CM Opens Samruddha Odisha
Bhubaneswar: The Samruddha Odisha Conclave-2036, organised by The Utkal Chamber of Commerce and Industry Limited (UCCIL) commenced today in Bhubaneswar, bringing together more than 500 leaders from industry, government, academia, financial institutions, and the startup ecosystem. The event marks a defining moment in the state's mission to accelerate economic transformation and build a future-ready Odisha aligned with Vision 2036...
37,325 Employed in 17 Months
Bhubaneswar: Chief Minister Shri Mohan Charan Majhi emphasized the importance of honesty and integrity in public service while addressing newly recruited government personnel at the 12th Recruitment Fair and Training Program-2025 in Bhubaneswar today. Additional Chief Secretary, Home Department, Shri Satyabrata Sahu, welcomed the attendees and detailed out the massive employment drive unleashed by the State Government. A total of...
Vedanta Ensures Safe Drinking Water For Students
Bhubaneswar: Vedanta Aluminium, India’s largest producer of aluminium, has enhanced access to safe drinking water for school children in Odisha by installing 30 water purification units across schools in Kodingamali, Koraput district, benefitting over 3,000 students. The initiative is part of the company’s flagship Water, Sanitation & Hygiene (WASH) programme to strengthen health and hygiene standards in educational institutions. The...
ପ୍ରଥମ ଅଡିଟ୍ ଅଦାଲତ ଉଦଘାଟିତ
ଭୁବନେଶ୍ୱର : ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ଆଜି ଦେଶର ପ୍ରଥମ ଅଡିଟ ଅଦାଲତ ଓଡ଼ିଶାର ପ୍ରଧାନ ମହାଲେଖାକାର ଅଡିଟ-1 ସୁବୁ. ଆରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି l ଓଡିଶା ସରକାରଙ୍କ ଛଅଟି ବିଭାଗ - ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଅବକାରୀ ଏବଂ ଗ୍ରାମୀଣ ବିକାଶ ସହିତ ଜଡିତ ଦୀର୍ଘକାଳୀନ ଯାଞ୍ଚ ରିପୋର୍ଟ ପାରାଗୁଡ଼ିକୁ ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗ...
ଅଏଲ ଇଣ୍ଡିଆ ଟିମ୍ ସହ ଆଲୋଚନା
ଭୁବନେଶ୍ୱର : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ଆଜି ଅଏଲ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ରଞ୍ଜିତ ରଥ, ସିଜିଏମ୍ ଶାନ୍ତନୁ କୁମାର ସାଇକିଆ, ଓଜିଇଏଲ୍ ରାଜୀବ କୁମାର ତାମୁଲି ଏବଂ କମ୍ପାନୀର ଅନ୍ୟମାନଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ସାକ୍ଷାତ କରିଛନ୍ତି। ଖାରବେଳ ଭବନରେ ଏହି ସାକ୍ଷାତ ଅବସରରେ ସମଗ୍ର ଓଡ଼ିଶାରେ ବିକଶିତ ହେଉଥିବା ଛଅଟି କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟର ଅଗ୍ରଗତି ଉପରେ ଏହି ଦଳ...
ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ
ଭୁବନେଶ୍ୱର : ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇଏଲ୍) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍କ୍ଲେଭ୍’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ଓଡିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ଏହି ଅବସରରେ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି...
ବିଦ୍ୟାଳୟରେ ନିରାପଦ ପାନୀୟ ଜଳ ଯୋଗାଉଛି ବେଦାନ୍ତ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳିର ବିଦ୍ୟାଳୟଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ ସ୍ଥାପନ କରି ଓଡ଼ିଶାର ସ୍କୁଲ ପିଲାଙ୍କ ପାଇଁ ନିରାପଦ ପାନୀୟ ଜଳ ଉପଲବ୍ଧ କରାଇଛନ୍ତି, ଯାହାଦ୍ୱାରା ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ମାନକୁ ସୁଦୃଢ଼ କରିବା ଲାଗି କମ୍ପାନୀର ଫ୍ଲାଗସିପ୍ ୱାଟର, ସାନିଟେସନ ଆଣ୍ଡ ହାଇଜିନ (ୱାଶ) କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି। ୟୁ. ଏନ୍. ରାଜୁ ବାଳିକା ଉଚ୍ଚ...
ଶିଶୁ ଖାଦ୍ୟର ମାନ ଯାଞ୍ଚ ହେଉ
ଭୁବନେଶ୍ୱର : ବିହାରରେ କେତେକ ନମୁନାରୁ ମା’କ୍ଷୀରରେ ୟୁରାନିୟମ ଥିବା ଜଣାପଡିବା ପରେ ଏ ପ୍ରସଂଗରେ ଓଡ଼ିଶାରେ ବି ପରୀକ୍ଷା ନିରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ମା’କ୍ଷୀରରେ ୟୁରାନିୟମ ରହିଲେ ଶିଶୁମାନଙ୍କୁ କ୍ୟାନସର ସମେତ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଏହା ଉପରେ ଓଡ଼ିଶା ସମେତ ସାରା ଦେଶରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏ ସମୟରେ ଶିଶୁ ଓ ମାତୃ ମୃତ୍ୟହାର ଉଦ୍ବେଗଜନକ...
ସତର ମାସରେ ୩୮ ହଜାର ସରକାରୀ ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରାଯିବାର ୧୭ ମାସରେ ପ୍ରାୟ ୩୮ ହଜାର ସରକାରୀ ଚାକିରିରେ ନିଯକ୍ତି ଦିଆଯାଇଛି । ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ୫ବର୍ଷରେ ୧ଲକ୍ଷ ୬୫ ହଜାର ଖାଲି ପଦବୀରେ ନିଯୁକ୍ତି ଦେବେ ବୋଲି ପୂର୍ବରୁ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା । ଗତ ସେପ୍ଟେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ପ୍ରଥମ ୧୫ ମାସରେ ରାଜ୍ୟ ସରକାର ସରକାରୀ...
New Enclosures@Sambalpur Zoo
Sambalpur: Union Minister Education, Shri Dharmendra Pradhan, laid the foundation stone for the new Tiger Enclosure, Crocodile Enclosure, and another Crocodile Enclosure at Sambalpur Zoo, marking a significant step towards environmental education and wildlife conservation. The zoo is hailed as an open school, offering students and the general public a valuable opportunity to learn about the animal world up...









