କରୋନା ପାଇଁ ବାଲିଯାତ୍ରା ବନ୍ଦ
କରୋନା ମହାମାରୀ ଯୋଗୁଁ ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବନାହିଁ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଜି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ କରୋନା...
୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି
ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍ଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା କରିସାରିଛନ୍ତି । ଆଞ୍ଚଳିକ ଭେଷଜ...
ଜଗତସିଂହପୁର ପାଇଁ ୭୦୮.୩୨ କୋଟି
କରୋନା ସମୟରେ କେନ୍ଦ୍ର ସରକାର ଓଡିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ତନ୍ମଧ୍ୟରୁ କେବଳ ଜଗତସିଂହପୁର ଜିଲ୍ଲା ପାଇଁ ୭୦୮.୩୨ କୋଟିର ସହାୟତା ପ୍ୟାକେଜ୍ ଦେଇଛନ୍ତି...
କ୍ରୋମ ଅଭାବ ଯୋଗୁଁ ସମସ୍ୟାରେ ଇସ୍ପାତ ଶିଳ୍ପ
ଇସ୍ପାତ ଚାହିଦା ବଢି ଚାଲିଥିବାବେଳେ କ୍ରୋମ ଅଭାବ ଏବେ ଇସ୍ପାତ ଶିଳ୍ପ ପାଇଁ ସଙ୍କଟ ସୃଷ୍ଟି କରିଛି । କ୍ରୋମ ପଥରର ଦର ବୃଦ୍ଧି ପାଉଥିବାରୁ ଇସ୍ପାତ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଗୁଡିକ...
ଶାଖା ଖୋଲିବାକୁ ବ୍ୟାଙ୍କ୍ ଅରାଜି
ରାଜ୍ୟର ଗାଁ ଗହଳରେ ଶାଖା ଖୋଲିବାପାଇଁ ବ୍ୟାଙ୍କ୍ମାନେ ରାଜି ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଅନୁରୋଧ ଓ ତାଗିଦା ସତ୍ୱେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୩୬୭ଟି...
ଇ-ବିଧାନସଭା ପାଇଁ ଅର୍ଥ ମଞ୍ଜୁର
ବିନା କାଗଜପତ୍ରରେ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ...
ଇଣ୍ଡେନ ରିଫିଲ ବୁକିଙ୍ଗ ପାଇଁ ଏକକ ନମ୍ୱର
ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ, ଇଣ୍ଡିଆନ ଅଏଲ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ନେଇଛି ଆଉ ଏକ ପଦକ୍ଷେପ । ଏହା ସାରା ଭାରତରେ ଏକ କମନ ଇଣ୍ଡେନ ରିଫିଲ ବୁକିଙ୍ଗ ନମ୍ୱର...
ସମରେ ଯୋଡା ହେଲା କଟା ଅଙ୍ଗୁଳି
ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ...
ଇଥାନେଲ ଦରବୃଦ୍ଧିକୁ ସ୍ୱାଗତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ...
ସ୍ମାର୍ଟସିଟି ଅଧିନରେ ଇଂଟର୍ନସିପ୍ ପ୍ରୋଗ୍ରାମ୍
କେନ୍ଦ୍ର ନଗର ଉ୍ନୟନ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ଅଧିନରେ ଚାଲୁରହିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅର୍ବାନ୍ ଲର୍ଣ୍ଣିଂ ଇଂଟର୍ନସିପ୍ ପ୍ରୋଗ୍ରାମ୍ ଅଂଶ ବିଶେଷ ଭୁବନେଶ୍ୱର ସ୍ମାର୍ଟ୍ସିଟି କାର୍ଯ୍ୟାଳୟ...










