ଆମ ବସ୍ ଚାଳକଙ୍କୁ ମିଳିବ ପ୍ରୋତ୍ସାହନ ରାଶି
ଭୁବନେଶ୍ଵର : ଜାନୁଆରୀ ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି। ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ...
ପୋଙ୍ଗଲ ପାଳିଲେ ଶିକ୍ଷା ମନ୍ତ୍ରୀ
ଚେନ୍ନାଇ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...
Sarangi Gets FM Honor
Bhubaneswar: Eminent literature scholar and researcher Dr Nrusingha Charan Sarangi was conferred with the prestigious Vyasa Kabi Fakir Mohan Odia Bhasha Samman–2021 by the...
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଭାରୀ ବୈଠକ ନିନ୍ଦନୀୟ
ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଶାସନ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ବେଳେ ଏବେ ସରକାରୀ କାର୍ଯ୍ୟ।ଳୟ ଗୁଡିକୁ ନିଜ ଦଳୀୟ କାର୍ଯ୍ୟ।ଳୟ ଭାବେ ପରିଣତ କରିବା ଉଦ୍ୟମ ଆରମ୍ଭ...
BPIA Crosses 5M Mark
Bhubaneswar: Biju Patnaik International Airport (BPIA) has officially recorded its most successful year to date, handling a record-breaking 5.15 million passengers throughout 2025. This...
Alert On Cold, Fog
Bhubaneswar: A severe cold wave has intensified its grip across Odisha today with several districts recording temperatures significantly below normal levels.
The India Meteorological...
PM Participates Pongal Program
New Delhi: Prime Minister Shri Narendra Modi addressed the Pongal celebrations at New Delhi today. Extending greetings in Tamil, Shri Modi highlighted, “today, Pongal...
Sarangi Happy Over SECI Success
New Delhi: With the Solar Energy Corporation of India Ltd. (SECI) achieving an “Excellent” rating for its performance under the Memorandum of Understanding (MoU)...
SLI, A Game Changer; NRAI Chief
New Delhi: National Rifle Association of India President Shri Kalikesh Narayan Singh Deo has hailed the upcoming Shooting League of India as a revolutionary...
ନଗଣ୍ୟ ପାରିଶ୍ରମିକ ଦେଉଛନ୍ତି ଆଇଟି କମ୍ପାନୀ
ଭୁବନେଶ୍ୱର : ରାଜ୍ୟରେ ଏବେ ୩୫୦ ଆଇଟି କମ୍ପାନୀ ସେମାନଙ୍କର ଦପ୍ତର ଖୋଲିଛନ୍ତି । ଗତ ୧୬ମାସ ମଧ୍ୟରେ ୩୩ଟି କମ୍ପାନୀ ଆସିଛନ୍ତି । ଏମାନେ ରାଜ୍ୟରେ ୩୫ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ...










