ଭୁବନେଶ୍ୱର : ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ରେଳଲାଇନ ପ୍ରକଳ୍ପର କାର୍ଯ୍ୟ କେବେ ସମାପ୍ତ ହେବ ତାହାର ସମୟ ନିର୍ଘଣ୍ଟ ବର୍ତ୍ତମାନ କରିହେବ ନାହିଁ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି ।
ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନ ଉପରେ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ...
ଭୁବନେଶ୍ୱର : ରାଜ୍ୟର ୬ହଜାରରୁ ଅଧିକ ଗାଁ ଏବେ ବି ମୋବାଇଲ୍ ସେବାରୁ ଦୂରରେ । ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ମୋବାଇଲ୍ ସେବାରୁ ବଞ୍ଚିତ ଲୋକଙ୍କ ସଂକ୍ରାନ୍ତରେ ବିଧାୟକ ଗଣେଶ ରାମ ସିଂ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ...
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ସରବରାହ ଓ ବଣ୍ଟନ ଜନିତ କ୍ଷତି ବଢିବାରେ ଲାଗିଛି । ବିଗତ ତିନି ବର୍ଷର କ୍ଷତି ଆଧାରରେ ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିବା ଉତ୍ତରରୁ ଏହା ଲକ୍ଷ୍ୟ କରାଯାଇଛି ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର...
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି । ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍ ଭିତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ ଓଡ଼ିଶାରେ ସମ୍ମମ୍ ଚିକିତ୍ସା ପର୍ଯ୍ୟଟନର...
Bhubaneswar: The path of cyclone Jawad projected by India Meteorological Department (IMD) shows that it is very likely to cross the Odisha coast in Puri district from a close distance.
As per the latest bulletin of IMD, the cyclone is...
New Delhi: To provide its techno-financial expertise in developing Renewable Energy projects, Indian Renewable Energy Development Agency Ltd. (IREDA) today signed a Memorandum of Understanding (MoU) with THDC India Ltd (THDCIL).
The MoU was signed by Shri Pradip Kumar Das,...
Bhubaneswar: Following continuous attack by opposition over Mamita Meher murder case inside and outside Assembly, Chief Minister Naveen Patnaik on Friday broke down his silence over the issue and also slammed the opposition for politicizing it.
Making a statement...
ଭୁବନେଶ୍ୱର : ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ୍ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ୍) ନମୁନା ମୋଡ଼େଲ (ଇନିଟିଏଟିଭ୍) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଂଚଳିକ ସମ୍ମେଳନ ଆଜି ରାଜ୍ୟ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରଠାରେ ଉଦ୍ଘାଟିତ ହୋଇଯାଇଛି ।
ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା...
ଭୁବନେଶ୍ୱର : ଓଡିଶା ଉପକୂଳ ମୁହାଁ ହେଉଥିବା ବାତ୍ୟା ଜାୱାଦ ଆସନ୍ତା ୫ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ମାଡ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଡକ୍ଟର ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ...
Bhubaneswar: State Government has rolled out an institutional mechanism-District College Development Facilitation Centers ( DCDFCs) of for development of Higher Secondary and Higher Education Sector.
Accordingly, Chief Secretary Suresh Chandra Mohapatra directed the Collectors of all districts to operationalize DCDFCs...