହେବାରେ ଲାଗିଛନ୍ତି । ଓଡିଶାରେ ସାଧାରଣତଃ କାର୍ତ୍ତିକ ମାସରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଲୋକେ ଶୀତବସ୍ତ୍ର...

ଦାଦନଙ୍କ ଠିକଣା ଖୋଜା

0

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ଜିଣିବାପାଇଁ ତିନି ପ୍ରମୁଖ ରାଜନୈତିକଦଳ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ଏଠାରେ ବିଜୟର ବାହକ ହେବେ ଭିଟାମାଟି ଛାଡି ଅନ୍ୟତ୍ର ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ । ନୂଆପଡା ନିର୍ବାଚନମଣ୍ଡଳୀରୁ ବାହାରକୁ କାମ କରିବାପାଇଁ କେତେଲୋକ ଯାଇଛନ୍ତି ତାହାର ସଠିକ୍‍ ହିସାବ ସରକାରୀ ସ୍ତରରେ ମିଳୁନଥିବାବେଳେ ଗାଁ ଗାଁ ବୁଲି ରାଜନୈତିକ ଦଳମାନେ କିନ୍ତୁ ଏମାନଙ୍କ ଠିକଣା ଖୋଜୁଛନ୍ତି । ଆଦିବାସୀ ବହୁଳ ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ନୂଆପଡାର ଭୋଟର ସଂଖ୍ୟା ପାଖାପାଖି ୨ଲକ୍ଷ ୫୪ହଜାର । ଏଥିରୁ ଅଧାରୁ ଅଧିକ...

Singh Deo Ignites Campaign

0

Nuapada: Senior Biju Janata Dal (BJD) lawmaker and Balangir MLA, Shri Kalikesh Narayan Singh Deo, is making a significant impact on the ground with his dynamic campaigning for BJD candidate Shrimati Snehangini Chhuria in the Nuapada bye-elections. Shri Singh Deo has emerged as a key figure in connecting with the youth, bringing a fresh, energetic, and development-oriented narrative to...

Naveen Seeks Vote For BJD

0

Nuapada: Biju Janata Dal President Shri Naveen Patnaik has reached Nuapada today for election campaigning. Addressing thousands of people who attended a huge election meeting organized at Tarabod, Dhanmandi Grounds of Komna Block, Shri Patnaik appealed to them to vote for BJD candidate Snehangini Chhuria in Nuapada by-election with the conch symbol. In his speech, Shri Patnaik first paid tribute...

Walk Explores Oldest Shrine

0

Jagatsinghpur: The tenth edition of the Jagatsinghpur Heritage Walk (JHW) concluded successfully on Sunday, continuing its tradition of uncovering the rich historical and cultural treasures of the region. Around 35 enthusiasts of history and heritage gathered near the Anakhia Post Office under Biridi block and began their journey with a visit to the Lakshminarayan Temple at Sadhei Sashan village. Believed...