ଭୁବନେଶ୍ୱର : ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଆଉ ୪ଟିକୁ ନ୍ୟାକ୍ ଟିମ୍ ପରିଦର୍ଶନରେ ଆସିବାକୁ ଥିବାବେଳେ ଏଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ କିଭଳି ତୁରନ୍ତ ପୁରଣ କରାଯିବ ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ହୋଇଛି ।
ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀ...
ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ଘରୋଇ ବ୍ୟାଙ୍କ୍ ମିଶି ଚାଷୀମାନଙ୍କୁ ଯେତିକି କୃଷି ଋଣ ପ୍ରଦାନ କରୁଛନ୍ତି କେବଳ ଓଡିଶା ସମବାୟ ବ୍ୟାଙ୍କ୍ ତାହାର ପାଖପାଖି ଦୁଇଗୁଣ ଅଧିକ କୃଷି ଋଣ ଦେଉଛି । ହେଲେ ଖୋଦ୍ କୃଷି ବିଭାଗ ଘରୋଇ ବ୍ୟାଙ୍କ୍ରେ ତାହାର ଦେଣ ନେଣ କରୁଛି ।
ଗତବର୍ଷ ରାଜ୍ୟରେ ଥିବା...
Jagatsinghpur: Secretary to CM, VK Pandian, visited Jagatsinghpur District today to review the progress of various developmental works in the district and redressal of public grievances.
He visited Siali Sea Beach in Ersama block and assured that measures for prevention...
ଭୁବନେଶ୍ୱର : ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍, ଓଡ଼ିଶା ସହାୟକ ହୋଇପାରିବ । ଏଥି ସହିତ ସହରର ଗ୍ରାହକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ଆସୋସିଏସନ୍ ଏକ...
Bhubaneswar: Arabinda Kumar Padhee, Principal Secretary, Agriculture & Farmers’ Empowerment has said that, by promoting millets the hotels will improve the livelihoods of small and marginal farmers and women self help groups.
He said that hotels can play role of...
Bhubaneswar: Following killing of two forest officials by poachers in Similipal Tiger Reserve (STR), Union Forest, Environment and Climate Change Minister Bhupendra Yadav has written a letter to Chief Minister Naveen Patnaik for protection of the STR.
Shri Yadav said...
Bhubaneswar: Chief Minister Naveen Patnaik today spoke to Tripura Chief Minister Manik Saha over telephone about the Bahuda Yatra incident and expressed his deep grief over the accident that led to loss of lives.
The Chief Minister extended his heartfelt...
ଭୁବନେଶ୍ୱର : ଅନ୍ୟ ରାଜ୍ୟର କୁଶଳୀ ଶ୍ରମିକମାନେ ଧିରେ ଧିରେ ଓଡିଶାର ନିର୍ମାଣ କ୍ଷେତ୍ରକୁ କବ୍ଜା କରିବାରେ ଲାଗିଛନ୍ତି । ବିଶେଷକରି ବିହାର, ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରମିକମାନେ ଓଡିଶାର ଶିଳ୍ପ, ଖଣିଖାଦାନ, ନିର୍ମାଣ କ୍ଷେତ୍ର ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ପର୍ଯ୍ୟନ୍ତ ସବୁଆଡେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ।
ସରକାରୀ ହିସାବ...
ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଯେତେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ହେଉଛନ୍ତି ତୃତୀୟ ଶ୍ରେଣୀ ପାହ୍ୟାର । ଗତ ଆଠବର୍ଷ ମଧ୍ୟରେ ଧରାପଡିଥିବା ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ତାଲିକାରୁ ଏହା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୫ ରୁ ଚଳିତବର୍ଷର ଫେବୃୟାରୀ ଶେଷ ସୁଦ୍ଧା ଭିଜିଲାନ୍ସ...
ଭୁବନେଶ୍ୱର : ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ ଓ ଏହାର କାର୍ଯ୍ୟକାରୀତା ଅନୁଧ୍ୟାନ କରି ରାଜ୍ୟର ପାରଦର୍ଶୀ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ ।
ପ୍ରତିନିଧି ଦଳ ଓଡ଼ିଶା...