Odisha Adopts Water Pollution Act
Bhubaneswar: Odisha Cabinet has decided to adopt the Water (Prevention and Control of Pollution) Amendment Act, 2024 (No. 5 of 2024), enacted by the Parliament of India under Article 252 of the Constitution. This proactive step aligns with the State's commitment to promoting sustainable development, enhancing the ease of doing business, and strengthening environmental governance. Chief Secretary Shri Manoj Ahuja...
ଶୀତ ଦିନେ କମ୍ବଳ ବଦଳରେ ମଶାରୀ ଖୋଜା
ଭୁବନେଶ୍ୱର : ରାଜଧାନୀରେ ହଠାତ୍ ମଶାଙ୍କ ସାନ୍ଧ୍ରତା ହୁ ହୁ ହୋଇ ବଢୁଥିବାରୁ ଲୋକେ ଶୀତ ପାଇଁ କମ୍ବଳ କିଣିବେ ନା ମଶା ଦାଉରୁ ରକ୍ଷା ପାଇବାପାଇଁ ମଶାରୀ ଖରିଦ କରିବେ ତାହା ଜାଣିପାରୁ ନାହାନ୍ତି । ଲୋକେ ମଶା କାମୁଡାରେ ଅସ୍ତ୍ୟବସ୍ତ ହେଉଥିବାବେଳେ ବିଏମ୍ସି କିନ୍ତୁ ନିଘୋଡ ନିଦରେ ଶୋଇଥିବା ଭଳି ଲକ୍ଷ୍ୟ କରାଯାଉଛି । ସହରରେ ଶୀତର ପ୍ରକୋପ ବଢିବା ସହିତ ହଠାତ୍ ମଶାଙ୍କ ପ୍ରକୋପ ବି ବଢି ଯାଇଛି । ତିନି ଚାରିଦିନ ମଧ୍ୟରେ ସାରା ସହରରେ ମଶା ଭଣ...
ମଧ୍ୟାହ୍ନ ଭୋଜନ ଅଣ୍ଡା ଶସ୍ତା
ଭୁବନେଶ୍ୱର : ବଜାରରେ ଗୋଟାଏ ଅଣ୍ଡାର ଦାମ୍ ୭ ଟଙ୍କାରୁ ଅଧିକ ହୋଇଥିବା ବେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର କିନ୍ତୁ ଦେଉଛନ୍ତି ୫ଟଙ୍କା ୩୦ ପଇସା । ପ୍ରତି ଅଣ୍ଡା ପିଛା ଆଉ ଟଙ୍କାଏ ୭୦ ପଇସା କେଉଁଠୁ ଆସୁଛି ସେ ସଂକ୍ରାନ୍ତରେ କେହି ସ୍ପଷ୍ଟ ଭାବେ କିଛି ଉତ୍ତର ଦେଇପାରୁ ନାହାନ୍ତି । ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିଲା ଏବଂ ଏଥିରେ ପ୍ରାୟ ୪୪ଲକ୍ଷ ପିଲା ସାମିଲ ଥିଲେ ।...
ଡ଼ଃ ମହତାବ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ
କଟକ : ଓଡ଼ିଶାର ମହାପୁରୁଷ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ ରାଜ୍ୟରୁ କେନ୍ଦ୍ର ସ୍ତର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନେତା ଭାବରେ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ । ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ସେ ଜଣେ ବିଚକ୍ଷଣ ନେତା ଥିଲେ ବୋଲି ଶୁକ୍ରବାର କଟକର ସାରଳା ଭବନରେ ଆୟୋଜିତ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଡଃ...
କ୍ୟାବିନେଟରେ ୧୨ ପ୍ରସ୍ତାବକୁ ମଂଜୁରୀ
ଭୁବନେଶ୍ୱର : ରାଜ୍ୟରେ ସବୁ ୟୁନିଫର୍ମ ସେବା ପରୀକ୍ଷା ପାଇଁ ଗଠନ ହେଲା ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ। ପୋଲିସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଆଜି ୟୁନିଫର୍ମ ସେବା ପରୀକ୍ଷାକୁ ସ୍ବଚ୍ଛତାର ସହ କରିବାକୁ ଏହି କମିଶନ ଗଠନକୁ ମଂଜୁରି ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୯ ବିଭାଗର ୧୨ ପ୍ରସ୍ତାବକୁ ମଂଜୁରି ମିଳିଛି। ରାଜ୍ୟରେ ପୁଲିସ୍ ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତତା ଓ ବିଳମ୍ବକୁ ଦୃଷ୍ଟିରେ ରଖି ଓଡ଼ିଶା...
ଗଣତି ମଣତିକୁ ଟାଳୁଛନ୍ତି
ଭୁବନେଶ୍ୱର : ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ସରକାର କେବଳ ରାଜନୀତି କରୁଛନ୍ତି, ଗଣତି ମଣତି କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ...
ବିକାଶ ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ
ଭୁବନେଶ୍ୱର : ବିଶ୍ୱବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ବିକାଶ ପଦକ୍ଷେପକୁ ଅନୁଧ୍ୟାନ କରିଛନ୍ତି । କ୍ଷେତ୍ରକୁ ଯାଇ ପରିଦର୍ଶନ ପୂର୍ବରୁ ଖାରବେଳ ଭାବନରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରାଯାଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଓଡ଼ିଶାର ସହରୀକରଣ ଓ ବିକାଶ ରୋଡମ୍ୟାପ୍ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ, ଯେଉଁଥିରେ...
ଏନସିସି ସୁବିଧା ପ୍ରଦାନ କରିଛି ବେଦାନ୍ତ
ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ଜାତୀୟ କ୍ୟାଡେଟ୍ କର୍ପ୍ସ (ଏନସିସି) କାର୍ଯ୍ୟକ୍ରମକୁ ସାମିଲ କରି ଯୁବକମାନଙ୍କୁ ସଶକ୍ତ କରିବାରେ ଏକ ଅଗ୍ରଣୀ ପଦକ୍ଷେପ ନେଇଛି। ଏହି ମାଇଲଖୁଣ୍ଟ ଉକ୍ତ ବିଦ୍ୟାଳୟକୁ ପ୍ରଥମ ଏବଂ ଏକମାତ୍ର ଅନୁଷ୍ଠାନରେ ପରିଣତ କରିଛି, ଯାହାକି ଲାଞ୍ଜିଗଡ଼, ମୁନିଗୁଡା ଏବଂ ଆମ୍ବୋଦଳାର ତିନୋଟି ପ୍ରମୁଖ ବ୍ଲକରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ଶୃଙ୍ଖଳା ପାଇଁ ନୂତନ ରାସ୍ତା ଖୋଲି ସମ୍ମାନଜନକ ଏନସିସି କାର୍ଯ୍ୟକ୍ରମ ପ୍ରଦାନ କରୁଛି। ଏହି...
ବର୍ଷ କୁ ବର୍ଷ ବଢୁଛନ୍ତି ଶିଶୁ ଶ୍ରମିକ
ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କୁ ଶ୍ରମିକ ଭାବେ କାମରେ ନଲଗାଇବାପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବାବେଳେ ରାଜ୍ୟରେ କିନ୍ତୁ ଉଦ୍ଧାର ଶିଶୁ ଶ୍ରମିକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢି ଚାଲିଛି । ୨୦୨୨-୨୩ ବର୍ଷରେ ସରକାରୀକଳ ରାଜ୍ୟରୁ ମାତ୍ର ୫ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ୨୦୨୪-୨୫ ରେ ଏହି ସଂଖ୍ୟା ୫୦କୁ ଟପିଯାଇଥିଲା । ଶିଶୁମାନଙ୍କୁ ଶ୍ରମିକ ଭାବେରେ କାମରେ ନଲଗାଇବାପାଇଁ ଆଇନ୍ ରହିଛି । ଏହି ଆଇନ୍ ଅମାନ୍ୟ କଲେ ଅର୍ଥଦଣ୍ଡ ସହିତ ଜେଲ୍ ଦଣ୍ଡ ମିଳିବ । ସେହିଭଳି...
କମିବ ମାମଲା ସଂଖ୍ୟା
ଭୁବନେଶ୍ୱର : ସାଧାରଣ ଲୋକେ ଓ ସରକାରୀ କର୍ମଚାରୀମାନେ ସେମାନଙ୍କ ସୁବିଧା ଅସୁବିଧା ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିକଟରେ ଆଣୁଥିବା ଅଭିଯୋଗଗୁଡିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଗଲେ ରାଜ୍ୟରେ ମାମଲା ସଂଖ୍ୟା ହ୍ରାସ ପାଇବ । ଏକଥା ଓଡିଶା ସରକାର ତାଙ୍କର ମାମଲା ନୀତିରେ ସ୍ପଷ୍ଟ କରିଦେଇଛନ୍ତି । କେବଳ ସେତିକି ନୁହେଁ, କେଉଁ ସ୍ତରରେ କେତେଦିନ ଭିତରେ ଅଭିଯୋଗର ଫଏସଲା ହେବ ତାହାର ମଧ୍ୟ ସୀମା ନିର୍ଦ୍ଧାରଣ କରାଯିବା ସହିତ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲକୁ ଅଧିକ ସୁଦୃଢ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ...









