ଭୁବନେଶ୍ୱର : ସ୍ୱ।ଧୀନତ।ର ୭୫ବର୍ଷ ପୂର୍ତ୍ତି ‘ଆଜ।ଦୀ କ। ଅମୃତ ମହେ।ତ୍ସବଦ ପ।ଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠଜରିପ।ଟଣ। ନିକଟସ୍ଥ ବ।ଲିଯ।ତ୍ର। ପଡିଆ ଠ।ରେ ବ।ୟୁସେନ।ର ସୂର୍ଯ୍ୟକିରଣ ଏରେ।ବେଟିକ୍ ଟିମ୍ ଆକ।ଶମ।ର୍ଗରେ ଦୁଃସ।ହସିକ ତଥ। ଚିତ୍ତ।କର୍ଷକ ସମରକଳ। ପ୍ରଦର୍ଶନ କରିଛନ୍ତି ।
ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ଟି ହକ୍ ଏୟ।ର ଉଡ।ଜ।ହ।ଜ କୁଆଖ।ଇ ନଦୀ ଉପରେ ବିଭିନ୍ନ ପ୍ରକ।ର ସ।ହସିକତ। ପ୍ରଦର୍ଶନର ସହ ବିମ।ନ ଉଡ।ଣ କରିଥିଲେ, ଯ।ହ।କୁ ନଦୀର ଉଭୟ ପ।ର୍ଶ୍ୱରେ ଥିବ। ଲକ୍ଷ।ଧିକ ଜନସ।ଧ।ରଣ ଉପସ୍ଥିତ ରହି ମନଭରି ଉପଭେ।ଗ କରିଥିଲେ । ଭ।ରତୀୟ ବ।ୟୁସେନ।ର ପରିଚ।ଳନ।ରେ ଓଡିଶ। ର।ଜ୍ୟ ପ୍ରଶ।ସନର ବିଭିନ୍ନ ବିଭ।ଗର ସହଯେ।ଗରେ ଏହି ଏୟ।ର ଶେ। ପ୍ରଦର୍ଶନୀ ଅନୁଷ୍ଠିତ ହେ।ଇଥିଲ। ।
ଏହି କ।ର୍ଯ୍ୟକ୍ରମରେ ଓଡିଶ।ର ମ।ନ୍ୟବର ର।ଜ୍ୟପ।ଳ ପ୍ରଫେସର ଗଣେଶୀ ଲ।ଲଙ୍କ ସମେତ ର।ଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶ।ସନିକ ଅଧିକ।ରୀ, ଛ।ତ୍ରଛ।ତ୍ରୀ, ସ୍ଥ।ନୀୟ ଜନସ।ଧ।ରଣ ବହୁସଂଖ୍ୟ।ରେ ଯେ।ଗଦେଇଥିଲେ । ବିଭିନ୍ନ ବିଦ୍ୟ।ଳୟରୁ ଛ।ତ୍ରଛ।ତ୍ରୀମ।ନେ ଜ।ତୀୟ ପତ।କ। ଧରି ‘ମ। ତୁଝେ ସଲ।ମଦଦେଶ।ତ୍ମବେ।ଧ ସଂଗୀତର ଧୂନ ତ।ଳେ ତ।ଳେ ସୂର୍ଯ୍ୟକିରଣ ଟିମ୍ କୁ ସ୍ୱ।ଗତ କରିଥିଲେ ।
ସ୍କ୍ୱ।ଡର୍ଣ୍ଣ ଲିଡର ଏ.ସ।ଲ।ରିଆ, ସ୍କ୍ୱ।ଡର୍ଣ୍ଣ ଲିଡର ପି.ଭରଦ୍ୱ।ଜ, ଉଇଙ୍ଗ କମ।ଣ୍ଡର ଏ.ଯ।ଦବ, ଗ୍ରୁପ୍ କ୍ୟ।ପଟେନ୍ ଜି.ଏସ୍.ଧିଲନ, ଉଇଙ୍ଗ କମ।ଣ୍ଡର ଆର୍.ବରଡେ।ଲେ।ଲ, ଉଇଙ୍ଗ କମ।ଣ୍ଡର ଏ.ଗ।ଓକର, ସ୍ୱ।ଡର୍ଣ୍ଣ ଲିଡର ଡି.ଗର୍ଗ, ସ୍ୱ।ଡର୍ଣ୍ଣ ଲିଡର ଏମ୍ ଭ।ଲ।, ସ୍ୱ।ଡର୍ଣ୍ଣ ଲିଡର ଏ.ଗର୍ଗ,ସ୍କ୍ୱ।ଡର୍ଣ୍ଣ ଲିଡର ଏଚ୍.ସିଂ, ଉଇଙ୍ଗ କମ।ଣ୍ଡର ଏନ୍. ନେଗୀ, ସ୍କ୍ୱ।ଡର୍ଣ୍ଣ ଲିଡର ସୁଦରର୍ଶନ, ଉଇଂ କମ।ଣ୍ଡର ଏ.ପ୍ରସ।ଦ ,ସ୍କ।ଡର୍ଣ୍ଣ ଲିଡର ଏଚ୍, ଚନ୍ଦେଲ, ଉଇଙ୍ଗ କମ।ଣ୍ଡର ଏନ୍. ର।ଇନ।( ସିନିୟର ଟେକ୍ନିକ।ଲ ଅଫିସର) , ସ୍କ୍ୱ।ଡର୍ଣ୍ଣ ଲିଡର ଏସ୍. ଦୟ।ଲ(ଇଂଜିନିୟରିଂ ଅଫିସର), ଫ୍ଲ।ଇଟ୍ ଲେଫ୍ଟନ।ଣ୍ଟ ଆର୍. ଗୁରୁଙ୍ଗ ପ୍ରମୁଖ ଆକ।ଶ ମ।ର୍ଗରେ ଏହି ଦୁଃସ।ହସିକ ଉଡ।ଣରେ ସ।ମିଲ ହେ।ଇଥିଲେ ।
ସୂର୍ଯ୍ୟକିରଣ ଟିମକୁ ଏୟ।ର ମ।ର୍ଶ।ଲ,ଏୟ।ର ଅଫିସର କମ।ଣ୍ଡିଂ, ଇଷ୍ଟର୍ଣ୍ଣ ଏୟ।ର କମ।ଣ୍ଡଦିଲ୍ଲୀପ କୁମ।ର ପଟ୍ଟନ।ୟକ,ଗ୍ରୁପ୍ କ୍ୟ।ପଟେନ୍ ଆର୍. ଏସ୍, ର।ଓ୍ୱତ୍, ଉଇଙ୍ଗ କମ।ଣ୍ଡର ସୁନ୍ଦର, ଉଇଙ୍ଗ କମ।ଣ୍ଡର ଦତ୍ତ ଏବଂ ସ୍କ୍ୱ।ଡର୍ଣ୍ଣ ଲିଡର ଗେ।ପ।ଳ ଆୟ।ର,ଫ୍ଳ।ଇଟ୍ ଲେଫ୍ଟନ।ଣ୍ଟ ତେଜପ।ଲ, ଫ୍ଲ।ଇଂ ଅଫିସର ସଞ୍ଜୟ କୁମ।ର ପ୍ରମୁଖ ଉପସ୍ଥିତ ରହି ଗତକ।ଲି ଉଡ।ଣ ଅଭ୍ୟ।ସ ଏବଂ ଆଜିର ଉଡ।ଣ କ।ର୍ଯ୍ୟ ପରିଚ।ଳନ। କରିଥିଲେ ।
ଫ୍ଲ।ଇଟ୍ ଲେଫ୍ଟଟନ।ଣ୍ଟ ରିଧିମ। ଭ।ରତୀୟ ସୂର୍ଯ୍ୟକିରଣ ଟିମ୍ ତରଫରୁ ବିମ।ନଗୁଡିକ ଆକ।ଶରେ ଚିତ୍ତ।କର୍ଷକ ଶେ। ପ୍ରଦର୍ଶନ କରୁଥିବ। ସମୟରେ ଧ।ର। ବିବରଣୀ ପ୍ରଦ।ନ କରିଥିଲେ ।କ।ର୍ଯ୍ୟକ୍ରମରେ ବହୁ ଜନ ସମ।ଗମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଡିସିପି ଶ୍ରୀ ସଂଜୀବ ଶତପଥୀଙ୍କ ନେତୃତ୍ୱରେ ଟ୍ର।ଫିକ୍ ନିୟନ୍ତ୍ରଣ ଓ ଶୃଙ୍ଖଳ। ରକ୍ଷ। ପ।ଇଁ କ।ର୍ଯ୍ୟକ୍ରମ ସ୍ଥଳରେ ବେରିକେଡିଂ ବ୍ୟବସ୍ଥ। ସହ ବ୍ୟ।ପକ ପୁଲିସ୍ ମୁତୟନ ସହ ସମସ୍ତ କ।ର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱ।ବଧ।ନ କରିଥିଲେ ।
ପୂର୍ତ୍ତ ବିଭ।ଗ ତରଫରୁ ବ।ଲିଯ।ତ୍ର। ପଡିଆରେ ବେରିକେଡିଂବ୍ୟବସ୍ଥ।, ମଂଚ ପ୍ରସ୍ତୁତି, ଅତିଥି ଓ ପଦ।ଧିକ।ରୀମ।ନଙ୍କ ପ।ଇଁ ଆନୁଷଙ୍ଗିକ ବ୍ୟବସ୍ଥ। କର।ଯ।ଇଥିଲ। । ସୂଚନ। ଓ ଲେ।କ ସଂପର୍କ ବିଭ।ଗ ତରଫରୁ ଏହି କ।ର୍ଯ୍ୟକ୍ରମ ନିମନ୍ତେ ଲ।ଇଭ୍ କମନ୍ ଫିଡ୍ ସିଷ୍ଟମ ଜରିଆରେ କ।ର୍ଯ୍ୟକ୍ରମର ସିଧ।ପ୍ରସ।ରଣ ଆୟେ।ଜନ କର।ଯିବ। ସହ କର।ଯିବ। ସହ ଆନୁଷଙ୍ଗିକ ସହଯେ।ଗ ପ୍ରଦ।ନ କର।ଯ।ଇଥିଲ। ।
କ।ର୍ଯ୍ୟକ୍ରମ ଶେଷରେ ଏୟ।ର ମ।ର୍ଶ।ଲ,ଏୟ।ର ଅଫିସର ଶ୍ରୀ ପଟ୍ଟନ।ୟକ ପଟ୍ଟନ।ୟକଏକ ସ୍ଥ।ନୀୟ ତ।ରକ। ହେ।ଟେଲରେ ପ।ଇଲଟମ।ନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ପରେ ପ।ଇଲଟମ।ନେ ଗଣମ।ଧ୍ୟମ ପ୍ରତିନିଧିଙ୍କ ସହିତ ସ।କ୍ଷ।ତକ।ର ଦେଇ ଭୁବନେଶ୍ୱରରେ ସେମ।ନଙ୍କର ବିମ।ନ ଉଡ।ଣ ଅତ୍ୟନ୍ତ ସୁନ୍ଦର ଓ ଚିତ୍ତ।କର୍ଷକ ରହିଥିବ।ପ୍ରକ।ଶ କରିଥିଲେ । ଆସନ୍ତ। କ।ଲି ପୁରୀ ବେଳ।ଭୂମିଠ।ରେ ଏୟ।ର ଶେ। ନିମନ୍ତେ ଅଭ୍ୟ।ସ କ।ର୍ଯ୍ୟକ୍ରମ ଓ ୧୮ ତ।ରିଖରେ ଏଠ।ରେ ମୁଖ୍ୟ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନେଇ ପ୍ରସ୍ତୁତି ଜ।ରି ରହିଛି ।