ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଏକ ଜଟିଳ ସଫଳ ଅତ୍ସୋପଚାର ମାଧ୍ୟମରେ ଏକ ୨ ବର୍ଷର ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା...
ନିର୍ବାଚନୀ ଖର୍ଚ୍ଚ ୧୦ଲକ୍ଷରୁ କମ୍
ଭୁବନେଶ୍ୱର : ତିନି ଜଣ ବିଧାୟକ ୧୦ଲକ୍ଷ ଟଙ୍କାରୁ କମ୍ ଅର୍ଥ ଖର୍ଚ୍ଚକରି ନିର୍ବାଚନ ବୈତରଣୀ ପାର୍ ହୋଇଛନ୍ତି । ଏହି ସମସ୍ତ ତିନି ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ଦଳର ।...
ଆଦର୍ଶ ସୌର ଗ୍ରାମକୁ ଏକ କୋଟି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ଯୋଜନାର ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା...
ଓଡିଶା ଜଙ୍ଗଲରେ ବଢୁଛନ୍ତି ହାତୀ
ଭୁବନେଶ୍ୱର: ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଜଙ୍ଗଲରେ ୨ହଜାରରୁ ଅଧିକ ହାତୀ ରହିଛନ୍ତି । ପୂର୍ବ ତୁଳନାରେ ଏମାନଙ୍କ ସଂଖ୍ୟା ବଢିଛି । ହାତୀଙ୍କ ଏଭଳି ସଂଖ୍ୟାକୁ ନେଇ ପ୍ରକୃତିପ୍ରେମୀ ତଥା ବନ୍ୟପ୍ରାଣୀ...
Elephant Population On Rise
Bhubaneswar: Ace Nature Lover and Wildlife Conservator Susanta Nanda is happy with elephants are enjoying conducive environment in Odisha Forests, for which their numbers...
ଏଜୁକେଶନ ଛାତ୍ରଛାତ୍ରୀ ପ୍ରାକ୍ଟିକାଲଠୁ ଦୂରରେ
ଭୁବନେଶ୍ୱର : ଏଜୁକେଶନ ସମ୍ମାନ ବିଷୟ ନେଇ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ କରିପାରୁ ନାହାନ୍ତି । ନିୟମ ମୁତାବକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ପାଠ ପଢାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଲାଣି...
ନିଶା ନିବାରଣ ଶପଥ ପାଠ
ଭୁବନେଶ୍ୱର : ରାଜ୍ୟ ସାରା ମଦଦୋକାନ ଖୋଲା ରଖି ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ ପାଇଁ ଶପଥ ନେବାକୁ ଯେଉଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ସେଥିଘେନି ନିଶା ପ୍ରସାରଣ...
NEET PG 24′ Scripts Success
New Delhi: NEET PG 2024 was successfully conducted by the National Board of Examinations in Medical Sciences (NBEMS), an autonomous body of Ministry of...
ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର : ଭାରତର ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଆଜି ଆମ ସମାଜ ପାଇଁ ଗୌରବଶାଳୀ ଅନୁଷ୍ଠାନରେ ପରିଣତ ହୋଇଛି । ସମାଜରେ ଘଟୁଥିବା ସମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥାନ୍ତି...
୧୦୯ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି...










