Education Committee Begins Work
Bhubaneswar: The Experts Committee on Education, headed by Shri Ashok Kumar Tripathy recently established by the Odisha Government to provide a definitive resolution to the systemic grievances within the academic sector, officially initiated its administrative operations today. Chaired by Shri Ashok Kumar Tripathy, an Indian Administrative Service (IAS) (R), the committee held its inaugural high-level consultative session at the...
କଟକରେ ହେବ ମଧୁ ସ୍ମାରକୀ ସଂଗ୍ରହାଳୟ
ଭୁବନେଶ୍ୱର : ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧୯୫୨ ମସିହାରେ ଓଡ଼ିଶାରେ ନାରୀଶିକ୍ଷାର ବିକାଶ ପାଇଁ ଶୈଳବାଳା ଦାସ ନିଜ ପିତା ଉତ୍କଳ ଗୌରବ ମଧୁସୂଦନ...
ବିଜୁଳି ଦର ବଢାଇବାକୁ ଗ୍ରିଡକୋର ମସୁଧା
ଭୁବନେଶ୍ୱର : ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ନେଇ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରେ ରାଜ୍ୟବ୍ୟାପି ଅସନ୍ତୋଷ କୁହୁଳୁଥିବାବେଳେ ଏବେ ବୋଝ ଉପରେ ଲଳିତା ବିଡା ଭଳି ଗ୍ରିଡକୋ ବିଜୁଳି ଦର ବଢାଇବାକୁ ପ୍ରସ୍ତାବ ଦେଇଥିବା ସାମ୍ନାକୁ ଆସିଛି । ୟୁନିଟ୍ ପିଛା ୫୮ ପଇସା ବଢାଇବାକୁ ଗ୍ରିଡକୋର ପ୍ରସ୍ତାବକୁ ବିରୋଧ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ଗ୍ରୀଡ଼କୋ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତ ଓଡିଶା ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ପାଖରେ...
ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମିଳିବ ନାହିଁ
ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏଣିକି ଆଉ ତେଲ ମିଳିବ ନାହିଁ । ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ...
ଓଡ଼ିଶାକୁ ବିପୁଳ ପୁଞ୍ଜି ଆସିବା କଥା ଭ୍ରମାତ୍ମକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା ଦଳ କହିଛି । ଆଜି ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ପ୍ରବାସୀ ଭାରତୀୟ ଦିବସକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ଏଫଡିଆଇ ହବରେ...
ଇସ୍ରାଏଲ୍ ଅଧିକାରୀଙ୍କ ସୋଆ ପରିଦର୍ଶନ
ଭୁବନେଶ୍ୱର : ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଅନେକ ଆଲୋଚନା କରିଛନ୍ତି । ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ଡିଫେନ୍ସ ଟେକ୍ନୋଲଜି, ଷ୍ଟାର୍ଟ-ଅପ୍, ଏମ୍ଏସ୍ଏମ୍ଇ, ରିସର୍ଚ୍ଚ ଏବଂ ଡିଜିଟାଲ୍ ଡିପ୍ଲୋମାସିକୁ ନେଇ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀମତି ସର୍ମନ୍ ସୋଆର ନେତୃବର୍ଗ, ଫ୍ୟାକଲ୍ଟି...
ରେଳବାଇ ପୁଲିସ୍ ଜବତ କଲାଣି ୩୩୫୨ କିଲୋ ଗଞ୍ଜେଇ
ଭୁବନେଶ୍ୱର : ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସମୟରେ ନିଶା ବ୍ୟବସାୟୀମାନେ ଗଞ୍ଜେଇ, ବ୍ରାଉନ ସୁଗାର, ଅଫିମ, କଫ ସିରପ ଓ ଅନ୍ୟାନ୍ୟ...
ଅଧିକ ସୁଦୃଢ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା ପରିବହନ ସୁନିଶ୍ଚିତ କରିବା ସହ ଶେଷ ମାଇଲ୍ ସଂଯୋଗ ସୁଦୃଢ଼ କରିବାକୁ ଲକ୍ଷ୍ୟ କରି ବିଭିନ୍ନ ନୀତିଗତ ପଦକ୍ଷେପ...
Odisha Explores Defence Manufacturing
Hyderabad: On the second day of the high-profile Odisha Investors' Meet being held in the city, Chief Minister Shri Mohan Charan Majhi led a high-level delegation to the facilities of Bharat Dynamics Limited (BDL). The visit marks a significant step in Odisha’s mission to diversify its industrial landscape and integrate its local manufacturing capabilities into the national defense supply...
ଘରଭଡା ପଇଠ ଅନଲାଇନରେ କେବେ ?
ଭୁବନେଶ୍ୱର : ପାଣି ବିଲ୍ ଠାରୁ ଆରମ୍ଭକରି ବିଜୁଳି ବିଲ୍ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ବ୍ୟବସ୍ଥାରେ ଅନଲାଇନ୍ରେ ପଇଠ ହେଉଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ଆଦାୟ କରୁଥିବା ସରକାରୀ ଘରଭଡା କିନ୍ତୁ ଏଥିରେ ସାମିଲ ହୋଇପାରୁ ନାହିଁ । ଏଥିପାଇଁ କାର୍ଯ୍ୟ ଆରମ୍ଭର ଆଠବର୍ଷ ପରେ ଲୋକେ ଅନ୍ଲାଇନ୍ରେ ସେମାନଙ୍କର ଘର ଭଡାଦେବା ବଦଳରେ ଡ୍ରାଫ୍ଟ ଓ ଚେକ୍ ଧରି ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ରେଣ୍ଟ ସେକ୍ସନକୁ ଧାଉଁଛନ୍ତି । ସରକାରୀ ଘର, ବ୍ୟବସାୟ କେନ୍ଦ୍ର ଆଦିର ଭଡା ଅନ୍ଲାଇନ୍ରେ ଜରିଆରେ...










